ଧାନ କଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ, ବିଏନଏସ ୧୬୩ ଧାରା ଜାରି

ମହାକାଳପଡ଼ା : ସରକାରୀ ଜମିରେ ଧାନ କଟାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ । ୨ ଗୋଷ୍ଠୀ ମଧ୍ୟରେ ଚାଲିଛି ମୁହାଁମୁହିଁ ପରିସ୍ଥିତି । ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷରୁ ବିଏନଏସ ୧୬୩ ଧାରା ଜାରି କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଛିଲା ଗାଁର କିଛି

ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସହିଦନଗର ଅଞ୍ଚଳର ଏକ ହୋଟେଲରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ ଓ

ହରିହର ହାଇସ୍କୁଲର ୧୯୮୧ ବ୍ୟାଚ୍ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଅନୁଷ୍ଠିତ

ବ୍ରହ୍ମପୁର : ସ୍ଥାନୀୟ ହରିହର ହାଇସ୍କୁଲର ୧୯୮୧ ବର୍ଷର ମେଟ୍ରିକ୍ ପାସ୍ ଛାତ୍ରଙ୍କ ପଞ୍ଚମ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମା’ ଖମ୍ବେଶ୍ଵରୀ ମନ୍ଦିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୯୮୧ ବ୍ୟାଚ୍‌ର ବହୁ ପୁରାତନ

ଚାକିରୀ କରାଇ ଦେବି କହି ଠକେଇ, ଢ଼ାବା ମାଲିକ ଗିରଫ…

ବାଲିଗୁଡା, ତା, ୨୧/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଧିନସ୍ଥ ଦାରିଙ୍ଗିବାଡ଼ି ଛକରେ ଥିବା ଢ଼ାବା ମାଲିକ ପିଣ୍ଟୁ ଓରଫ ପ୍ରିୟ ରଞ୍ଜନ ନାୟକ (୨୯) ବିଭିନ୍ନ ଉପାୟରେ ଜନସାଧାରଣଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ଥିବା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ

ବ୍ରହ୍ମାକୁମାରୀସ୍‌‍, ଶାନ୍ତିକୁଣ୍ଡ ତରଫରୁ ପ୍ରଭୁ ଉପହାର ରିଟ୍ରିଟ୍‌‍ ସେଣ୍ଟର ଠାରେ ମହାସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ସ୍ଥାନୀୟ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ୍‌‍ ସେଣ୍ଟର ଠାରେ ତ୍ରିଦିବସୀୟ ବିଶ୍ଵ ଧ୍ୟାନ ଦିବସ ପାଳନ ଅବସରରେ “ଆଧୁନିକ ଜୀବନରେ ଧ୍ୟାନର ସମାବେଶ’’ ଶୀର୍ଷକ ଏକ ମହାସମ୍ମିଳନୀ ଅନୁଷ୍ଠିତ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ବଣାଇଁ, ବଣାଇଁ ବ୍ଲକ ଅନ୍ତର୍ଗତ ଇନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୭ ଗୋଟି ପଞ୍ଚାୟତ କୁ ନେଇ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହାକୁ ବଣାଇଁ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ ଅନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିଲେ l ବଣାଇଁ ଗୋଷ୍ଠି

ବିଏମସି ନିର୍ବାଚନରେ ଏକୁଟିଆ ଲଢ଼ିବ କଂଗ୍ରେସ, ଖୁବଶୀଘ୍ର ଜାରି ହେବ ଘୋଷଣାପତ୍ର

ମୁମ୍ବଇ: ବ୍ରିହନମୁମ୍ବଇ ମହାନଗର ନିଗମ(ବିଏମସି) ନିର୍ବାଚନରେ ଏକୁଟିଆ ଲଢ଼ିବ କଂଗ୍ରେସ। ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ରମୋ ଚେନ୍ନିଥଲା ଶନିବାର ଏହା ସ୍ପଷ୍ଟ କରିଛନ୍ତି। ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବ। ଦଳ ଖୁବଶୀଘ୍ର ନିଜର ଘୋଷଣାପତ୍ର ଜାରି କରିବ।

ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ଥିତି ଉତ୍କଟ, ଛୋଟ ପିଲାଙ୍କ ସ୍କୁଲ ଛୁଟି

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରଚଣ୍ଡ ଶୀତ ଲହରୀ ଜାରି ରହିଛି। ଦିନକୁ ଦିନ ତାପମାତ୍ରା ଯେତିକି କମୁଛି ବାୟୁ ଗୁଣବତ୍ତା ମଧ୍ୟ ଖରାପ ହେବାରେ ଲାଗିଛି। ବିଶେଷକରି ଦିଲ୍ଲୀ-ଏନସିଆରରେ ପ୍ରଦୂଷଣର ମାତ୍ରା ଖରାପ ସ୍ଥିତିକୁ ଯାଉଛି। ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଆଖି ଆଗରେ ରଖି ସରକାର

ଦିଲ୍ଲୀ ଏନ୍‌ସିଆର୍‌ରେ ଘନ କୁହୁଡି : ବାତିଲ ହେଲା ୧୨୯ ବିମାନ, ଆଡଭାଇଜରୀ ଜାରି

ନୂଆଦିଲ୍ଲୀ : ଉତ୍ତର ଭାରତରେ ପ୍ରବଳ ଶୀତ ଲହରି ଜାରି ରହିଥିବାବେଳେ ଆଜି ସକାଳୁ ଦିଲ୍ଲୀ ଏନ୍‌ସିଆର୍‌ ରେ ଘନ କୁହୁଡ଼ି ଦେକିବାକୁ ମିଳିଛି । ଘନ କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା କମିଯାଇଛି। ଯାହାଫଳରେ ଯାନବାହନ ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏପରିକି ବିମାନ ଚଳାଚଳ ମଧ୍ୟ