Sign in
Sign in
Recover your password.
A password will be e-mailed to you.
ବଜେଟ ପ୍ରସଙ୍ଗରେ ବଡ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିବା ଚଳିତ ୨୦୨୬-୨୦୨୭ ଆର୍ଥିକ ବର୍ଷର ବଜେଟ ପ୍ରସଙ୍ଗରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ବଡ଼ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରୀ କହିଛନ୍ତି, ବଜେଟ୍ରେ ଓଡ଼ିଶା!-->…
ବଦଳିବ ଡ୍ରେସ୍ କୋର୍ଡ, ନୂଆ ରୂପ ପାଇବ ମିଶନ ଶକ୍ତି
ଭୁବନେଶ୍ୱର : ନୂଆ ରୂପ ପାଇବ ମିଶନ ଶକ୍ତି । ବଦଳିବ ଡ୍ରେସ୍ କୋର୍ଡ । ୭୦ଲକ୍ଷ ମହିଳା ପାଇବେ ନୂଆ ଡ୍ରେସ୍ । ଉତ୍କଳ ଦିବସରୁ ନୂଆ ଡ୍ରେସ୍ କୋର୍ଡ ଲାଗୁ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହାସହ ମହିଳାଙ୍କୁ ମିଳିବ ନୂଆ ସ୍ମାର୍ଟଫୋନ ଓ ନୂଆ ଆଇଡି କାର୍ଡ । !-->…
ମହାନଦୀ ପ୍ରସଙ୍ଗ: ବିଜେଡ଼ିକୁ ନିଶାଣ କଲେ ମନ୍ତ୍ରୀ ସୁରେଶ ପୂଜାରୀ
ସମ୍ବଲପୁର : ମହାନଦୀ ପ୍ରସଙ୍ଗରେ ବିଜେଡ଼ିକୁ ନିଶାଣ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସମସ୍ୟା ସେମାନେ ତିଆରି କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ମହାନଦୀ ସମସ୍ୟା ପ୍ରସଙ୍ଗରେ ବିରୋଧୀ ବିଜୁ ଜନତା ଦଳକୁ ନିଶାଣ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ମହାନଦୀ!-->…
ପୀତବାସ ହତ୍ୟା ମାମଲା: ବିକ୍ରମ ପଣ୍ଡାଙ୍କ ସମେତ ୧୫ ଅଭିଯୁକ୍ତ କୋର୍ଟରେ ହାଜର…
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସମେତ ୧୫ ଜଣ ଅଭିଯୁକ୍ତ ଆଜି ବ୍ରହ୍ମପୁର ଜିଲ୍ଲା କୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଥିବା ବିଜେଡି ନେତା ମଦନ ଦଳାଇ ଅସୁସ୍ଥତା କାରଣରୁ ଆଜି ଅଦାଲତରେ ହାଜର ହୋଇପାରିନଥିଲେ।!-->…
ଆସନ୍ତାକାଲି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ୍ ଛୁଟି
ଯାଜପୁର : ଆଜିଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଯାଜପୁର, ବାଲେଶ୍ବର, ପୁରୀ, ମୟୂରଭଞ୍ଜ ଏବଂ ଭୁବନେଶ୍ବରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ମହାମହିମଙ୍କ ଗସ୍ତକୁ ଆଖି ଆଗରେ ରଖି ଆସନ୍ତାକାଲି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ୍ ଛୁଟି!-->…
ଭୁବନେଶ୍ବରରେ ପହଞ୍ଚିିଲେ ମହାମହିମ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ସେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ମହାମହିମଙ୍କ ସ୍ବାଗତ ପାଇଁ ରାଜ୍ୟପାଳ ହରିବାବୁ କମ୍ଭବପାଟି,!-->…
ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଭିନବ ପ୍ରୟାସ: ମହିଳା ବିଏସଏଫ୍ ଯବାନଙ୍କ ଦ୍ୱାରା ଛାତ୍ରୀଙ୍କୁ ପ୍ରେରଣା
ଚିତ୍ରକୋଣ୍ଡା (ମାଲକାନଗିରି): ଛାତ୍ରଛାତ୍ରୀଙ୍କ ମନୋବଳ ସୁଦୃଢ଼ କରିବା ସହ ସେମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମାଲକାନଗିରି!-->!-->!-->…
ଆର୍ଦ୍ରଭୂମିର ସୁରକ୍ଷା ହିଁ ପରିବେଶର ସୁରକ୍ଷା: ଚିତ୍ରକୋଣ୍ଡା ଇକୋ ପାର୍କରେ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳିତ
ଚିତ୍ରକୋଣ୍ଡା (ମାଲକାନଗିରି) : ମାଲକାନଗିରି ଜିଲ୍ଲା ବନଖଣ୍ଡ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଇକୋ ପାର୍କ ପରିସରରେ ବିଶ୍ୱ ଆର୍ଦ୍ରଭୂମି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରିବେଶର ସନ୍ତୁଳନ ରକ୍ଷା କରିବାରେ ଆର୍ଦ୍ରଭୂମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଜନସଚେତନତା ସୃଷ୍ଟି!-->!-->!-->…
ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶାର ରୋଡମ୍ୟାପ୍: କେନ୍ଦ୍ର ବଜେଟକୁ ନେଇ ବ୍ରହ୍ମପୁରରେ ମନ୍ତ୍ରୀ ବିଭୂତି ଜେନାଙ୍କ…
ବ୍ରହ୍ମପୁର, ୦୨/୦୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସଂସଦରେ ଆଗତ ୨୦୨୬-୨୭ ବର୍ଷର ବଜେଟକୁ ଏକ ‘ଯୁଗାନ୍ତକାରୀ ଓ ଲୋକାଭିମୁଖୀ’ ବଜେଟ୍ ଭାବେ ଅଭିହିତ କରିଛନ୍ତି ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା।!-->!-->!-->…
ହତ୍ୟାକାରୀଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲା କିନ୍ନର ସଂଗଠନ
ଭୁବନେଶ୍ୱର : ରାଜଧାନୀରେ କିନ୍ନରଙ୍କୁ ବୀଭତ୍ସ ହତ୍ୟା । ହତ୍ୟାକାରୀଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କିନ୍ନର ସଂଗଠନ । ଏୟାରପୋର୍ଟ ଏଜି ଛକରେ ରାସ୍ତା ରୋକ କରିବା ସହ କ୍ୟାପିଟାଲ ହସ୍ପିଟାଲ ଛକରେ ଆନ୍ଦୋଳନ କରିଛନ୍ତି । ପୋଷ୍ଟମର୍ଟମ ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କିନ୍ନର!-->…