Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ବରର ୭ ସ୍ଥାନରେ ହେବ ରାବଣ ପୋଡ଼ି
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବିଜୟା ଦଶମୀ ଅବସରରେ ୭ଟି ପ୍ରମୁଖ ସ୍ଥାନରେ ‘ରାବଣ ପୋଡ଼ି ଉତ୍ସବ’ ପାଳନ ହେବ। ଟ୍ୱିନ ସିଟି କମିଶନରେଟ ପୋଲିସ ସୂଚନା ଅନୁଯାୟୀ, ନହରକଣ୍ଟା (ପାହାଳ ଥାନା), ବରମୁଣ୍ଡା (ଖଣ୍ଡଗିରି ଥାନା), କୋରଡ଼ାକଣ୍ଟା (ବଡ଼ଗଡ଼ ଥାନା), ବାଙ୍କୁଆଲ (ବଡ଼ଗଡ଼ ଥାନା),!-->…
କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶା କ୍ୟାଡରର ୨ ଆଇଏଏସ୍ ଅଧିକାରୀ
ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶାର ୨ ଜଣ ଆଇଏଏସ୍ ଅଧିକାରୀ । ୨୦୧୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସମର୍ଥ ବର୍ମାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ରଖାଯାଇଛି । ସେହିପରି ୨୦୧୪ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସୁଶ୍ରୀ ସ୍ୱାଧା ଦେବ ସିଂହଙ୍କୁ!-->…
ଅପରେଶନ ଅଗ୍ନି: ୪ ଜିଲ୍ଲାରୁ ଜବତ ହେଲା ସର୍ବାଧିକ ବେଆଇନ ଆତସବାଜି ଓ ବିସ୍ଫୋରକ ସାମଗ୍ରୀ
ଭୁବନେଶ୍ବର: ଆସନ୍ତା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ବେଆଇନ ବିସ୍ଫୋରକ ଭଣ୍ଡାର, ବିନା ଅନୁମତିରେ ପରିବହନ ଓ ବେଆଇନ ଆତସବାଜି ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ସେପ୍ଟେମ୍ବର ୧୪ ରୁ ୨୭ ଯାଏଁ “ଅଗ୍ନି” ନାମକ ବିଶେଷ ଅଭିଯାନ ଚାଲିଥିଲା । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ!-->…
ବୁର୍ଲା ଉଚ୍ଛେଦ କ୍ଷତିପୂରଣ ପୂର୍ତ୍ତ ବିଭାଗ ଦେବ ବୋଲି ଏସ୍ ଏମ୍ ସି ପୂର୍ତ୍ତ ବିଭାଗ ମୁଣ୍ଡରେ ଅଠା ବୋଳିଲା
ବୁର୍ଲା : ବୁର୍ଲା ରେ ୨୦୨୩ ମସିହା ଅଗଷ୍ଟ ମାସ ରୁ ଲଗାତାର ଉଚ୍ଛେଦ ଚାଲିବା ଯୋଗୁଁ ଏସ୍ ଏମ୍ ସି ର ତଥ୍ୟ ଅନୁସାରେ ୭୬୦ ଟି ବାସଗୃହ ଓ ଦୋକାନ ଭାଙ୍ଗି ମାଟିରେ ମିସାଇ ଦିଆ ଯାଇଥିଲା l ଦୁଇ ବର୍ଷରୁ ଅଧିକ ସମୟ ଗଡି ଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଙ୍କୁ ସରକାର, ଜିଲ୍ଲା ପ୍ରଶାସନ କିମ୍ବା!-->…
ଦକ୍ଷିଣ ଓଡିଶାରେ ବିଦ୍ୟୁତ ସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି ଟିପିଏସ୍ଓଡିଏଲ୍
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ, ଯେଉଁଠାରେ ଜନଜାତିବହୁଳ ଅଞ୍ଚଳ ବିକାଶୋନ୍ମୁଖୀ ସହରାଞ୍ଚଳ ସହ ମିଶୁଛି ସେଠାରେ ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) । ଓଡ଼ିଶା ସରକାର ଓ!-->…
ଜମ୍ମୁ-କାଶ୍ମୀରର କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ନିହତ ୨ ଆତଙ୍କବାଦୀ
ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର କୁପୱାଡାରେ ୨ ଆତଙ୍କୀ ଏନକାଉଣ୍ଟର । ସୁରକ୍ଷା ବାହିନୀ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି । ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ସକାଳେ ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର କେରାନ ସେକ୍ଟରର ହାଇଦର!-->…
ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ, ଘନ ଘନ ବିସ୍ଫୋରଣରେ ଥରିଛି କିଭ
ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ । ୧୨ ଘଣ୍ଟାରେ ୬୦୦ ଡ୍ରୋନ ଏବଂ ୪୦ ମିସାଇଲ ମାଡ଼ କରିଛି ଋଷ । ଘନଘନ ବିସ୍ଫୋରଣରେ ଥରିଛି କିଭ । ୟୁକ୍ରେନର ୭ଟି ଅଞ୍ଚଳକୁ ଟାର୍ଗେଟ କରି ଋଷ କରିଥିବା ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି!-->…
ପାକିସ୍ତାନ ଏସିଆ କପ୍ ହାରିଲା: ଏବେ ଆତଙ୍କବାଦୀଙ୍କ ପରିବାରକୁ ସାହାଯ୍ୟ କରିବ !
୨୦୨୫ ଏସିଆ କପ ଫାଇନାଲରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି । ସୂର୍ଯ୍ୟ ବ୍ରିଗେଡ୍ ୫ୱିକେଟରେ ବିଜୟୀ ହୋଇ ଇତିହାସ ରଚିଛନ୍ତି । ତେବେ ମ୍ୟାଚ ଶେଷ ହେବା ପରେ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ସାମ୍ବାଦିକ ସମ୍ମିଳନୀରେ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଏସିଆ କପରୁ!-->…
ଜିଓ,ଏୟାରଟେଲ୍କୁ ପଛରେ ପକାଇଲା ବିଏସଏନଏଲ୍ର ଏହି ଶସ୍ତା ପ୍ଲାନ୍: ମାତ୍ର ୨୨୫ ଟଙ୍କାରେ ମିଳିବ ସବୁକିଛି..
ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ଆଉ ଏକ ଶସ୍ତା ପ୍ଲାନ୍ ଲଞ୍ଚ କରିଛି । ଏହି ଯୋଜନା ୩୦ ଦିନର ବୈଧତା ସହିତ ଆସିଥାଏ ଏବଂ ଘରୋଇ କମ୍ପାନୀଗୁଡ଼ିକ ତୁଳନାରେ ପ୍ରାୟ ୪୦% ଶସ୍ତା। ଏଥିରେ ଉପଭୋକ୍ତାମାନେ ଅନେକ ଅତିରିକ୍ତ ସୁବିଧା ସହିତ ଅସୀମିତ କଲିଂ ଏବଂ ଡାଟା ପାଇବେ ।ଏହି!-->…
କୂଅ ଭିତରେ ବିଷଧର ସାପଙ୍କ ସହ ମହିଳା ବିତାଇଲେ ୫୪ ଘଣ୍ଟା , ଜୀବନ୍ତ ଉଦ୍ଧାର ହେଲେ
ଚୀନ: କୂଅ ଭିତରେ ବିଷଧର ସାପମାନଙ୍କ ସହିତ ୫୪ ଘଣ୍ଟା ବିତାଇଲେ ମହିଳା। ଶେଷରେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି ଚୀନରେ।
ଜଣେ ୪୮ ବର୍ଷୀୟା ମହିଳା ଏକ ପରିତ୍ୟକ୍ତ କୂଅ ଭିତରେ ଖସିପଡ଼ିଥିଲେ। କୂଅ ଭିତରେ ଅନେକ ବିଷଧର ସାପ ଥିଲେ। ପରିବାର ଲୋକେ ବହୁ ଉଦ୍ୟମ!-->!-->!-->…