ନଵନିର୍ମାଣ କୃଷକ ସଂଗଠନର ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, କିଛି ଜିଲ୍ଲାରେ ଦେଖିବାକୁ ମିଳିଲା ପ୍ରଭାବ

ଭୁବନେଶ୍ବର: ଧାନକିଣା ଅବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ସାର୍ଟିଫିକେଟ୍‌ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ଟାଟା କମ୍ପାନିର ମନମାନି ବିରୋଧରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ। ଆଜି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି

ଧାନମଣ୍ଡୀ ଅବ୍ୟସ୍ଥାକୁ ନେଇ ଚକଅଖ ବନ୍ଦ, ଯାତ୍ରୀ, ବିଦ୍ୟାର୍ଥୀମାନେ ସମସ୍ୟାର ସମ୍ମୁଖୀନ

କୋରାପୁଟ / କୋଟପାଡ଼ : ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ସାରା ରାଜ୍ୟର ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଓଡିଶା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସରକାରଙ୍କ ଚାଷୀ ମାରଣନୀତିକୁ ପ୍ରତିବାଦ କରି ସାରା ରାଜ୍ୟରେ ଚକଅଖ ବନ୍ଦ ଡାକରା ଦେଇଥିଲା, ଏହାକୁ ସମର୍ଥନ କରି

ଆଦିବାସୀ ମହାବିଦ୍ୟାଳୟର ୪୦ତମ ବାର୍ଷିକ ଉତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ଉପଜିଲ୍ଲାପାଳ ତଥା

ମିଡିଆକିଆରେ କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତ ର ନୁଆସାହି ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ମିଡିଆକିଆ କ୍ଲଷ୍ଟର ସିଆରସିସି ଫିଲିପ କୁମାର ଦିଗାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ

ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞର ପୂର୍ଣ୍ଣାହୁତି

ନୟାଗଡ଼, ୨୭/୦୧ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟସ୍ଥିତ ପ୍ରସିଦ୍ଧ ମା’ ଅସୁରକୁମାରୀ ଦେବୀଙ୍କ ପବିତ୍ର ପୀଠରେ ଚାଲିଥିବା ପାଞ୍ଚଦିନ ବ୍ୟାପୀ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ପୂର୍ଣ୍ଣାହୁତି ସହ ସମାପ୍ତ ହୋଇଛି। ପ୍ରାଚୀନ

ନିଲାମ ହେବ ଏସିଡ ଆକ୍ରମଣକାରୀଙ୍କ ସମ୍ପତ୍ତି !

ନୂଆଦିଲ୍ଲୀ: ଦେଶରେ ବିଚାରାଧୀନ ସମସ୍ତ ଏସିଡ ଆକ୍ରମଣ ଘଟଣାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛି ସର୍ବୋଚ୍ଚ ନ୍ୟାୟାଳୟ । ଏସିଡ ଆକ୍ରମଣକାରୀଙ୍କ ସମ୍ପତ୍ତି ନିଲାମ ପାଇଁ ପ୍ରସ୍ତାବ ଦେଇଛି ସର୍ବୋଚ୍ଚ ନ୍ୟାୟାଳୟ । ଦେଶରେ ବିଚାରାଧୀନ ସମସ୍ତ ଏସିଡ୍ ଆକ୍ରମଣ ମାମଲାରେ ବିଚାରାଧୀନ ଥିବା

୧୧ ବର୍ଷୀୟ ପୁଅର ବେକ କାଟି ହତ୍ୟା କଲା ମାଆ

ପୁଣେ: ମହାରାଷ୍ଟ୍ର ପୁଣେ ବାଘୋଲୀରେ ଜଣେ ମହିଳା ନିଜ ୧୧ ବର୍ଷୀୟ ପୁଅର ବେକ କାଟି ହତ୍ୟା କରିଛନ୍ତି। ମଙ୍ଗଳବାର ସକାଳେ ବାଘୋଲୀର ଏକ କଲୋନୀରେ ଏମିତି ଘଟଣା ଘଟିଛି। ପୁଲିସ ସୂଚନା ଅନୁସାରେ ମହିଳା ଜଣକ କୌଣସି ଏକ ଧାରୁଆ ଅସ୍ତ୍ରରେ ନିଜ ପୁଅର ଗଳା କାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ

ସଂପ୍ରସାରଣ ହେବ ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟ, ସୃଷ୍ଟି ହେବ ୧୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର : ସଂପ୍ରସାରଣ ହେବ ସମ୍ବଲପୁର ଲପଙ୍ଗା ସ୍ଥିତ ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟ । ୨୭ହଜାର କୋଟି ଟଙ୍କା ବ୍ୟୟରେ ହେବ ସଂପ୍ରସାରଣ । ଏହା ମାଧ୍ୟମରେ ୫୦୧୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସମ୍ବଲପୁର ଲପଙ୍ଗା ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟରେ ମୁଖ୍ୟମନ୍ତ୍ରୀ