Sign in
Sign in
Recover your password.
A password will be e-mailed to you.
ଭାରତୀୟ ପ୍ରବାସୀଙ୍କ ପ୍ରତି ଟ୍ରମ୍ପଙ୍କ କଠୋର କାର୍ଯ୍ୟାନୁଷ୍ଠାନ, ବୃଦ୍ଧାଙ୍କୁ ଶିକୁଳି ପିନ୍ଧାଇ ପଠାଇଲେ
ଆମେରିକା : ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠାରୁ ଆମେରିକାରେ ରହୁଥିବା ଅବୈଧ ପ୍ରବାସୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପର୍ଯ୍ୟନ୍ତ ଅବୈଧ ପ୍ରବାସୀଙ୍କୁ ଦେଶରୁ ନିର୍ବାସିତ କରାଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଯେ,୭୩ ବର୍ଷୀୟା ମହିଳା ଜଣକ ତାଙ୍କ!-->…
ଆଦିବାସୀ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ
କରଞ୍ଜିଆ : ଅବକାରୀ ଥାନା ଅଧିକାରିଣୀଙ୍କ ଦବଙ୍ଗ ଗିରି । ଘରୁ ଉଠାଇ ଆଣି ଅବକାରୀ ଥାନା ଭିତରେ ଜଣେ ଆଦିବାସୀ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ଏନେଇ ଯଶୀପୁର ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ।
ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଅବକାରୀ ଥାନା ଅଧିକାରିଣୀ ଶୁଭଦର୍ଶିନୀ ସାହୁ ଗତ!-->!-->!-->…
ନବରଙ୍ଗପୁର ଜିଲ୍ଲାର ବିଜୁଳି ଭିତ୍ତିଭୂମିକୁ ସୁଦୃଢ଼ କରୁଛି ଟାଟା ପାଓ୍ୱାର ନେତୃତ୍ୱାଧୀନ ଦକ୍ଷିଣ ଓଡ଼ିଶା…
ତେଣ୍ଡାଗୁଡ଼ା, ଖାଟିଗୁଡ଼ା, କୋସଗୁମୁଡ଼ା ଓ ଝରିଗାଁ ସବଷ୍ଟେସନ ଉନ୍ନତିକରଣ
ଜୋଡ଼ିଙ୍ଗା, ଧଡ଼ରା, ଡୁମୁରିମୁଣ୍ଡାରେ ନୂତନ ପ୍ରାଇମେରୀ ସବଷ୍ଟେସନ
ଘରୋଇ ଉପଭୋକ୍ତାଙ୍କ ସାଙ୍ଗକୁ କୃଷିକ୍ଷେତ୍ର ଓ ଅନୁଷ୍ଠାନକୁ ଗୁଣାତ୍ମକ ବିଜୁଳି ଯୋଗାଣ
ନୂଆ ୩୩ କେଭି ଲାଇନ ଓ ୧୧ କେଭି!-->!-->!-->!-->!-->!-->!-->!-->!-->!-->…
ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଝାରସୁଗୁଡ଼ା ଯୁବ ସମାବେଶରେ ଯୋଗ ଦେବେ
ଝାରସୁଗୁଡ଼ା : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ାରେ ଯୁବ ସମାବେଶରେ ଯୋଗ ଦେବେ । ମୋଦିଙ୍କ ଗସ୍ତ ସଫଳ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୮୦ ପ୍ଲାଟୁନ!-->…
ଶ୍ରୁତି ସ୍ଵତନ୍ତ୍ର ବିଦ୍ୟାଳୟରେ ଆନ୍ତର୍ଜାତୀୟ ଭାଷା ଦିବସ ପାଳନ
ନୟାଗଡ଼ : ସହିଦ୍ ଯୁବ ସଂଘ ନୟାଗଡ଼ ଦ୍ବାରା ପରିଚାଳିତ ଶ୍ରୁତି ଶ୍ରବଣ ଓ ବାକ ବାଧିତ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ରେ ଆନ୍ତର୍ଜାତିକ ସାଂକେତିକ ଭାଷା ଦିବସ ପାଳନ ହୋଇଯାଇଅଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୁତି ର ଅଧ୍ୟକ୍ଷା ଜୟଶ୍ରୀ ନାୟକ ଅଧକ୍ଷତା କରି!-->…
ସ୍ତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ କରି ଗିରଫ ହେଲା ସ୍ୱାମୀ
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ସ୍ତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଘଟଣାରେ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଜଣକ ହେଲେ ଜିତେନ୍ଦ୍ର ତାଣ୍ଡି(୩୧)। ଏ ନେଇ ଜିତେନ୍ଦ୍ରଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ।
ସୂଚନା ଅନୁସାରେ,!-->!-->!-->…
ଓଏଏସରେ ବ୍ରହ୍ମପୁରର ଝିଅ କୃତକାର୍ଯ୍ୟ
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ର ଖୋଡ଼ା ଶିଙ୍ଗି ବାସୁଦେବ ନଗର ଦ୍ଵିତୀୟ ଲେନ ନିବାସୀ ଅବସର ପ୍ରାପ୍ତ ସହ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ଜେନା, ସଂଯୁକ୍ତା ରାଣୀ ଜେନା ଙ୍କ ସୂପୁତ୍ରି ଶ୍ରୀମତୀ ସୋନାଲି ଜେନା ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷା ରେ ୧୬୯ତମ ସ୍ଥାନ ରଖି!-->…
ହାତୀ ଆକ୍ରମଣରେ ଜଣେ ମୃତ
ଅନୁଗୋଳ : ଛତୁ ତୋଳିବାକୁ ଜଙ୍ଗଲକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି ତାଙ୍କୁ ଗୁରୁତର ଅବସ୍ଥାରେ ବନବିଭାଗ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଏଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁଚନା ମୁତାବକ ଛେଣ୍ଡିପଦା ବ୍ଳକ୍ ଅନ୍ତର୍ଗତ ବାଗେଡିଆ!-->…
ଲଘୁଚାପ ବର୍ଷା: ଝାରସୁଗୁଡ଼ାରୁ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡ଼ା: ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ୨୭ ତାରିଖ ସକାଳେ ଦକ୍ଷିଣ ଓଡିଶା-ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ!-->…
ବାଲିଗୁଡାରେ ନବରାତ୍ର : ଦୂର୍ଗାପୂଜାକୁ ନେଇ ସମଗ୍ର ଅଞ୍ଚଳ ଚଳଚଞ୍ଚଳ
ବାଲିଗୁଡା, ତା, ୨୬/୦୯: ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆବାହନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଶ୍ରୀଶ୍ରୀ ମା' ପାଟଖଣ୍ଡା!-->…