Sign in
Sign in
Recover your password.
A password will be e-mailed to you.
ମୁଣ୍ଡଳୀରେ ବଢୁଛି ବନ୍ୟାଜଳ, ଭୟଭୀତ ତଳିଆ ଅଞ୍ଚଳବାସୀ
କଟକ : ମହାନଦୀର ମୁଣ୍ଡଳୀରେ ପହଞ୍ଚିଛି ବନ୍ୟାଜଳ। ମୁଣ୍ଡଳୀ ବ୍ୟାରେଜ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଜଳସ୍ଥର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳବାସୀ ଭୟଭୀତ। ମୁଣ୍ଡଳୀ ମହାନଦୀ ଉପର ମୁଣ୍ଡରେ ୮୮.୭୦ ଫୁଟ୍ ଏବଂ ତଳ ମୁଣ୍ଡରେ ୮୬.୬୦ ଫୁଟ ଜଳସ୍ତର ରହିଛି । ଜଳ ସମ୍ପଦ ବିଭାଗର!-->…
OPSC ରେଜଲ୍ଟ ପ୍ରକାଶିତ, ପ୍ରିୟାଂଶୁ ପାଲ ଟପ୍ପର
ଭୁବେନଶ୍ବର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମୋଟ ୩୮୯ ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରିୟାଂଶୁ ପାଲ୍ ଓସିଏସ ଟପ୍ପର ହୋଇଛନ୍ତି। ସେହିପରି ଅନନ୍ୟା ମିଶ୍ର ଦ୍ଵିତୀୟ!-->…
ମୁଖାପିନ୍ଧି ଲୁଟିନେଲେ ଦେଢ଼ କୋଟି ଟଙ୍କାର ଜିନିଷ
ସୁନ୍ଦରଗଡ଼: ମୁଖାପିନ୍ଧି ଆସିଲେ, ଲୁଟିନେଲେ । ସୁନ୍ଦରଗଡ଼ ଜିଲ୍ଲାରେ ଏବେ ବିଦ୍ୟୁତ୍ କମ୍ପାନୀରୁ ଲୁଟ୍ କରୁଥିବା ଗ୍ୟାଙ୍ଗ ସକ୍ରିୟ ଅଛନ୍ତି । ଗତକାଲି ରାତିରେ ଲହୁଣିପଡ଼ା ଥାନା ଦର୍ଜିଂ ଠାରେ ଏକ ବିଦ୍ୟୁତ୍ ନିର୍ମାଣ କମ୍ପାନୀର କ୍ୟାମ୍ପରେ ପ୍ରାୟ ଦେଢ଼ କୋଟି ଟଙ୍କାର କପର!-->…
ନକଲି ଡିଏସପିକୁ ମାଡି ବସିଲା ଅସଲି ପୋଲିସ, ନିଜକୁ ଝାଡ଼ଖଣ୍ଡ ଓ ଆସାମ ପୋଲିସ କହି ହୋଟେଲରେ ରହୁଥିଲା
ଭଦ୍ରକ : ହୋଟେଲ ରୁମରେ ଏକଦମ୍ ଷ୍ଟାଇଲ ମାରି ଶୋଇଥିଲେ ନକଲି ଡିଏସପି ବାବୁ । ଅଚାନକ ହୋଟେଲ ରୁମ୍ କବାଟ ଠକ୍ ଠକ୍ କଲେ ଦଳେ ପୋଲିସ୍ । ଯାହାଙ୍କୁ ଦେଖି ନିଦ ଭାଙ୍ଗିଗଲା ନକଲି ପୋଲିସ ବାବୁଙ୍କର । ହଠାତ୍ କିଛି ଆଉ କରିପାରିଲେନି କି ନିଜକୁ ବଞ୍ଚାଇପାରିଲେନି କାହିଁକିନା ହଠାତ୍!-->…
ଆମ ସାଥି’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ଲୋକାର୍ପିତ, ଏଣିକି ହାତ ପାହାନ୍ତରେ ମିଳିବ ସରକାରୀ ସୁବିଧା
ଭୁବନେଶ୍ୱର : ହାତ ପାହାନ୍ତାରେ ମିଳିବ ସରକାରୀ ସେବା । ଜନ୍ମ ମୃତ୍ୟୁ ପ୍ରମାଣପତ୍ର, ଆଇନଗତ ଉତ୍ତରାଧିକାରୀ, ସ୍ଥାୟୀ ବାସିନ୍ଦା ଓ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ ଆଦି ବହୁ ସୁବିଧା ହ୍ୱାଟସଆପ ଜରିଆରେ ମିଳିପାରିବ । ଲୋକଙ୍କ ହାତ ପାହାନ୍ତାରେ ସେବା!-->…
ବାଲିଯାତ୍ରା ପାଇଁ ଷ୍ଟଲ ବୁକିଂ ଆରମ୍ଭ, ଏକାଧିକ ଆବେଦନ ଥିଲେ ହେବ ନିଲାମ
କଟକ: ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ଆଜିଠାରୁ ଷ୍ଟଲ ବୁକିଂ କରି ପାରିବେ ବ୍ୟବସାୟୀ। ଚଳିତ ବର୍ଷ ନଭେମ୍ବର ୫ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ କଟକ ବାଲିଯାତ୍ରା। ବାଲିଯାତ୍ରାରେ ସୁରୁଖୁରୁରେ ଷ୍ଟଲ ବଣ୍ଟନ ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।
ତେବେ!-->!-->!-->…
ଦୁର୍ଗାପୂଜା ପାଇଁ ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ ପୋଲିସ
ଭୁବନେଶ୍ୱର: ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା। ଆସନ୍ତା ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା। ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭାରିଯାନ ଯିବା ଆସିବା ବାରଣ। କମିଶନରେଟ୍ ପୋଲିସ ଗୁରୁବାର ଦିନ ଭୁବନେଶ୍ୱରରେ ଦୁର୍ଗାପୂଜା ଉତ୍ସବ!-->…
ଗଞ୍ଜାମ ଜିଲ୍ଲାରେ ଅବକାରୀ ବିଭାଗର ଅଜବ ନିତୀ : ବିଭାଗୀୟ ଅଧିକାରୀ ନିର୍ଣ୍ଣୟ କରିବେ ନିଶା ମାଫିଆର ଓକିଲ…!
ସୁପାରିଶ ଓକିଲ ବିନା ପାଇବେନି ସାହାଯ୍ୟ..!
ନିଶା ବ୍ୟବସାୟ ର ଧରପଗଡ ଧର୍ମକୁ ଆଖିଠାର ….!
ଆଇନ ସହ ବି ଖେଳ ଚାଲିଛି ବୋଲି ଅଭିଯୋଗ ଆଣିଲେ ଆଇନ ଜିବୀ ….!.
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅବକାରୀ ବାବୁ ମାନେ ଦଶହରା ପର୍ବକୁ ଆଖି ଆଗରେ ରଖି ଚଢ଼ାଉ ଜୋର ଦାର କରୁଥିବା!-->!-->!-->!-->!-->!-->!-->!-->!-->!-->!-->…
ଆସିକା ପୋଲିସ ପକ୍ଷରୁ ନଳବଣ୍ଟା ଗ୍ରାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ଜଣେ ଗିରଫ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ମିନି ଶିବକାଶୀ ରୂପେ ପରିଚିତ ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରୁ ଗଞ୍ଜାମ ଏ.ସପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ବିପୁଳ ପରିମାଣର ବେଆଇନ ବାଣ କାରଖାନା ଉପରେ ଆସିକା ପୋଲିସ ପକ୍ଷରୁ ଚଢ଼ାଉ। ଲକ୍ଷାଧିକ ଟଙ୍କାର ବାଣ ଜବତ ଜଣେ ଗିରଫ ଦୁଇଟି!-->…
ଯୁଦ୍ଧ ବିମାନ ପାଇଁ HAL ସହିତ ୬୨,୩୭୦ କୋଟିର ଚୁକ୍ତି ସ୍ୱାକ୍ଷର
ଭାରତୀୟ ବାୟୁସେନାକୁ ମିଳିବ ୯୭ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ହାଲ) ସହିତ ୬୨ ହଜାର ୩୭୦ କୋଟି ଟଙ୍କାର କରାଯାଇଛି ଚୁକ୍ତି ସ୍ଵାକ୍ଷର ।
୨୦୨୭-୨୮ ମଧ୍ୟରେ ହାଲ୍ ପକ୍ଷରୁ ଯୁଦ୍ଧ ବିମାନ ଯୋଗାଣ!-->!-->!-->…