Sign in
Sign in
Recover your password.
A password will be e-mailed to you.
ଚିତ୍ରକୋଣ୍ଡା ବିଧାୟକଙ୍କ ବିରୋଧରେ ଅଭିଯୋଗକୁ ଖଣ୍ଡନ କଲେ ଜିଲ୍ଲା ପ୍ରତିନିଧି
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକଙ୍କ ଜିଲ୍ଲା ପ୍ରତିନିଧି ଶ୍ରୀ ଗୋବିନ୍ଦ ପାତ୍ର । ଚିତ୍ରକୋଣ୍ଡା ଠାରେ ଆୟୋଜିତ ଏକ ପ୍ରେସମିଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି ।
ଗତ!-->!-->!-->…
ପରିତ୍ୟକ୍ତ କୂଅରୁ ହାତୀ ଶାବକ ଉଦ୍ଧାର
କଣ୍ଟାବାଞ୍ଝି : ପରିତ୍ୟକ୍ତ କୂଅରୁ ହାତୀ ଶାବକ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ବିଜାମାଲ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ହାତୀ ଛୁଆଟି ଖସି ପଡ଼ିଥିଲା । ସ୍ଥାନୀୟଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ । ମୁରିବାହାଲ ଦମକଳ ବାହିନୀ ପହଞ୍ଚି ଶାବକକୁ କୂଅରୁ!-->…
ପୋଖରୀ ଭିତରକୁ ପଶିଲା କାର୍, ଦୁଇ ମୃତ
ଭଞ୍ଜନଗର : ପୋଖରୀକୁ ପଶିଗଲା କାର୍ । ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ଗାଁ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ନୀଳାଞ୍ଚଳ ପାତ୍ର ଓ ସନ୍ତୋଷ ମହାପାତ୍ର । କାର୍ ଭିତରେ ମୋଟ ୪ ଜଣ ଥିଲେ । ଗାଡିଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା ।!-->…
ASO ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ, ଡିସେମ୍ବର ୭ରେ ସାନି ପରୀକ୍ଷା
କଟକ : ASO ମୁଖ୍ୟ ଲିଖିତ ପରୀକ୍ଷା ବାତିଲ୍ । ଜୁଲାଇ ୧୩ରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଡିସେମ୍ବର ୭ ତାରିଖରେ ସାନି ପରୀକ୍ଷା ହେବ । ଜୁଲାଇ ୧୩ରେ ହୋଇଥିବା ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିବା ସନ୍ଦେହ କରି ହାଇକୋର୍ଟ ରେଜିଷ୍ଟ୍ରାର ଏହି!-->…
ସିଟିଏସ ସର୍ଭେ ପ୍ରାପ୍ୟ ପାଇନାହାନ୍ତି ଶିକ୍ଷକ ! ଦାୟୀ କିଏ ?
କୋରାପୁଟ/କୋଟପାଡ଼ : ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗର ତତ୍କାଳୀନ କମିଶନର ତଥା ସଚିବଙ୍କ ଚିଠି ନମ୍ବର-5094/2025 ତାରିଖ-29/04/2025, ଅନୁଯାୟୀ ଅଧାରୁ ପାଠପଢ଼ା ଛାଡ଼ିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ ତଥା ପାଠପଢ଼ାର ମୁଖ୍ୟସ୍ରୋତରେ ସାମିଲ୍ କରିବାର!-->…
ନଭେମ୍ବର ୧୫ରେ ଓଡ଼ଗାଁ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆସନ୍ତା ୧୫ ତାରିଖରେ ସ୍ଥାନୀୟ ମହୋତ୍ସବ ପଡ଼ିଆରେ ଆୟୋଜିତ ହେବ।ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଅନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ, ଚାଷୀ ବିଶେଷଜ୍ଞଙ୍କ ଦ୍ଵାରା ଆଲୋଚନା ସଚେତନତା ଓ ସାଂସ୍କୃତିକ!-->…
ଜଙ୍ଗଲୀ ହାତୀଙ୍କ ଉପଦ୍ରଵ, ଅନେକ ଫସଲ ନଷ୍ଟ କରିଥିବା ଅଭିଯୋଗ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳ ଅଧିନସ୍ତ ମୁଣ୍ଡିଗଡ଼ ପଞ୍ଚାୟତର ତିନୋଟି ଗ୍ରାମରେ କେତେକ ଜଙ୍ଗଲୀ ହାତୀପଲ ଙ୍କ ଉପଦ୍ରଵ ବଢି ଚାଲିଛି l ସୂଚନା ଅନୁସାରେ କଳାହାଣ୍ଡି ଏବଂ ବୌଦ୍ଧ ସୀମାନ୍ତରୁ ଏହି ହାତୀପଲ ଆସି ଖମନପଡା,ମଣ୍ଡଳ ପଦର ଓ!-->…
କନ୍ଧମାଳରେ ଠକେଇ ରାଜଧାନୀରୁ ଗିରଫ : ଠକେଇ ଅଭିଯୋଗରେ କମ୍ପାନୀ କର୍ମଚାରୀ ଗିରଫ
କନ୍ଧମା : ଠକେଇ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ପୋଲିସ୍ ଜଣେ ବ୍ୟବସାୟୀ ଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ସୁଧୀର କୁମାର ତ୍ରିପାଠୀ ( ୪୫) ଘର ଗଞ୍ଜାମ ଜିଲ୍ଲାର ଶେରଗଡ଼ ଗ୍ରାମରେ । ତେବେ ସୁଧୀରଙ୍କୁ ଭୁବନେଶ୍ୱର ପୋଲିସ ଏୟାର ପୋର୍ଟ ଥାନା ଅର୍ନ୍ତଗତ ଫରେଷ୍ଟ!-->…
ଚିକିତ୍ସା ପାଇଁ ଆସି ବୃଦ୍ଧ ନିଖୋଜ ଥିଲେ : ୧୫ ଦିନ ପରେ ନଦୀରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଧିନସ୍ଥ ଗୁଟିଙ୍ଗିଆ ପଞ୍ଚାୟତର ତରାପିଡ଼ା ଗ୍ରାମର ୬୭ ବର୍ଷୀୟ ବୃଦ୍ଧ ଦିବାକର ଦିଗାଳ ନିଖୋଜ ହେବାର ୧୫ ଦିନ ପରେ ନିକଟସ୍ଥ ଖଡ଼ଗ ନଦୀରୁ ଗଳିତ ଶବ ଉଦ୍ଧାର ହୋଇଛି। ସୂଚନା ପ୍ରକାରେ ଅକଟୋବର ୨୯ ତାରିଖ ଦିନ!-->…
ମତଦାନ କେନ୍ଦ୍ରରୁ ମିଳିଲା ଭିଭିପାଟ୍ ସ୍ଲିପ୍, ଘଟଣାସ୍ଥଳରେ ଉତ୍ତେଜନା
ଚମ୍ପାରଣ: ପୂର୍ବ ଚମ୍ପାରଣର ସୁଗୈଲୀରେ ଏକ ମତଦାନ କେନ୍ଦ୍ରରେ ଭିଭିପାଟ୍ ସ୍ଲିପ୍ ମିଳିବାକୁ ନେଇ ହଙ୍ଗାମା ହୋଇଛି। ସୁଗୌଲୀରେ ନିମୁଇୟା ଓ୍ବାର୍ଡ ୧୨ରେ ମତଦାନ କେନ୍ଦ୍ର ସଂଖ୍ୟା ୨୧୯ରେ ନିର୍ବାଚନ ପରେ ବୁଧବାର ସକାଳେ ବିଦ୍ୟାଳୟ ସଫେଇ ସମୟରେ ଭିଭିପାଟ୍ ସ୍ଲିପ୍ ଜମିରେ ପଡିଥିବା ମିଳିଥିଲା।!-->…