Sign in
Sign in
Recover your password.
A password will be e-mailed to you.
ପ୍ରବଳ ବର୍ଷାରେ ଉବୁଟୁବୁ କୋଲକତା, ଅତିକମରେ ୬୨ ବିମାନ ଉଡ଼ାଣ ବାତିଲ
କୋଲକତା : ଦୁର୍ଗାପୂଜା ପୂର୍ବରୁ କୋଲକତାରେ ପ୍ରବଳ ବର୍ଷା । ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି କୋଲକତା । କୋଲକାତାରେ ଗତକାଲି ରାତି ସାରା ପ୍ରବଳ ବର୍ଷା ହେତୁ ପାଣି ଜମି ରହିବା ସହିତ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଯାହା ଫଳରେ ଯାତାୟାତ ବ୍ୟବସ୍ଥା ଠପ୍ ହୋଇଯାଇଛି ।!-->…
ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଶ୍ରେଷ୍ଠ ନାୟକ ଶାହରୁଖ ଏବଂ ବିକ୍ରାନ୍ତ, ଶ୍ରେଷ୍ଠ ଅଭିନେତ୍ରୀ ରାଣୀ ମୁଖାର୍ଜୀ
ନୂଆଦିଲ୍ଲୀ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାମରୋହ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କଳାକାରଙ୍କୁ ସମ୍ମାନିତ କରିଛନ୍ତି । ୨୦୨୩ରେ ରିଲିଜ ହୋଇଥିବା ଫିଲ୍ମ ଆଧାରରେ ଆୱାର୍ଡ ଦିଆଯାଉଛି ।
ଶାହରୁଖ ଖାନ ଏବଂ!-->!-->!-->…
୨୩ ମାସ ପରେ ଜେଲରୁ ମୁକୁଳିଲେ ସପା ନେତା ଆଜମ ଖାନ
ଊତ୍ତରପ୍ରଦେଶ : ଉତ୍ତରପ୍ରଦେଶ ରାଜନୀତିର ଜଣାଶୁଣା ସମାଜବାଦୀ ପାର୍ଟି ନେତା ଆଜମ ଖାନ ଆଜି ଜେଲରୁ ମୁକୁଳିଛନ୍ତି । ତାଙ୍କ ନାମରେ ଥିବା ୭୨ ମାମଲାରେ ବେଲ୍ ମିଳିବା ପରେ ୨୩ ମାସ ପରେ ସୀତାପୁର ଜେଲରୁ ବାହାରିଛନ୍ତି ଆଜମ ଖାନ । ତାଙ୍କ ଉପରେ ୧୦୪ଟି କେସ୍ ରହିଛି । ଗତ ୨୩ ମାସ ଧରି!-->…
ଯୌତୁକ ପାଇଁ ବୋହୂକୁ କାମୁଡ଼ିଲା ନାଗ, ବଞ୍ଚାଇବା ପରିବର୍ତ୍ତେ ହସୁଥିଲେ ଶ୍ୱଶୁର ଘର ଲୋକେ
କାନପୁର: କାନପୁରରେ ଏଭଳି ଏକ ଛାତିଥରା ଘଟଣା ଘଟିଛି ଯାହା ଜାଣିଲେ ଆପଣ ସ୍ତବ୍ଧ ହୋଇଯିବେ । ଯୌତୁକ ପାଇଁ ବୋହୂକୁ କାମୁଡ଼ିଲା ନାଗ । ଛଟପଟ ହେଉଥିଲେ ମହିଳା । ହସୁଥିଲେ ଶ୍ୱଶୁର ଘର ଲୋକେ । ବଞ୍ଚାଇବା ପରିବର୍ତ୍ତେ କୋଠରୀ ବନ୍ଦ କରିଦେଲେ । ଏହା କେବଳ ଘଟିଛି ପାଞ୍ଚଲକ୍ଷ ଟଙ୍କା ଯୌତୁକ ପାଇଁ!-->…
H-1B ଭିସା ନିୟମରୁ ବାଦ ପଡ଼ିପାରନ୍ତି ଡାକ୍ତର
ଆମେରିକା : ଟ୍ରମ୍ପ୍ ଙ୍କ H-1B ଭିସା ନିୟମରୁ ବାଦ ପଡ଼ିପାରନ୍ତି ଡାକ୍ତର । ଆମେରିକାର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ହ୍ବାଇଟ୍ ହାଉସ୍ । ଜାତୀୟତା ସ୍ବାର୍ଥ ଦୃଷ୍ଟିରୁ ଆବଶ୍ୟକତା ଅନୁଯାୟୀ ଡାକ୍ତର ଓ ମେଡିକାଲ୍ !-->…
ଫିଲିପାଇନ୍ସରେ ତାଣ୍ଡବ ରଚିଛି ’ରାଗାସା’, ଅନ୍ୟ ୫ ଦେଶକୁ ସତର୍କ ଚେତାବନୀ
ଫିଲିପାଇନ୍ସ : ଫିଲିପାଇନ୍ସରେ ଶକ୍ତିଶାଳୀ ’ରାଗାସା’ତାଣ୍ଡବ ରଚିଛି । ’ରାଗାସା’ର ତାଣ୍ଡବ ମହାବତ୍ୟାଠାରୁ କମ୍ ନଥିଲା । ରାଗାସା ସ୍ଥଳଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ୨୭୦ କିଲୋମିଟର ପବନ ବହିବା ଆରମ୍ଭ ହୋଇଥିଲା । ଏହି ଭୟାବହ ତୋଫାନକୁ ଦୃଷ୍ଟିରେ ରଖି ୧୦ ହଜାରରୁ ଅଧିକ ଲୋକଙ୍କୁ!-->…
ରାଜ୍ୟରେ ହେବନି ଜାତିଭିତ୍ତିକ ରାଲି ଓ ପ୍ରଚାର, ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଆହ୍ଲାବାଦ: ଜାତିଭିତ୍ତିକ ରାଲି ଏବଂ କାର୍ଯ୍ୟକ୍ରମଗୁଡ଼ିକୁ ନିଷିଦ୍ଧ କରିଛନ୍ତି ଉତ୍ତର ପ୍ରଦେଶ ସରକାର । ପୋଲିସ ଏଫଆଇଆର, ଗିରଫଦାରୀ ମେମୋ, ସାର୍ବଜନୀନ ସ୍ଥାନ ଏବଂ ସରକାରୀ ଦଲିଲରେ ଆଉ ଜାତି ଉଲ୍ଲେଖ କରାଯିବ ନାହିଁ । ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ, ଉତ୍ତର ପ୍ରଦେଶ!-->…
ବିମାନ ଚକରେ ବସି କାବୁଲରୁ ଦିଲ୍ଲୀ ଆସିଲେ ନାବାଳକ,ଜୀବିତ ଥିବା ଆଶ୍ଚର୍ଯ୍ୟ
ଦିଲ୍ଲୀ : ସାଧାରଣତଃ ଆପଣମାନେ ଅନେକ ଥର ବିମାନରେ ଯାତ୍ରା କରିଥିବେ । କିନ୍ତୁ ଆପଣ କେବେ ବିମାନର ପଛଚକାରେ ବସି ଯାତ୍ରା କରିଛନ୍ତି କି ? ଶୁଣି ଆଶ୍ଚର୍ଯ୍ୟ ହେଲେ ନା ? ହଁ ଆଂଜ୍ଞା ଏଭଳି ଏକ ଘଟଣା ଘଟିଛି କାବୁଲରେ । ଜଣେ ଆଫଗାନିସ୍ତାନ ବାଳକ ବିମାନର ଷ୍ଟିଅରିଂ ପାଖରେ!-->…
ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର
ମାଲକାନଗିରି : ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ କଟକ ଏସସିବି ମେଡିକାଲ ଠାରେ ବକ୍ରପାଦ ଯନ୍ତ୍ରଣାରେ ଜର୍ଜରିତ ଜଣେ ଶିଶୁଙ୍କର ଅସ୍ତ୍ରୋପଚାର ସଫଳ ହୋଇପାରିଛି । କୋରକୁଣ୍ଡା ବ୍ଲକ କ୍ଷେତ୍ର ଗସ୍ତ ସମୟରେ ତମସା ଗ୍ରାମ ପଞ୍ଚାୟତ ତଣ୍ଡାପାଲି ଗ୍ରାମର ଶିଶୁ!-->…
ଆଠଫୁଟ ଲମ୍ବର ଅଜଗର ସାପ ଉଦ୍ଧାର
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡା ପଞ୍ଚାୟତ ଅନ୍ତର୍ଗତ ଡ।ଇଗୁଡା ଗ୍ରାମର ଜୈନିକ ଚାଷୀ ଜଣଙ୍କ ନିଜର ଧାନ ବିଲରେ ସାର ମାରିବା ପାଇଁ ଯାଇ ବିଲରେ ସାର ମାରିବା ସମୟରେ ବିଲରେ ଏକ ବିରାଟ କାୟ ଅଜଗର ସାପ ସୋଇଥିବା ଚାଷୀ ଜଣଙ୍କ ଦେଖି ନପାରି ସାପ ର ଲାଂଗୁଳ ଉପରେ!-->!-->!-->…