Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ, ୩୦୦ ଟପିଲା ଗୁଣବତ୍ତା ସୂଚକାଙ୍କ ମାନ
ଭୁବନେଶ୍ୱର : ଭୁବନେଶ୍ୱରରେ ୩୦୦ ଟପୁଛି ବାୟୁ ଗୁଣବତ୍ତା ସୂଚକାଙ୍କ ମାନ । ଦୁଇ ସପ୍ତାହ ଧରି ବଢ଼ି ବଢ଼ି ଚାଲିଛି ବାୟୁ ପ୍ରଦୂଷଣ । ଆଜି ଭୁବନେଶ୍ୱରରେ ଦିନ ୧.୧୩ ବେଳକୁ ଏକ୍ୟୁଆଇ ୩୪୮ ରହିଥିଲା ଯାହା ଚିନ୍ତାର କାରଣ ପାଲଟିଛି । ନିଶ୍ୱାସରେ ବିଷ!-->…
ଛାତ୍ରଙ୍କ ଉପରେ ପଡ଼ିଲା ସ୍କୁଲ ସାଇନ୍ ବୋର୍ଡ: ଜଣେ ମୃତ, ୨ ଆହତ
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବଡ଼ଭୁଣ୍ଡୁରେ ଥିବା ଏକ ସରକାରୀ ସ୍କୁଲରେ ସାଇନବୋର୍ଡ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି।ତେବେ ଶୁକ୍ରବାର ଅପରାହ୍ନରେ ସ୍କୁଲ କ୍ୟାମ୍ପସ ଭିତରେ କିଛି ଛାତ୍ର ଖେଳୁଥିବା ସମୟରେ ସାଇନବୋର୍ଡଟି!-->…
କଏଦୀଙ୍କୁ ଜଗିବ ଏଆଇ, ଜେଲ୍ ପାଚେରି ଡେଇଁଲେ ବାଜିବ ସାଇରନ୍
ଭୁବନେଶ୍ଵର: ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି ଜେଲ୍ ଅନ୍ତେବାସୀ। ଏପରି କଲେ ବାଜି ଉଠିବ ସାଇରନ୍। ଫଟୋ ଉଠାଇ ପଠାଇଦେବ ଏଆଇ କ୍ୟାମେରା। କଡ଼ାକଡ଼ି ହେଲା ଜେଲ୍ ନିୟମ। କଏଦୀ ଚମ୍ପଟ ଘଟଣାରେ ଲାଗିବ ଅଙ୍କୁଶ। ପାଚେରି ପଟ ଦେଇ ଜେଲ ଭିତରକୁ ହୋଇପାରିବନି ଜିନିଷ ଦିଆନିଆ। ସେଲ୍!-->…
ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟିର ଅନୁଦାନ ଦେବ କେନ୍ଦ୍ର
ଭୁବନେଶ୍ୱର: ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଇନଫୋଭ୍ୟାଲି ଠାରେ ଏକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ନିର୍ମାଣକୁ ମଞ୍ଜୁରି ମିଳିଛି। ଶୁକ୍ରବାର ରାଜ୍ୟସଭାରେ ଏହି ସୂଚନା ଦେଇ କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି!-->…
ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା
ଟିଟିଲାଗଡ : ଶିଶୁ ମୃତ୍ୟୁକୁ ନେଇ ଟିଟିଲାଗଡ଼ ହସ୍ପିଟାଲରେ ଉତ୍ତେଜନା । ଦୀର୍ଘ ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ପଡ଼ି ରହିଲା ମୃତଦେହ । ଟିଟିଲାଗଡ ସ୍ଥିତ ମାତୃ ଓ ଶିଶୁ ହସ୍ପିଟାଲକୁ ଗତକାଲି ସନ୍ଧ୍ୟାରେ ମୁରିବାହାଲ ଥାନା ଦେହେଲି ଗାଁର ଜଣେ ବ୍ୟକ୍ତି ତାଙ୍କ ୨ ବର୍ଷର ଶିଶୁକୁ ଆଣିଥିଲେ ।!-->…
ଆସିକା ଜଳସମ୍ପଦ ବିଭାଗ ଋଷିକୂଲ୍ୟା ନଦୀବନ୍ଧ ରାସ୍ତା ନିର୍ମାଣ ଅତି ନିମ୍ନ ମାନର…
ଉଠି ଗଲାଣି ନିର୍ମାଣ ଧିନ ରାସ୍ତାର ମେଟଲ …..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ଏକ ବନ୍ୟା ପ୍ରାପୀଡା ଅଞ୍ଚଳ। ପ୍ରତିବର୍ଷ ବର୍ଷା ଦିନେ ବନ୍ୟା ହେବାର ଗୁଜବ ସୃଷ୍ଟି ହୁଏ।ଏହାକୁ ଦୃଷ୍ଟିରେ ରଖି ଗତ ବିଜେଡ଼ି ସରକାର ସମୟରେ ୨୦୨୨/୨୩ ମସିହାରେ ଋଷି କୂଲ୍ୟା ନଦୀର ବାମ!-->!-->!-->!-->!-->…
ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ
ମାଲକାନଗିରି : ସରକାରୀ ଉଚ୍ଚ ବିଦ୍ୟାଳୟ ମାଲକାନଗିରି ପରିସର ରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ ହୋଇ ଅଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଯୋଜନା ର ମିଳିତ ଆନୁକୂଲ୍ୟ ରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ଦୁଇ ଦିନ ଧରି ଜାରୀ ରହିବ ।!-->…
ଜିଆଇଇଟି ବିଶ୍ୱବିଦ୍ୟାଳୟରୁ ସ୍ଵର୍ଣ ପଦକ ପାଇଲେ ପ୍ରତାପ
କୋରାପୁଟ /କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ର ପ୍ରତାପ ରୁଦ୍ର ମିଶ୍ର ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରୁ ସ୍ଵର୍ଣ ପଦକ ପାଇ କୋଟପାଡ଼ ପାଇଁ ଗୌରବ ଆଣିଛନ୍ତି l ଖବର ନେବାରୁ ଜଣାପଡିଛି ଯେ ଜିଆଇଟି ୟୁନିଭରସିଟି ଗୁଣୁପୁରରେ ବିଏସସି(କୃଷି)ରେ 2020 ରୁ 2024 ମସିହାରେ ଅଧ୍ୟୟନରତ ଛାତ୍ର!-->!-->!-->…
ପୁଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ
ଛତିଶଗଡ଼: ଛତିଶଗଡ଼ର ବିଜାପୁର ଅନ୍ତର୍ଗତ ଇନ୍ଦ୍ରାବତୀ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ କୁଖ୍ୟାତ ମାଓବାଦୀ ନିହତ ହୋଇଛି। ତା’ର ନାଁ ଫଗୁନ ମାଡଭି। ଫଗୁନ ନାମରେ ଛତିଶଗଡ଼ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।
ଇନ୍ଦ୍ରାବଦୀ!-->!-->!-->…
ରୋଚକ ଦୃଶ୍ୟ: ଏକାଠି ବସି ଚା ପିଇଲେ ମୋଦୀ, ପ୍ରିୟଙ୍କା, ସୁପ୍ରିୟା-ଧର୍ମେନ୍ଦ୍ର ଯାଦବ
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିବେଶନ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଶାସକ ଓ ବିରୋଧୀ ଦଳର ତମାମ ସାଂସଦମାନଙ୍କୁ!-->…