ଶ୍ରୀମନ୍ଦିରରେ ମାରପିଟ୍, ଭାଙ୍ଗିଲା ମହିଳାଙ୍କ ହାତ

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ଅଘଟଣ । ଗତକାଲି ପୋଲିସ ମାଡରେ ଜଣେ ନାବାଳକ ଗୁରୁତର ହୋଇଥିବାବେଳେ, ଆଜି ଜଣେ ମହିଳା ଭକ୍ତଙ୍କୁ ଅନ୍ୟ ୨ ଜଣ ପୁରୁଷ ଭକ୍ତ ମାଡ଼ ମାରିବା ଯୋଗୁଁ ତାଙ୍କ ଡ଼ାହାଣ ହାତ ଭାଙ୍ଗିଯାଇଛି । ତାଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ

ଐତିହାସିକ ଖଣ୍ଡଗିରି ମାଘମେଳା ଆରମ୍ଭ

ଭୁବନେଶ୍ବର: ଆରମ୍ଭ ହେଲା ବିଶ୍ଵପ୍ରସିଦ୍ଧ ଖଣ୍ଡଗିରି ମାଘସପ୍ତମୀ ମେଳା । ସାଧୁସନ୍ତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ଜନସମାଗମ ଦେଖିବାକୁ ମିଳିଛି । ବିଶ୍ବାସ ଅନୁସାରେ ଖଣ୍ଡଗିରିରେ ଏହି ମହାଯଜ୍ଞର

ମାଘ ସପ୍ତମୀ: ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ବଡି ଭୋରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି । ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଗତକାଲି ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ ।

ଦିଲ୍ଲୀରେ ପହଞ୍ଚିଲେ ୟୁରୋପୀୟ କମିଶନର ଅଧ୍ୟକ୍ଷ; ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ

ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଛନ୍ତି ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ । ୭୭ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ଲେଏନ୍ ।୭୭ତମ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବରେ ଲେଏନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍

ଅମୃତସର-ଦିଲ୍ଲୀ ରେଳ ଧାରଣାରେ ବିସ୍ଫୋରଣ; ଲୋକୋ ପାଇଲଟ୍ ଆହତ

ପଞ୍ଜାବ: ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ପାକିସ୍ତାନ ସୀମାନ୍ତ ରାଜ୍ୟରେ ବଡ ଧରଣର ବିସ୍ଫୋରଣ ଘଟିଛି । ରେଳ ଧାରଣାରେ ବିସ୍ଫୋରଣ ଘଟି ଲୋକ ପାଇଲଟ ଆହତ ହୋଇଛନ୍ତି । ପଞ୍ଜାବର ଫତେଗଡ଼ ସାହିବ ଜିଲ୍ଲାର ଖାନପୁର ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଅମୃତସର-ଦିଲ୍ଲୀ ରେଳ

ଛିଡା ହୋଇ ଗାଇବାକୁ ପଡିବ ‘ବନ୍ଦେ ମାତରାମ୍‌’

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାତୀୟ ସଙ୍ଗୀତ “ଜନ ଗଣ ମନ” ପରି ଜାତୀୟ ଗୀତ “ବନ୍ଦେ ମାତରମ୍” ପାଇଁ ନିୟମ ଆଣିବାକୁ ବିଚାର କରୁଛନ୍ତି। ଏହି ମାସର ଆରମ୍ଭରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଲିଖିତ “ବନ୍ଦେ ମାତରମ୍”

୬୧ ହଜାର ଯୁବକ, ଯୁବତୀଙ୍କୁ ଚାକିରି ବାଣ୍ଟିଲେ ମୋଦୀ

ନୂଆଦିଲ୍ଲୀ: ନିଯୁକ୍ତିପତ୍ର ପାଇଲେ ୬୧ହଜାରରୁ ଅଧିକ ଯୁବକ, ଯୁବତୀ । ଆଜି ୧୮ତମ ରୋଜଗାର ମେଳା ଅବସରରେ ଏହି ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ

ନୟାଗଡ଼ ଇତିହାସ ପୁସ୍ତକ ଉନ୍ମୋଚିତ

ନୟାଗଡ଼,୨୪/୦୧(ନିସର୍ତ୍ତ) : ଚାରି ଗଡ଼ଜାତର ଗୌରବମୟ ଗାଥାକୁ ନେଇ ଯୁବ ଐତିହାସିକ ପ୍ରଶାନ୍ତ ଦାସଙ୍କ ଲିଖିତ ନୟାଗଡ଼ ଇତିହାସ ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା ସରସ୍ଵତୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ସାମ୍ବାଦିକ

ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାଶ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ତଥା ସ୍ଥାନୀୟ ବାସିନ୍ଦା ସ୍ବର୍ଗତ ଡାକ୍ତର ବୃନ୍ଦାବନ ଚନ୍ଦ୍ର ଦାଶଙ୍କ ପୁଅ ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡା.ପୂର୍ଣ୍ଣଚନ୍ଦ୍ର ଦାଶ ଜେରିଆଟ୍ରିକ୍ ସୋସାଇଟି ଅଫ୍

ନଭି ମୁମ୍ବାଇ ନଗର ନିଗମ ଅଧିକାରୀଙ୍କୁ ହାଇକୋର୍ଟଙ୍କ ଚେତାବନୀ, ପ୍ରଦୂଷଣ କମ୍ ନ ହେଲେ ମିଳିବନି ଦରମା

ମୁମ୍ବାଇ : ମୁମ୍ବାଇରେ ବାୟୁ ପ୍ରଦୂଷଣ ବୃଦ୍ଧିକୁ ନେଇ ବମ୍ବେ ହାଇକୋର୍ଟ ମୁମ୍ବାଇ ଏବଂ ନଭି ମୁମ୍ବାଇ ନଗର ନିଗମ ଅଧିକାରୀଙ୍କୁ କଠୋର ଚେତାବନୀ ଦେଇଛନ୍ତି । ଯଦି ଅଧିକାରୀମାନେ ପ୍ରଦୂଷଣ କମ୍ କରିବା ଲାଗି ଉଦ୍ଦିଷ୍ଟ ଆଦେଶ ପାଳନ ନ କରିବେ ତେବେ ସେମାନଙ୍କ ଦରମା ବନ୍ଦ କରିଦିଆଯିବ ବୋଲି