Sign in
Sign in
Recover your password.
A password will be e-mailed to you.
ନିଖୋଜ ଦଶମ ଶ୍ରେଣୀ ଛାତ୍ର ଦିଲ୍ଲୀ ଲାଲକିଲା ନିକଟରୁ ଉଦ୍ଧାର
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟର ନିଖୋଜ ୧୦ମ ଶ୍ରେଣୀ ଛାତ୍ରକୁ ଓଡ଼ଗାଁ ପୋଲିସ ଦିଲ୍ଲୀ ପାର୍ଲ୍ୟାମେଣ୍ଟ ହାଉସ ଷ୍ଟ୍ରିକ୍ଟ୍ ଥାନା ଲାଲକିଲା ନିକଟ ବଙ୍ଗଳା ସାହେବ ଅଞ୍ଚଳରୁ ଉଦ୍ଧାର କରିଥିବା ଜଣାଯାଇଛି।ନାବାଳକ ଛାତ୍ର ଜଣକ ଗତ ୧୨ତାରିଖରୁ ନିଖୋଜ ଥିଲା।!-->…
ଇଣ୍ଡିଗୋ ବିମାନକୁ ବୋମା ଧମକ, ଦିଲ୍ଲୀ ଏୟାରପୋର୍ଟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା
ଦିଲ୍ଲୀ: ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନକୁ ଆଜି ମିଳିଛି ବୋମା ଧମକ । ଏହି ଖବର ଶୁଣିଲା ପରେ ସମସ୍ତେ ଭୟଭୀତ ହୋଇଛନ୍ତି । ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।
ସୂଚନା ଅନୁସାରେ ଇଣ୍ଡିଗୋ!-->!-->!-->…
ନମାଜ ପାଠ ବେଳେ ଭୁଶୁଡ଼ିଲା ସ୍କୁଲ ଛାତ, ଅନେକ ଛାତ୍ର ଗୁରୁତର
ଇଣ୍ଡୋନେସିଆ: ନମାଜ ପଢୁଥିଲେ ଛାତ୍ର ଛାତ୍ରୀ । ହଠାତ ତାଙ୍କ ଉପରେ ପଡିଗଲା ସ୍କୁଲ କାନ୍ଥ । ଆଉ ତା’ପରେ ଯାହା ଘଟିଲା ଆପଣ ଜାଣିଲେ ସ୍ତବ୍ଧ ହୋଇଯିବେ । ଇଣ୍ଡୋନେସିଆର ଏକ ସ୍କୁଲରେ ପ୍ରାର୍ଥନା କରୁଥିବା ସମୟରେ ଛାତ୍ରମାନଙ୍କ ଉପରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ଯାହା ଫଳରେ ଏକ ବଡ଼!-->…
ବରିଷ୍ଠ ବିଜେପି ନେତା ବିଜୟ କୁମାର ମଲହୋତ୍ରାଙ୍କ ପରଲୋକ
ଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏବଂ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ବିଜୟ କୁମାର ମଲହୋତ୍ରାଙ୍କ ପରଲୋକ ଘଟିଛି । ଅସୁସ୍ଥତା ଯୋଗୁଁ ସେ ଦୀର୍ଘ ଦିନରୁ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିଲେ । ଏହାରି ମଧ୍ୟରେ ସେ ୯୪ ବର୍ଷ ବୟସରେ ଆଖି ବୁଜିଛନ୍ତି । ରାଜନୈତିକ!-->…
ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଶାନ୍ତି ଯୋଜନା ଘୋଷଣା, ଟ୍ରମ୍ପ ଦେଲେ ସୂଚନା
ଗାଜା: ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଶାନ୍ତି ଯୋଜନା ଘୋଷଣା । ଶାନ୍ତି ଯୋଜନା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଶାନ୍ତି ଯୋଜନାରେ ଗାଜାରେ ତୁରନ୍ତ ଯୁଦ୍ଧ ବିରତି, ପାଲେଷ୍ଟାଇନରୁ ଇସ୍ରାଏଲ ସେନା ପ୍ରତ୍ୟାହାର ଓ ପଣବନ୍ଦୀଙ୍କ ମୁକ୍ତି କରାଯିବ । ଯୁଦ୍ଧ ତୁରନ୍ତ!-->…
ଶାସ୍ତ୍ରୀ ଭବନରେ ମାଙ୍କଡ଼ର ଉପଦ୍ରବ, ୭ ମହଲାରୁ ଖସି ପଡିଲେ ଅଧିକାରୀ
ନୂଆଦିଲ୍ଲୀ : ଦିଲ୍ଲୀର ଶାସ୍ତ୍ରୀ ଭବନରେ ଏକ ମାଙ୍କଡ଼ର ଉତ୍ପାତ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ମନ୍ତ୍ରଣାଳୟରେ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଦୀପକ ଖୋଡାଙ୍କ ଉପରେ ହଠାତ୍ ମାଙ୍କଡ଼ ଆକ୍ରମଣ କରିଥିଲା । ମାଙ୍କଡ଼ ଆକ୍ରମଣ ପରେ ସେ ଭୟଭୀତ ହୋଇ ୭ ମହଲାରୁ ଖସିପଡିଥିଲେ…
ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ମୃତ ଜଣେ ଗୁରୁତର
ଚିକିଟୀ : ଏହି ବ୍ଲକ କେ. ନୂଆଗାଁ ଥାନା ଅର୍ନ୍ତଗତ କଳିଙ୍ଗଦୋଳା ନିକଟ ବାହୁଦା ନଦୀରେ ବୁଡ଼ି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗଡଗୋବିନ୍ଦପୁର!-->…
ଲହୁଣୀପଡ଼ାରେ ମହା ଦୁର୍ଗାଷ୍ଟମୀ ଉତ୍ସବ ପାଳିତ
ବଣାଇ : ଲହୁଣୀପଡ଼ାରେ ଦୁର୍ଗା ବାହିନୀ ତରଫରୁ ମହା ଦୁର୍ଗାଷ୍ଟମୀ ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଅଛି । ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ସର୍ବପ୍ରଥମେ ଦୁର୍ଗା ମାତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରି ଶସ୍ତ୍ର ପୂଜନ କରାଯାଇଥିଲା । ପରେ ସପ୍ତଶ୍ଳୋକି!-->!-->!-->…
୧୧ କେଭି ଲାଇନ ସଂସ୍ପର୍ଶରେ ଶ୍ରମିକର ମୃତ୍ୟୁ, ଜଣେ ଆହତ
ଉମରକୋଟ/ରାଇଘର : ବିଗତକାଲି ସନ୍ଧ୍ୟା ଆନୁମାନିକ ପ୍ରାୟ ୫.୨୦ମିନିଟ ସମୟରେ ରାଇଘର ସଦର କୋଦଭାଟା ପୁରାଣ ଥାନା ପଛପଟେ ଏକ ଦୁର୍ଭାଗ୍ୟଜନକ ବିଦ୍ୟୁତ୍ ଦୁର୍ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍ ଲାଇନ ତଳେ ଘର ନିର୍ମାଣ କାମ ସମୟରେ ଲୁହା ରଡ଼ ବିଦ୍ୟୁତ୍ ଲାଇନ ସହ ସଂସ୍ପର୍ଶ ହେବାରୁ ଜଣେ!-->!-->!-->…
ନୁଆଁଖାଇ ସେବା ଜୁହାରରେ ରାଇଘରରେ ଉଲ୍ଲାସ
ଉମରକୋଟ/ ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ସଦର କୁରାବେଡା ପଞ୍ଚାୟତରେ ଆଜି ନୁଆଁଖାଇ ସେବା ଜୁହାର ଭବ୍ୟତାରେ ପାଳିତ ହେଲା। ପୁରୁଣା ପରମ୍ପରାକୁ ଅନୁସରଣ କରି ସମାଜରେ ଏକତା, ଭାଇଚାରା ଓ ସମ୍ପ୍ରୀତି ବଞ୍ଚାଇବାର ସନ୍ଦେଶ ସହ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଉତ୍ସବ ଆୟୋଜିତ!-->!-->!-->…