ଆକାଶରେ ଆଉ ଗର୍ଜିବନି ମିଗ୍ ୨୧, ଭାରତୀୟ ସେନାରୁ ନେବ ଅବସର

ଯେଉଁ ଯୋଦ୍ଧା ଆକାଶରେ ଗର୍ଜନ କରୁଥିଲେ, ଯାହାର ଦୃଶ୍ୟ ଦେଖି ଶତ୍ରୁମାନେ ଥରି ଉଠିଥିଲେ, ସେ ଏବେ ଭାରତୀୟ ବାୟୁସେନାକୁ ବିଦାୟ ଦେଉଛନ୍ତି । ହଁ ଆଜ୍ଞା ଆକାଶରେ ଆଉ ଗର୍ଜିବନି ମିଗ୍ ୨୧ । ଆଜି ଭାରତୀୟ ସେନାରୁ ଅବସର ନେବ ମିଗ୍-୨୧ । ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେବ ଭାରତୀୟ

ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା, ପହିଲାରୁ ଲାଗୁ ହେବ ଟ୍ରମ୍ପଙ୍କ ୧୦୦% ଶୁଳ୍କ

ଟ୍ରମ୍ପଙ୍କ ୧୦୦% ଔଷଧ ଶୁଳ୍କ ଘୋଷଣା । ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା । ଆମେରିକାକୁ ରପ୍ତାନି ହେଉଥିବା ଯେ କୌଣସି ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ । ତେବେ

ଜାତିସଂଘରେ ଇଂଲିଶରେ ଭାଷଣ ଦେଇ ଅପଦସ୍ତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ଭାରତକୁ ଅନେକ ସମୟରେ ଧମକ ଦେଇଆସୁଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଜାତିସଂଘରେ ଶୁକ୍ରବାର ଅପଦସ୍ତ ହୋଇଛନ୍ତି। ଇଂଲିଶରେ ଭାଷଣ ଦେବା ସମୟରେ ତାଙ୍କୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। କାରଣ ଭାଷଣ ଦେବା ବେଳେ ସେ ଅନେକ ସରଳ ଇଂଲିଶ ଶବ୍ଦ ଉଚ୍ଚାରଣ

ନମାଜ ପାଠ ପରେ ବରେଲୀରେ ହିଂସା, ଲାଠିମାଡ଼ କଲା ପୁଲିସ

ଉତ୍ତରପ୍ରଦେଶର ବରେଲିରେ ଶୁକ୍ରବାର ନମାଜ ପାଠ ପରେ ହିଂସା ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ମୁସଲମାନମାନେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସ ଉପରକୁ ପଥର ମାଡ଼ କରିବାରୁ ପୁଲିସ ପକ୍ଷରୁ ଲାଠିମାଡ଼ କରାଯାଇଛି। ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସୂଚନା ମିଳିଛି।

ନାଟୋ ମୁଖ୍ୟଙ୍କ ଦାୟିତ୍ଵହୀନ ମନ୍ତବ୍ୟକୁ ନିନ୍ଦା କଲା ଭାରତ

ନାଟୋ ମୁଖ୍ୟ ମାର୍କ ରୁଟ୍‌ଙ୍କ ଦାୟିତ୍ଵହୀନ ମନ୍ତବ୍ୟର ଦୃଢ଼ ନିନ୍ଦା କରିଛି ଭାରତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଶୁଳ୍କ ଲାଗୁ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ କରିଥିବା ରୁଟ୍‌ କହିଥିଲେ। ରୁଟଙ୍କ ଏହି

କାରଖାନା ଛାତ ଭୁଶୁଡି ୬ ଶ୍ରମିକ ମୃତ

ଛତିଶଗଡ଼ : ରାୟପୁରର ଏକ ଫ୍ୟାକ୍ଟ୍ରିରେ ଦୁର୍ଘଟଣା । ଫ୍ୟାକ୍ଟ୍ରି ନିର୍ମାଣ ବିଭାଗର ଛାତ ଭୁଶୁଡି ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଏଥିସହ ଅନ୍ୟ ୬ ଜଣ ମଧ୍ୟ ଗମ୍ଭୀର ଆହତ ହୋଇଛନ୍ତି । ସୂଚନାନୁଯାୟୀ, ନିର୍ମାଣ ବିଭାଗର ଛାତ ଭୁଶୁଡିବା ଫଳରେ ଶ୍ରମିକମାନେ ପୋତି ହୋଇଥିଲେ ବୋଲି

ଗଞ୍ଜାମ ଜିଲ୍ଲାରେ ନିପୁଣ ଓଡିଶା ମିଶନ୍ ର ସଫଳ କାର୍ଯ୍ୟାନ୍ବୟନ ନେଇ ସମୀକ୍ଷା ବୈଠକ

ଛତ୍ରପୁର : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆବାହନରେ ଜାତୀୟ ଶିକ୍ଷାନୀତି-2020 ଅନ୍ତର୍ଗତ ନିପୁଣ ଓଡିଶା ମିଶନ୍ ର ବିଗତ ମାସର ବିଭିନ୍ନ କାର୍ଯ୍ୟାନ୍ବୟନ ଏବଂ କାର୍ଯ୍ୟ ଅଗ୍ରଗତି ସମ୍ପର୍କିତ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ର ସମୀକ୍ଷା ବୈଠକ ଆଜି ପୂର୍ବାହ୍ନରେ

ଲଦାଖ ହିଂସା: ସୋନମ ୱାଙ୍ଗଚୁକ ଗିରଫ, ମୋବାଇଲ ଇଣ୍ଟରନେଟ ସେବା ବନ୍ଦ

ଲଦାଖ : ଲେହ ହିଂସା ମାମଲାରେ ସୋନମ ୱାଙ୍ଗଚୁକ ଗିରଫ । ଜାତୀୟ ସୁରକ୍ଷା ଆଇନ ବଳରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ କେନ୍ଦ୍ର ଶାସିତ ଅଞ୍ଚଳର ଲଦାଖକୁ ପୂର୍ଣ୍ଣ ରାଜ୍ୟମାନ୍ୟତା ଦାବିରେ ଆନ୍ଦୋଳନରତ ବିକ୍ଷୋଭକାରୀଙ୍କୁ ଉସୁକାଇବା ଅଭିଯୋଗ ରହିଛି । ଡିଜିପି ଏସଡି ସିଂ

ଦୁର୍ଘଟଣାରେ ଗୋଟିଏ ପରିବାରର ୧୧ ସଦସ୍ୟ ମୃତ, ୩ ଆହତ

ପେଶୱାର : ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି । ଏପରି ଦୁର୍ଘଟଣା ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଦେଖିବାକୁ ମିଳିଛି । ଗାଡ଼ିଟି ଝୋବ ଜିଲ୍ଲାରୁ ଡେରା ଇସମାଇଲ ଖାନ

ବିହାରର ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ଆକାଉଣ୍ଟକୁ ଆସିଲା ୧୦ ହଜାର ଟଙ୍କା

ନୂଆଦିଲ୍ଲୀ : ଆଜି ବିହାରରେ ମହିଳାଙ୍କୁ ବଡ଼ ଭେଟି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବର୍ତ୍ତମାନ ଏହି ଯୋଜନାର ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ୭.୫ ନିୟୁତ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ୧୦ ହଜାର ଟଙ୍କା ପହଞ୍ଚିଛି ।