Sign in
Sign in
Recover your password.
A password will be e-mailed to you.
ଏକ ଟଙ୍କିଆ ଛୋଟ କଏନ ବେଆଇନ ବୋଲି ଘୋଷଣା ହୋଇନଥିଲେ ବି ବଜାର ରେ ଚାଲୁନି….!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏବେ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଖୁଚୁରାର ଅଭାବ ଦେଖା ଦେଇଛି। କିଛି ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ଗୁଜବ ହୋଇ ଦଶ ଟଙ୍କିଆ କାଇନ୍ କୁ ବେଆଇନ ଭାବେ ଚଳିବ ନାହିଁ ବୋଲି ଦେଣ ନେଣ ବନ୍ଦ ହୋଇଯାଇଥିଲା। ରିଜେର୍ଭ ବ୍ୟାଙ୍କ ପକ୍ଷରୁ ଦଶ!-->…
ଇଭିଏମ୍ ବାଲଟ୍ ପେପରରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ
ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛନ୍ତି। ବର୍ତ୍ତମାନଠାରୁ ପ୍ରାର୍ଥୀଙ୍କ ଫଟୋ ଇଭିଏମ୍ ବାଲଟ୍ ପେପରରେ ରଙ୍ଗୀନ୍ ମୁଦ୍ରିତ ହେବ। ଭଲ ଦେଖାଯିବା ପାଇଁ ପ୍ରାର୍ଥୀଙ୍କ ମୁହଁ ଫଟୋଗ୍ରାଫ୍ର ତିନି-ଚତୁର୍ଥାଂଶ ସ୍ଥାନରେ ରହିବ। କ୍ରମିକ!-->…
ମା’ ଦୁର୍ଗାଦେବୀଙ୍କ ପୀଠରେ ଶୁଭ ଖୁଣ୍ଟି ସ୍ଥାପନ : ସପ୍ତମୀ ଠାରୁ ପୂଜା ଆରମ୍ଭ ପାଇଁ ବ୍ୟାପକ ପ୍ରସ୍ତୁତି
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ମା' ଦୁର୍ଗା ଦେବୀ ଙ୍କ ପୀଠ ରେ ଶାରଦୀୟ ଦୁର୍ଗାପୂଜା ଖୁବ ଯାକ ଯାକମକ ରେ ପାଳନ କରିବା ନେଇ ନିଷ୍ପତ୍ତି ହେବା ପରେ ଏହି ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମ୍ୟ କମିଟି ତରଫରୁ!-->…
ଭିଜିଲାନ୍ସ ଜାଲରେ ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ
ସମ୍ବଲପୁର: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଶିକ୍ଷା ଅଧିକାରୀ। ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଦୁଷ୍ମନ୍ତ ସାହୁଙ୍କୁ ଧରିଛି ଭିଜିଲାନ୍ସ। କୌଣସି ଏକ କାର୍ଯ୍ୟ ପାଇଁ ବିଇଓ ଦୁଷ୍ମନ୍ତ ଜଣେ ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ ପର୍ଯ୍ୟାୟରେ!-->…
ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ପକ୍ଷରୁ ‘ଏକ୍ ପେଡ୍ ମା କେ ନାମ’ କାର୍ଯ୍ୟକ୍ରମ ଆୟୋଜିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଶାଖା ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ 'ଏକ୍ ପେଡ୍ ମା କେ ନାମ' ୨.୦ କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କରାଯାଇଛି l!-->…
ମୌସୁମୀ ଅଧିବେଶନ ପାଇଁ ବିଧାନସଭା ଜଗିବେ ୩୦ ପ୍ଲାଟୁନ୍ ଫୋର୍ସ
ଭୁବନେଶ୍ଵର : ଗୁରୁବାରଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୁଧବାର ପୁଲିସ୍ କମିଶନରଙ୍କ ସହ ଡିଜି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଗୁଇନ୍ଦା ନିର୍ଦେଶକଙ୍କ ସହ ଆଇନଶୃଙ୍ଖଳା!-->…
କଳିଙ୍ଗା ଘାଟି ଭୂସ୍ଖଳନ : ମରାମତି ପ୍ରାୟ ୭ ଦିନ ଲାଗିବ!
କନ୍ଧମାଳ : କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟଣାର ମରାମତି ଲାଗି ପ୍ରାୟ ୭ ଦିନ ସମୟ ଲାଗିବ। ଘାଟି ମରାମତି ପାଇଁ ନିୟୋଜିତ ହୋଇଥିବା ଏନ୍ଏଚ୍ଆଇର ପ୍ରମୁଖ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅସ୍ଥାୟୀ ଭାବେ ମରାମତି କରି ଗାଡି ଚଳାଚଳର ବ୍ୟବସ୍ଥା କରାଯିବ। କଳିଙ୍ଗା!-->…
ମାଟି ତଳୁ ବାହାରିଲା କନଷ୍ଟେବଳ ଶୁଭମିତ୍ରାଙ୍କ ମୃତଦେହ
ଭୁବନେଶ୍ୱର : ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ମାଟି ତଳୁ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ପୁଲିସ୍ ଶୁଭମିତ୍ରାଙ୍କ ମୃତଦେହକୁ ବାହାର କରିଛି। କେନ୍ଦୁଝର ପୁଲିସ୍ ଅଭିଯୁକ୍ତ ଦୀପକକୁ ମୃତଦେହ!-->…
ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ‘ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁର ୟୁଥ ରେଡ଼ କ୍ରସ,ଜାତୀୟ ସେବା ଯୋଜନା,ସ୍କାଉଟ ଓ ଗାଇଡ୍ସ ଓ ଓଡ଼ଗାଁ ବନ ବିଭାଗ ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ପୌରୋହିତ୍ୟରେ "ମାଆ ପାଇଁ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
ଜୋତା ପିନ୍ଧି ନ ଥିବାରୁ ଛାତ୍ରଙ୍କୁ ମାଡ ମାରି ଗେଟ୍ ବାହାରକୁ ତଡ଼ିଦିଆଯାଇଥିବା ଅଭିଯୋଗ
ନୟାଗଡ: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୋତା ପିନ୍ଧି ଆସି ନ ଥିବାରୁ ପିଲାଙ୍କୁ ମାଡ ମାରିବା ସହିତ ଗେଟ ବାହାରକୁ ତଡ଼ିଦିଆଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୭ଟାରେ ବିଦ୍ୟାଳୟ ପରିସରରେ ପ୍ରାର୍ଥନା!-->!-->!-->…