Sign in
Sign in
Recover your password.
A password will be e-mailed to you.
ଇଟା କାରଖାନାକୁ ବିଦ୍ୟୁତ ସଂଯୋଗ ଯୋଗାଇବା ପାଇଁ ଲାଞ୍ଚ ଘଟଣା: ମାଲକାନଗିରି ବିଦ୍ୟୁତ ବିଭାଗ ଜୁନିଅର ଇଞ୍ଜିନିୟର ଏବଂ…
ମାଲକାନଗିରି : ମାଲକାନଗିରି ବିଦ୍ୟୁତ ବିଭାଗ ରେ କାର୍ଯ୍ୟରତ ଜୁନିଅର ଇଞ୍ଜିନିୟର (JE), TPSODL, ମାଲକାନଗିରି ଶ୍ରୀ ପ୍ରଦେଶ ପ୍ରସାଦ ନାୟକ,ମାଲକାନଗିରି ଏବଂ ସହଯୋଗୀ ଭଞ୍ଜକିଶୋର ସ୍ୱାଇ ଜଣେ ଇଟା କାରଖାନା ମାଲିକଙ୍କ ଠାରୁ ତାଙ୍କ ଇଟା କାରଖାନାକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ୨୦,୦୦୦-/!-->…
ଆମେରିକା ସହ କୂଟନୈତିକ ସମ୍ପର୍କ ଯାଞ୍ଚ କଲା ଇରାନ
ଦୁବାଇ: ଆମେରିକା ସହ ତିକ୍ତତା ଦୂର କରିବା ପାଇଁ ବିଭିନ୍ନ କୂଟନୈତିକ ପ୍ରକ୍ରିୟାର ସବିଶେଷ ତଥ୍ୟ ଇରାନ ଯାଞ୍ଚ କରୁଛି ବୋଲି ସୋମବାର ଏହାର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଇସ୍ମାଇଲ୍ ବାଘେଇ କହିଛନ୍ତି।
ଇରାନ ନିକଟରେ ଆମେରିକାର ନୌସେନା ଦ୍ୱାରା ସାମରିକ ପଇଁତରା ମଧ୍ୟରେ ଆମେରିକାର!-->!-->!-->…
ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନର ସବୁ ଚାଲ୍ ବିଫଳ
ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନର ଗୋଟିଏ ପରେ ଗୋଟିଏ ଚାଲ୍ ବିଫଳ ହେବାରେ ଲାଗିଛି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଭାରତ ପୁଣି ଥରେ ନିଜ ସ୍ଥିତି ସ୍ପଷ୍ଟ କରିଦେଇଛି। ସିନ୍ଧୁ ଜଳ ଚୁକ୍ତି ସହ ଜଡିତ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତର ଆଦେଶକୁ ଭାରତ ସ୍ପଷ୍ଟ ଭାବରେ ଗ୍ରହଣ!-->…
ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନରେ ଯାନ୍ତ୍ରିକ ତ୍ରୁଟି : ଉଡ଼ାଣ ବାତିଲ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଡ୍ରିମ୍ଲାଇନର ବିମାନରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଏବଂ ଇନ୍ଧନ ନିୟନ୍ତ୍ରଣରେ ଗୁରୁତର ସମସ୍ୟା ଦେଖାଦେବା ପରେ ଏହାକୁ ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ଆଜି ଲଣ୍ଡନରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ ଏଆଇ ୧୩୨ ର ଇଞ୍ଜିନ!-->…
ଆଜି ବି ଖସିଲା ସୁନା, ରୁପା ଦର…
ନୂଆଦିଲ୍ଲୀ : ଲଗାତାର ୪ ଦିନ ହେଲାଣି ଖସୁଛି ସୁନା ଏବଂ ରୁପା ଦର। ଆଜି ବି ସୁନା ଦରରେ ହ୍ରାସ ହୋଇଛି। ୨୪ କ୍ୟାରେଟ୍ ର ସୁନା ଦର ୯ ହଜାର ୫୦ ଟଙ୍କା ତଳକୁ ଖସିଛି। ବର୍ତ୍ତମାନ୍ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ହ୍ରାସ ପାଇ ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ରହିଛି। ସେହିପରି ୨୨!-->…
ଜମ୍ମୁ କାଶ୍ମୀର ବାରମୁଲ୍ଲାରେ ଭୂକମ୍ପ
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ସକାଳ ୫ଟା ୩୫ ସମୟରେ ଜମ୍ମୁ ଏବଂ କାଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ବାରାମୁଲ୍ଲାରେ ଅବସ୍ଥିତ। ଏବଂ ଉପତ୍ୟକାରେ ଏହାର ଅବସ୍ଥିତି ଯୋଗୁଁ!-->…
ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଯୋଗୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ୬୮ ହଜାର କର୍ମଚାରୀଙ୍କୁ ମିଳିବନି ଦରମା
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସମ୍ପତ୍ତି ବିବରଣୀ ପ୍ରଦାନ କରିବାରେ ବିଫଳ ଯୋଗୁଁ ରାଜ୍ୟ ସରକାର ୬୮,୨୩୬ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କରିଦେଇଛନ୍ତି ।
ଉତ୍ତରପ୍ରଦେଶର!-->!-->!-->…
୯୦ ବର୍ଷ ବୟସରେ ଦଲାଇ ଲାମାଙ୍କୁ ଗ୍ରାମୀ ଆୱାର୍ଡ
ନୂଆଦିଲ୍ଲୀ: ଗ୍ରାମୀ ଆୱାର୍ଡ ଜିତିଲେ ଦଲାଇ ଲାମା । ୯୦ ବର୍ଷ ବୟସରେ ମ୍ୟୁଜିକର ସବୁଠୁ ବଡ଼ ଆୱାର୍ଡ ଜିତିଛନ୍ତି ତିଦ୍ଦତୀୟ ଧର୍ମଗୁରୁ ଦଲାଇ ଲାମା । ତାଙ୍କର ଆଲବମ୍ ମେଡିଟେସନ୍- ଦ ରିଫ୍ଲେକ୍ସନ ଅଫ୍ ହିଜ୍ ହଲିନେସ୍ ଦ ଦଲାଇ ଲାମା ପାଇଁ ଏହି ଆୱାର୍ଡ ପାଇଛନ୍ତି । ଏହି ଆଲବମ୍ ସ୍ପୋକେନ୍!-->…
ପୁଣି ଇଣ୍ଡିଗୋକୁ ବୋମା ଧମକ, ବାରାଣାସୀ ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ
ବାରାଣାସୀ : ପୁଣିଥରେ ବିମାନକୁ ବୋମା ଧମକ । ଇଣ୍ଡିଗୋ ଏୟାରଲାଇନ୍ସର ବିମାନକୁ ବୋମା ଧମକ ମିଳିବା ପରେ ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି । ବିମାନ ଜରୁରୀ ଅବତରଣ କରିବା ପରେ ବୋମା ନିରୋଧକାରୀ ଟିମ, ଦମକଳ ଗାଡ଼ି ଏବଂ ପୋଲିସ ପହଞ୍ଚି ଯାଞ୍ଚ!-->…
ୟୁକ୍ରେନ୍ ଉପରେ ଆକ୍ରମଣ କଲା ରୁଷ, ୧୫ ମୃତ
ନୂଆଦିଲ୍ଲୀ: ରୁଷିଆ କିୱି ସହର ଉପରେ ବଡ଼ ଆକ୍ରମଣ କରିଛି । ନିପ୍ରୋରେ ରୁଷିଆ ଡ୍ରୋନ୍ ଦ୍ବାରା ଏକ ବସକୁ ଆକ୍ରମଣ କରାଯାଇଥିଲା । ଏହି ବସରେ ଖଣି ଶ୍ରମିକମାନ ଯାଉଥିବାବେଳେ ତାଙ୍କୁ ଟାଗ୍ରେର୍ଟ କରାଯାଇଥିଲା । ଏହି ଟାର୍ଗ୍ରଟରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି!-->…