Sign in
Sign in
Recover your password.
A password will be e-mailed to you.
ଗେଷ୍ଟ ହାଉସରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଜବତ, ହତ୍ୟା ଅଭିଯୋଗ
ଭୁବନେଶ୍ଵର: ଭୁବନେଶ୍ଵର ନାଲକୋ ଛକସ୍ଥିତ ଏକ ଗେଷ୍ଟ ହାଉସରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ରବିବାର ଉଦ୍ଧାର ହୋଇଛି। ମୈତ୍ରୀବିହାର ଥାନା ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ମୃତକଙ୍କ ନାକରୁ ଫେଣ ଏବଂ ପାଟିରୁ ରକ୍ତ ବାହରୁଥିବାରୁ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଉକ୍ତ!-->…
ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା, କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ…
ଭୁବନେଶ୍ବର: ସହିଦନଗର ଗଣଦୁଷ୍କର୍ମ ମାମଲା ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହୋଇଛି। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ପୁଲିସକୁ ତଦନ୍ତରେ ସହଯୋଗ କରିବ। ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣବଳାତ୍କାର ହୋଇଛି। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ କରାଯିବ।!-->…
ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ : କନ୍ଧମାଳ ପୁଲିସ ଜାରି କଲା ପୋଷ୍ଟର
ବାଲିଗୁଡା, ତା, ୨୧/୧୨: କେନ୍ଦ୍ର ସରକାରଙ୍କ ଆହ୍ବାନକ୍ରମେ ୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ପାଇଁ ଅଭିଯାନକୁ ଜୋରଦାର କରାଯାଇଛି। ଏ ଦିଗରେ ତତ୍ପର ହୋଇଛି କନ୍ଧମାଳ ପୁଲିସ। କିଛି ଦିନ ତଳେ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ!-->…
ସରୁ ନାହିଁ ପୂର୍ତ୍ତ ବଙ୍ଗଳା ମରାମତି କାମ, ପଦାଧିକାରୀଙ୍କୁ ମିଳୁ ନାହିଁ ବିଶ୍ରାମ ସ୍ଥଳୀ
ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମାରେ ଥିବା ପୂର୍ତ୍ତ ବଙ୍ଗଳା କାର୍ଯ୍ୟ ଆରମ୍ଭ ହୋଇ ଆଜକୁ ୫ମାସ ହୋଇ ଗଲାଣି ଶେଷ ହୋଇ ପାରୁ ନାହିଁ । ମରାମତି ପାଇଁ ୩୫ ଲକ୍ଷ ଟଙ୍କା ଟେଣ୍ଡର ଆହ୍ବାନ କରାଯାଇ ଥିବା ସହ ସେପ୍ଟେମ୍ବର ମାସରେ କାର୍ଯ୍ୟାଦେଶ ଦିଆ ଯାଇ ଥିବା ନେଇ!-->!-->!-->…
ଘରେ ପଶି ନାବାଳିକାଙ୍କୁ ଅପହରଣ
ରେଢ଼ାଖୋଲ: ଘରୁ ନାବାଳିକଙ୍କୁ ଅପହରଣ । ଥାନାରେ ମାମଲା ରୁଜୁ । ରେଢ଼ାଖୋଲ ଥାନା ସାମସିଙ୍ଗା ଗାଁରେ ଘଟିଛି ଘଟଣା । ଘରେ ପରିବାର ଲୋକଙ୍କ ସହ ରାତିରେ ଖାଇ ପିଇ ଶୋଇଥିବା ବେଳେ କେହି ତାଙ୍କୁ ଅପରହଣ କରିନେଇଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକ ।
!-->!-->!-->…
ବୀମା ଟଙ୍କା ପାଇଁ ବାପର ଜୀବନ ନେଇଗଲେ ୨ ପୁଅ
ତାମିଲନାଡୁ: ବୀମା ଟଙ୍କା ପାଇଁ ଷଡ଼ଯନ୍ତ୍ର । ବାପକୁ ଶେଷ କରିଦେଲେ ଦୁଇ ପୁଅ । ୩ କୋଟି ଟଙ୍କା ହାତେଇବା ପାଇଁ ପ୍ଲାନ୍ ଥିଲା । ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ବୀମା ଟଙ୍କା ଲୋଭରେ ରକ୍ତ ସମ୍ପର୍କ ଭୁଲିଗଲେ ପୁଅ । ଯେଉଁ ବାପ କୋଳେଇ କାଖେଇ ବଡ଼ କରିଥିଲା ସେଇ ବାପାକୁ ମାରିଦେଲେ ।!-->…
ବଡମାସିଂ ଘାଟିରେ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୫ ଗୁରୁତର
ଗଜପତି: ମହେନ୍ଦ୍ରଗିରିକୁ ଆସିଥିବା ପର୍ଯ୍ୟଟକଙ୍କ ଗାଡ଼ି ଗଜପତି ଜିଲ୍ଲା ରାୟଗଡ ବ୍ଲକ ବଡମାସିଂ ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୧୫ରୁ ଅଧିକ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି!-->…
ଚାକିରି ନାଁରେ ଠକେଇ, ଢ଼ାବା ମାଲିକ ଗିରଫ
ଦାରିଙ୍ଗିବାଡ଼ି : ଚାକିରି ନାଁରେ ଠକେଇ । କ.ନୂଆଗାଁ ଥାନା ଦାରିଙ୍ଗିବାଡ଼ି ଛକ ସ୍ଥିତ ଢ଼ାବା ମାଲିକକୁ ଗିରଫ କଲା ପୋଲିସ । ପୂର୍ତ୍ତ ବିଭାଗରେ ଡାଟା ଏଣ୍ଟ୍ରି ଅପେରେଟର ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ । ଢ଼ାବା ଚଳାଉଥିବା ମାଲିକ ପ୍ରିୟ ରଞ୍ଜନ!-->…
ଦଳିଦେଲା ଦନ୍ତା, ଯୁବକ ମୃତ
ଝାରସୁଗୁଡ଼ା : ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ବିଜାପାଲିରେ ଏପରି ଅଘଟଣ ଘଟିଛି । ଯୁବକ ଜଣକ ଏକ ବଗିଚାରେ ବୁଲୁଥିବା ବେଳେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ର ମୃତ୍ୟୁ ହୋଇଛି।
ଖବରପାଇ ଘଟଣାସ୍ଥଳରେ!-->!-->!-->…
ରେଂଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ
ଜଗତସିଂହପୁର : କୋଟିପତି ରେଂଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ତାଙ୍କର ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ବାବୁଙ୍କର ଦୁଇଟି ବିଲ୍ଡିଂ, ୫ଟି ଦାମୀ ପ୍ଲଟ୍ ଠାବ ହୋଇଥିଲା । ୨୫୦ ଗ୍ରାମ ସୁନା,!-->…