ଉଚ୍ଛେଦ ବେଳେ ଉତ୍ତେଜନା, ଉଠା ଦୋକାନୀ-ପୋଲିସ ମୁଁହାମୁହିଁ

ପୁରୀ : ପୁରୀ ବଡ଼ ଦାଣ୍ଡରେ ଉଠା ଦୋକାନୀଙ୍କୁ ଉଚ୍ଛେଦ ବେଳେ ଉତ୍ତେଜନା l ଟ୍ରାଫିକ ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବଡ଼ ଶଙ୍ଖ ପରିବା ଓ ଫଳ ମାର୍କେଟ ଉଚ୍ଛେଦ କରାଯାଉଥିବା ବେଳେ ଉଠା ଦୋକାନୀ ଏହାକୁ ବିରୋଧ

ମ୍ୟାଲେରିଆରେ ସ୍କୁଲ ଛାତ୍ର ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଚିତ୍ରାଙ୍ଗପାଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କ ମ୍ୟାଲେରିଆ ଜ୍ୱରରେ ମୃତ୍ୟୁ ଘଟିଛି । ସୂଚନା ମୁତାବକ ମାଙ୍ଗିଗୁଡ଼ା ଗ୍ରାମର ପ୍ରକାଶ ମାଡକାମୀଙ୍କ ପୁଅ ଦେବା ମାଡକାମୀ

ଯୁବକଙ୍କୁ ପିଟିପିଟି ହତ୍ୟା

ସାଲେପୁର : ବାହା ହେବାକୁ ଡାକିନେଲେ ପିଟିପିଟି ମାରିଦେଲେ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମା’ । ମୋ ପୁଅକୁ ପିଟି ପିଟି ମାରିଦେଲେ । ଗୋଟିଏ ବୋଲି ପୁଅ ମୋର ଚାଲିଗଲା । ମୋ ପୁଅକୁ ଯେମିତି ମାରିଛନ୍ତି ସେମାନଙ୍କୁ ଉଚିତ୍ ଦଣ୍ଡ ମିଳୁ । ମୋ ପୁଅର ଆତ୍ମାକୁ ଶାନ୍ତି ମିଳିବ ।

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା , ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉଷ୍କାପଲ୍ଲି ଗ୍ରାମର ମୁକା ପଡ଼ିଆମି ( ୫୪ )ଙ୍କୁ ଗତ ବୁଧବାର ରାତିରେ ତାଙ୍କ ଗ୍ରାମର ଦୁଇ ଜଣ ବ୍ୟକ୍ତି ଗୁଣି ଗାରେଡ଼ି ସନ୍ଦେହରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଥିଲା । ଏ ସମ୍ପର୍କରେ ପରିବାର

ଗୋରୁବୋଝେଇ କେଣ୍ଟର ଓଲଟି ପଚାଶରୁ ଅଧିକ ଗାଈ ମୃତ

କୋରାପୁଟ /କୋଟପାଡ଼ : ଗୋରୁ ବୋଝେଇ କେଣ୍ଟର ଓଲଟି ପଚାଶରୁ ଉର୍ଦ୍ଧ ଗାଈ ମୃତ୍ୟୁ ମୁଖରେ ପଡିଲେ l ସୂଚନା ପ୍ରକାରେ, କୋଟପାଡ଼ କୁସୁମୀ ପୂର୍ତ୍ତ ବିଭାଗ ରାସ୍ତା ଉପରେ ଗୋ-ବୋଝେଇ କେଣ୍ଟର ଭାରସାମ୍ୟ ହରାଇ ଓଲଟି ପଡିଥିଲା l କୋଟପାଡ଼ ପୋଲିସ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଂଚି ଥିଲେ ଓ

ଯୌତୁକ ପାଇଁ ବଧୂ ହତ୍ୟା !

ସାଲେପୁର: ଏଇ ବର୍ଷେ ତଳେ ଝିଅ ପ୍ରେମ ବିବାହ କରିଥିଲା । କିନ୍ତୁ ଏବେ ତା ମରଶରୀର ପଡ଼ିଛି । ଝିଅକୁ ଯୌତୁକ ଆଣ କହି ଶାଶୁଘର ଲୋକେ ଧମକ ଦେଉଥିଲେ । ଝିଅକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ ଶାଶୁଘର ଲୋକେ । ଏବେ ମୋ ଝିଅକୁ ଜୀବନରୁ ଶେଷ କରିଦେଲେ । ଏଭଳି ଏକ

ଆସିକା ହରିହର ହାଇସ୍କୁଲ ଖେଳ ପଡିଆ ସହ ଠିକାଦାରଙ୍କ ଖେଳ.!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ପାଦ ପାଦରେ ଦୁର୍ନୀତି ଦେଖିବାକୁ ମିଳୁଛି। ତାହାର ନଗ୍ନ ନମୁନା ଏବେ ଆସିକା ହରିହର ହାଇସ୍କୁଲ ଖେଳ ପଡିଆ ରେ ଦେଖିବାକୁ ମିଳିଛି। ଆସିକା ହରିହର ହାଇସ୍କୁଲ ଖେଳ ପଡିଆରେ ଆସିକା ଅଞ୍ଚଳର ପ୍ରାୟ ସବୁ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଜଗତସିଂହପୁର : ରେଞ୍ଜରଙ୍କ ଘରେ ଭିଜିଲାନସ ରେଡ୍ । ଏକାସଙ୍ଗେ ୫ଟି ସ୍ଥାନରେ ରେଡ୍। ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକାସଙ୍ଗେ ୫ଟି ସ୍ଥାନରେ

ସଡକ ଦୁର୍ଘଟଣାରେ ଯୁବକ ଗୁରୁତର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଠାରୁ ୩ କିଲୋମିଟର ଭଞ୍ଜନଗର ରାସ୍ତାର ଗୋଡ଼ିପଲ୍ଲି ଛକ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଆହତ ଅବସ୍ଥାରେ ପଡିଥିବାର ସୂଚନା ପାଇ ଓଡ଼ଗାଁ ଦମକଳ ବାହୀନି ଘଟଣସ୍ଥଳରୁ ଯୁବକଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣି ଚିକିତ୍ସା

ତୁମୁଡ଼ିବନ୍ଧ ଓ ବେଲଘର ବନାଞ୍ଚଳରେ ୨୦ ରୁ ଉର୍ଦ୍ଧ୍ୱ ହାତୀଙ୍କ ଆତଙ୍କରାଜ: ଅଞ୍ଚଳରେ କୋକୁଆ ଭୟ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼, ତୁମୁଡିବନ୍ଧ ଓ ବେଲଘର ବନାଞ୍ଚଳରେ ହାତୀ ଆତଙ୍କ । ଏକ ସପ୍ତାହରରୁ ଉର୍ଦ୍ଧ୍ବ ହେବ କୋଟଗଡ଼ ବନାଞ୍ଚଳରେ ୮ଟିକିଆ ହାତୀପଲ ଉତ୍ପାତ ମଚେଇଥିବା ବେଳେ ବେଲଘର ଓ ତୁମୁଡ଼ିବନ୍ଧ ବନାଞ୍ଚଳର, ବେଲଘର, ଝିରିପାଣି, ଭଣ୍ଡରଙ୍ଗି, ଲଙ୍କାଗଡ଼