ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ମାମଲା: ୭ ଗିରଫ

ନୂଆଦିଲ୍ଲୀ : ଛାତ୍ର ନେତା ଉସମାନ ହାଦିଙ୍କ ମୃତ୍ୟୁ ପରେ ଜଳୁଛି ବାଂଲାଦେଶ । ସ୍ଥିତି ପୁଣି ଥରେ ଖରାପ ହୋଇଛି । ଗୁରୁବାର ରାତିରେ ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଶରେ ଦଙ୍ଗା ଆରମ୍ଭ ହୋଇଥିଲା । ଜଣେ ହିନ୍ଦୁ ଯୁବକଙ୍କ ନିର୍ମମ ହତ୍ୟା କରିବା ମାମଲାରେ ୭ ଜଣଙ୍କୁ ଗିରଫ

କୁହୁଡି ପାଇଁ ଅବତରଣ କରିପାରିଲାନି ମୋଦିଙ୍କ ହେଲିକପ୍ଟର

ପଶ୍ଚିମବଙ୍ଗ : ଘନ କୁହୁଡି କାରଣରୁ ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର । ପଶ୍ଚିମବଙ୍ଗର ତାହେରପୁର ଅବତରଣ ନ କରିପାରିବାରୁ ଫେରିଆସିଲା ହେଲିକପ୍ଟର । ପଶ୍ଚିମବଙ୍ଗ ନଦିଆର ତାହେରପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ରହିଥିଲା । କୋଲକତା

ଇମ୍ରାନ୍ ଖାନ୍ ଓ ପତ୍ନୀଙ୍କୁ ୧୭ ବର୍ଷ ଜେଲ ଦଣ୍ଡାଦେଶ

କରାଚୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ସଂସ୍ଥାପକ ଇମ୍ରାନ୍ ଖାନ୍ ଏବଂ ପତ୍ନୀ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ଆଜି ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଉଭୟଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ଲାଗି

ଦିଲ୍ଲୀ ଏୟାରପୋର୍ଟରେ ଯାତ୍ରୀଙ୍କୁ ପିଟିଲେ ପାଇଲଟ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଅଜବ ଘଟଣା । ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ ଜଣେ ଯାତ୍ରୀ ଉପରେ ଆକ୍ରମଣ କରିଛନ୍ତି । ଏୟାରଲାଇନ ଯାଞ୍ଚ ନିର୍ଦ୍ଦେଶ ହେବା ପରେ ଅଭିଯୁକ୍ତ ପାଇଲଟଙ୍କୁ ନିଲମ୍ବିତ କରାଯାଇଛି । ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ସତ ଜଣାପଡିଥିଲା ।

ରାଜଧାନୀ ଏକ୍ସପ୍ରେସ୍ ଧକ୍କାରେ ୮ ହାତୀ ମୃତ

ହୋଜାଇ : ୮ଟା ହାତୀକୁ ଧକ୍କା ଦେଇ ଲାଇନଚ୍ୟୁତ ହେଲା ରାଜଧାନୀ ଏକ୍ସପ୍ରେସ । ବିଳମ୍ବିତ ରାତିରେ ଆସାମର ହୋଜାଇ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ସାଇରାଙ୍ଗ-ନୂଆଦିଲ୍ଲୀ ଏକ୍ସପ୍ରେସର ୫ଟି କୋଚ୍ ଓ ଇଂଜିନ ଲାଇନଚ୍ୟୁତ ହୋଇଛି । ବିଳମ୍ବିତ ରାତିରେ ହାତୀପଲ

ସିରିଆରେ ISIS ଉପରେ ଆମେରିକାର ଆକ୍ରମଣ

ଆମେରିକା : ସିରିଆରେ ବର୍ଷିଲା ନିଆଁ, ଥରିଲା ISIS । ସିରିଆରେ ISIS ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ଧ୍ବଂସ ହୋଇଛି ୭୦ରୁ ଅଧିକ ISIS ଆଡ୍ଡା । ଗତକାଲି ରାତିରେ ସିରିଆର ISIS ଆତଙ୍କବାଦୀଙ୍କ ବିରୋଧରେ ବଡ଼ ଧରଣର ସାମରିକ ଅଭିଯାନ କରିଛି ଆମେରିକା । ‘ଅପରେସନ ହକ ଆଇ

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଆଉ ମିଳିବନି ପେଟ୍ରୋଲ, ଡିଜେଲ

ଭୁବନେଶ୍ବର: ଏଣିକି ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ, ଡିଜେଲ। ଗାଡ଼ିରେ ତେଳ ପକାଇବା ପୂର୍ବରୁ ଦେଖାଇବାକୁ ପଡ଼ିବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି)। ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା ପକ୍ଷରୁ ଏ ସମ୍ପର୍କରେ ତୈଳ କମ୍ପାନୀଗୁଡ଼ିକୁ

ନକଲି ଲଟେରୀ ଟିକେଟ ବିକ୍ରି କରି ଲକ୍ଷାଧିକ ଟଙ୍କା ଠକେଇ: ୨୫ ଲକ୍ଷ ଜବତ, ୪ ଗିରଫ

ରାଉରକେଲା : ୬ ଟଙ୍କା ଓ ୧୦ ଟଙ୍କାରେ ଲଟେରୀ ଟିକେଟ। ଟିକଟ ବିକ୍ରି କରି ଲକ୍ଷାଧିକ ଟଙ୍କା ଠକେଇ। ଶେଷରେ ପୁଲିସ ହାବୁଡ଼ରେ ପଡ଼ିଛନ୍ତି ଠକ ଦଳ। ଜନସାଧାରଣଙ୍କୁ ନକଲି ଲଟେରୀ ଟିକଟ ବିକ୍ରି କରିଥିବା ୪ ଠକଭ୍କୁ ଗିରଫ କରିଛି ରାଉରକେଲା ପୁଲିସ। ସେମାନଙ୍କଠାରୁ ୨୫ ଲକ୍ଷ ଟଙ୍କା ଜବତ ହୋଇଛି।

ମାଓବାଦୀଙ୍କୁ ଧରାଇ ଦେଲେ ମିଳିବ ପୁରସ୍କାର; ୧୮ ମାଓବାଦୀଙ୍କ ପାଇଁ ୮.୪ କୋଟି

ଭୁବନେଶ୍ବର: ୧୮ ମାଓବାଦୀଙ୍କ ପାଇଁ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ବୌଦ୍ଧ ପୁଲିସ। ଯେଉଁମାନେ ଏହି ମାଓବାଦୀମାନଙ୍କୁ ଧରାଇ ଦେବେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ବୌଦ୍ଧ ଜିଲା ପୁଲିସ ପକ୍ଷରୁ କୁହାଯାଇଛି। ଏ ନେଇ ଜିଲାର ବିଭିନ୍ନ ଉପାନ୍ତ

ଭୁବନେଶ୍ୱରରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ଗର୍ଜିଲା ଯୁବ କଂଗ୍ରେସ । ଭୁବନେଶ୍ୱରରେ ଯୁବ କଂଗ୍ରେସର ବିକ୍ଷୋଭ ଓ ଅଣ୍ଡାମାଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ପୁଲିସ ସେମାନଙ୍କୁ ଅଟକାଇବାରୁ କଂଗ୍ରେସ କର୍ମୀ ମାନେ ଅଣ୍ଡାମାଡ କରିଥିବା