ଧାମନଗରରେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼: ଅଭିଯୁକ୍ତ ଗିରଫ, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଜନତା

ଭଦ୍ରକ: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାଯାଇଛି। ଛୁରା ମାଡ ଘଟଣାକୁ କେନ୍ଦ୍ର କରି ଧାମନଗରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ…

ଭୋଟ ଗ୍ରହଣ ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା

ସାନଖେମୁଣ୍ଡି, ୨୪।୦୩: ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଚିକିଟି NAC ଭୋଟ ଗ୍ରହଣ ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ଚିକିଟି ମୁଖ୍ୟ ରାସ୍ତା ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଏହି ଗଣ୍ଡଗୋଳ ହୋଇଛି । ଦୁଇ ଗୋଷ୍ଠୀର ସଦସ୍ୟ ଗାଡି ଭଙ୍ଗାରୁଜା କରିଥିଲେ । ଘଟଣା…

ଭୋଟ ଦେଲେନି ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନର ଭାର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାନ୍ଧରେ ରହିଛି । ସେ ହିଁ ମେୟରଙ୍କ ଠାରୁ ନେଇ କର୍ପୋରେଟର ପ୍ରାର୍ଥୀ ଚୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ଆଜି ସେ ନିଜ ମେୟର ଓ କର୍ପୋରେଟର ପ୍ରାର୍ଥୀଙ୍କୁ ଭୋଟ ଦେଇନାହାନ୍ତି । ଯାହାକୁ…

ଭୋଟ୍ ବେଳେ ୨ ଗୋଷ୍ଠୀ ମୁହାଁମୁହିଁ

ଜଗତସିଂହପୁର : ଭୋଟ ଗ୍ରହଣ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଜଗତସିଂହପୁର ପୌରାଞ୍ଚଳ ୧୯ ନମ୍ବର ଓ୍ୱାର୍ଡ ୩୦ ନମ୍ବର ବୁଥରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ଖବର ଅନୁଯାୟୀ, ଗୁରୁବାର ଦିନ ରାଜ୍ୟବ୍ୟାପୀ ସମସ୍ତ ପୌରାଞ୍ଚଳରେ ନିର୍ବାଚନ…

ପୁରୀ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କଲେ 5T ସଚିବ

ପୁରୀ: ପୁରୀ ଗସ୍ତ କରିଛନ୍ତି ୫-T ସଚିବ ଭି.କେ ପାଣ୍ଡିଆନ୍ । ଆଜି ସକାଳେ ୫-T ସଚିବ ଭି. କେ ପାଣ୍ଡିଆନ୍ ପୁରୀରେ ପହଞ୍ଚିବା ପରେ ମରଚିକୋଟ ଛକ ଠାରୁ ବ୍ୟାଟେରୀ ଚାଳିତ ଗାଡିରେ ଶ୍ରୀମନ୍ଦିର ଯାଇଥିଲେ । ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିବା ସହ ଦର୍ଶନ ବ୍ୟବସ୍ଥାର…

ଟଙ୍କା ବାଣ୍ଟିବା ଅଭିଯୋଗରେ ବିଧାୟକଙ୍କ ଭାଇଙ୍କୁ ପିଟିଲେ

ବଲାଙ୍ଗିର: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭାଇଙ୍କୁ ପିଟିଲେ ବିଜେପି କର୍ମୀ। ଟଙ୍କା ବାଣ୍ଟିବା ଅଭିଯୋଗରେ ତାଙ୍କୁ ମାଡ଼ ମରାଯାଇଥିବା ଜଣାପଡ଼ିଛି। ବିଧାୟକଙ୍କ ଉପସ୍ଥିତିରେ ପ୍ରଦୀପଙ୍କୁ ମାଡ଼ ମରାଯାଇଥିବା ଜଣାଯାଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ NAC…

ପୌର ନିର୍ବାଚନ : ବୁଥ ସାମ୍ନାରେ ଟଙ୍କା ବାଣ୍ଟିବା ଅଭିଯୋଗ

କଟକ: ରାଜ୍ୟରେ ପୌର ନିର୍ବାଚନ ପାଇଁ ଜାରି ରହିଛି ମତଦାନ। କଟକର ୫୯ ଟି ୱାର୍ଡର ୪୪୯ଟି ବୁଥରେ ୪ ଲକ୍ଷ ୫୦ ହଜାର ୭୬୯ ଭୋଟର ମତଦାନ କରୁଛନ୍ତି। ସକାଳ ୮ ଟା ରୁ ସନ୍ଧ୍ୟା ୫ ଟା ଯାଏ ଜାରି ରହିବ ମତଦାନ। ତେବେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ଲାଲବାଗ ହାଇସ୍କୁଲର ୮୪ ନମ୍ବର ବୁଥ ,…

ଖଲ୍ଲିକୋଟ ପୌର ପରିଷଦ ନିର୍ବାଚନ ; ମତଦାନ ହାର ୬୯ ଶତାଂଶ

ଖଲ୍ଲିକୋଟ(୨୪/୩) : ରାଜ୍ୟରେ ଗତ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ପୌର ନର୍ବାଚନ ପରିପ୍ରେକ୍ଷୀରେ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦର ୧୨ ଗୋଟି ୱାର୍ଡ ରେ ଅନୁଷ୍ଠିତ ହୋଇଥିବା ନଗରପାଳ ଓ ୱାର୍ଡ ସଭ୍ୟ ନିର୍ବାଚନ ରେ ମୋଟ ୬୯ ଶତାଂଶ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିଥିବା…

ଦାରିଙ୍ଗବାଡ଼ିରେ ଆସିକ୍ସ ବ୍ୟାଙ୍କର ଉଦ୍ଘାଟନ

ଦାରିଙ୍ଗବାଡ଼ି,୨୪/୩, ଦାରିଙ୍ଗବାଡ଼ି ପେଟ୍ରୋଲ ପମ୍ପ ଛକ ନିକଟରେ ନୂତନ ଆସିକ୍ସ ବ୍ୟାଙ୍କର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ଉଦ୍ଘାଟନରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇ ବ୍ୟାଙ୍କ ଉଦ୍ଘାଟନ କରିଥିଲେ । ବ୍ରହ୍ମପୁର କ୍ଲଷ୍ଟର ମୁଖ୍ୟ ପ୍ରଶାନ୍ତ କୁମାର…

ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ଭୋଟ ଦେଲେ ମୁଖ୍ୟ ଶାସନ ସଚିବ । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ୟୁନିଟ-୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ୪୧୬ ନମ୍ବର ବୁଥରେ ସୁରେଶ ମହାପାତ୍ର ଭୋଟ…