Sign in
Sign in
Recover your password.
A password will be e-mailed to you.
ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ, ଓଡ଼ଗାଁ ପୋଲିସ ଦ୍ବାରା ୪୦୭ ଟ୍ରକ୍ ସହିତ ମାଲିକ ଓ ଚାଳକ ଅଟକ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ବେଆଇନ ଖଣିଜ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ବେଳେ ୪୦୭ ଟ୍ରକ୍ ସହିତ ମାଲିକ ଓ ଚାଳକ କୁ ଅଟକ ରଖାଯାଇଛି। ଚାଳକ ଜଣକ କୋମଣ୍ଡ ମଶାଣି ସହିତ ବଳରାମ ନାୟକ(୩୯) ଏବଂ ଗାଡ଼ି ମାଲିକ କୋମଣ୍ଡ ମକରପଦା ର!-->…
ଯୁବକକୁ ଗଳା କାଟି ହତ୍ୟା…
ଚିତ୍ରକୋଣ୍ଡା -: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଏକ ବିକୃତ ମସ୍ତିଷ୍କ ଯୁବକ ଅନ୍ୟ ଜଣେ ଯୁବକଙ୍କ ସହିତ କିଛି ବଚସା ହେବା ପରେ ଗଳା କାଟି ହତ୍ୟା କରିଥିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ ଏହି ବିକୃତ ମସ୍ତିଷ୍କ ଥିବା ଯୁବକ ଜଣକ କିଛି କଥା କୁ ନେଇ ବଚସା କରିଥିଲେ । ଅନ୍ୟ!-->…
ନିଃସର୍ତ୍ତ କଥା ସତ ହେଲା : ଦେହଜୀବୀ ଉଦ୍ଧାର, ହୋଟେଲ ମାଲିକ ଗିରଫ…
ନୟାଗଡ଼: ନୟାଗଡ଼ ରେ ଚାଲିଛି ସେକ୍ସ ରାକେଟ କୁ ନେଇ ନିଃସର୍ତ୍ତ ରେ ଖବର ପ୍ରକାଶ ପାଇଥିଲା ଯାହାକୁ ଗୁରୁତର ସହିତ ନେଇଛି ପୋଲିସ l ସୂଚନା ଥାଉକି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପ ପ୍ରସାଦ ଲାଠିପଡା ରାସ୍ତାରେ ଥିବା ହୋଟେଲ ଦୀପକ ଉପରେ ପୋଲିସ ଚଢାଉ କରିଛି ।ନୟାଗଡ଼!-->…
ଦୁଇ ବସ ମୁହାଁମୁହିଁ: ୭ ମୃତ, ୪୦ ଆହତ
ତାମିଲନାଡୁ: ତାମିଲନାଡୁରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ସରକାରୀ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ତାମିଲନାଡୁର ଶିବଗଙ୍ଗା ଜିଲା ଅନ୍ତର୍ଗତ ତିରୁପାଟ୍ଟୁର ନିକଟରେ ଏହି!-->…
ଦନ୍ତେୱାଡ଼ାରେ ଆତ୍ମସମର୍ପଣ କଲେ ୩୭ ମାଓବାଦୀ
ଛତିଶଗଡ଼: ଛତିଶଗଡ଼ର ଦନ୍ତେୱାଡ଼ା ଜିଲାରେ ୩୭ ଜଣ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଏହି ମାଓବାଦୀମାନେ ବରିଷ୍ଠ ପୁଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଏସପି ଗୌରବ ରାଏ!-->…
ବଢିଲା ଏସ୍ଆଇଆର୍ ପ୍ରକ୍ରିୟା ଅବଧି: ନିର୍ବାଚନ କମିଶନ
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବଡ ସୂଚନା ମିଳିଛି। ଚଳିତ ଏସ୍ଆଇଆର୍ ପ୍ରକ୍ରିୟା ତାରିଖ ସଂଶୋଧ ବୃଦ୍ଧି ହୋଇଛି। ବର୍ତ୍ତମାନ୍ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏସ୍ଆଇଆର୍ ଫର୍ମ ପୂରଣ କରିପାରିବେ। ବର୍ତ୍ତମାନ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର୍!-->…
ଡିଟୱା ଅପଡେଟ: ଦକ୍ଷିଣ ଭାରତରେ ବିମାନ ଓ ରେଳସେବା ବାଧାପ୍ରାପ୍ତ
ନୂଆଦିଲ୍ଲୀ: ଭାରତ ମୁହାଁ ଅଗ୍ରସର ହେଉଛି ବାତ୍ୟା ଡିଟୱା । ଫଳରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଅତି ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର ଅନେକ ସ୍ଥାନ ପ୍ରଭାବିତ ହେଉଛି । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ!-->…
କାଲିଫର୍ନିଆରେ ଭୟଙ୍କର ଗୁଳିକାଣ୍ଡ, ୪ ମୃତ ଓ ୧୯ ଆହତ
କାଲିଫର୍ନିଆ : ୱାଶିଂଟନରେ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ ଉପରେ ଆକ୍ରମଣର ୩ ଦିନ ପରେ କାଲିଫର୍ନିଆର ଷ୍ଟକଟନ୍ରେ ଏକ ବଡ଼ ଗୁଳିକାଣ୍ଡ ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି । ସୂଚନା ପାଇବା ପରେ କାଲିଫର୍ନିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି!-->…
ଇଟାଲୀରେ ମହିଳା ହତ୍ୟାକାରୀଙ୍କୁ ମିଳିବ ଆଜୀବନ କାରାଦଣ୍ଡ
ଇଟାଲୀ : ଜଣେ କଲେଜ ଛାତ୍ରୀଙ୍କ ହତ୍ୟା ପରେ ଇଟାଲୀରେ ଆଇନ ପରିବର୍ତ୍ତନ । ମହିଳା ହତ୍ୟାକାରୀଙ୍କୁ ମିଳିବ ଆଜୀବନ କାରାଦଣ୍ଡ । ନଭେମ୍ବର ୨୫ତାରିଖରେ ଇଟାଲୀୟ ସଂସଦ ଏନେଇ ଏକ ଆଇନ ପାସ୍ କରିଥିଲା । ଯାହାକୁ ସରକାର ଏବଂ ବିରୋଧୀ ଉଭୟ ସମର୍ଥନ କରିଥିଲେ। ଏହି ନୂତନ ଆଇନ ଅନୁଯାୟୀ,!-->…
‘ଡିଟୱା’ ପ୍ରଭାବ: ତାମିଲନାଡ଼ୁରେ ବିଭିନ୍ନ ପରୀକ୍ଷା ବାତିଲ
ତାମିଲନାଡ଼ୁ : ଶ୍ରୀଲଙ୍କାରେ ଛାରଖାର କରିବା ପରେ ଭାରତ ମୁହାଁ ହୋଇଛି ବାତ୍ୟା ଡିଟୱା । ତାମିଲନାଡ଼ୁ, ପୁଡ଼ୁଚେରୀ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଆଜି ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ତାମିଲନାଡୁରେ ପବନ ସହ ବର୍ଷା ଆରମ୍ଭ ହୋଇଛି । ଆଗକୁ ଆହୁରି ଭୟଙ୍କର!-->…