ଏମ୍ସ କର୍ମଚାରୀଙ୍କୁ ଗୁଳିମାଡ଼ ଘଟଣା: ମାଷ୍ଟର ମାଇଣ୍ଡ ଗିରଫ

ଭୁବନେଶ୍ଵର : ୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ। ଭୁବନେଶ୍ଵର ଉପକଣ୍ଠ ସରକନ୍ତରାରେ ଏମ୍ସ କର୍ମଚାରୀ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ସଦାଶିବ ପ୍ରଧାନ (ଶିବା)କୁ କମିଶନରେଟ୍ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି। ଭୁବନେଶ୍ୱରର ଏକ ହୋଟେଲ

ଅନ୍ୟ କୌଣସି ଜିଲାରୁ ଆସିନାହିଁ ଇଭିଏମ୍‌: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଇଭିଏମ୍‌ ଚୋରି ଅଭିଯୋଗରେ ସାମ୍ବାଦିକ ସମ୍ମିଳନୀ କରି ଅନ୍ୟ କୌଣସି ସ୍ଥାନରୁ ଇଭିଏମ ଆସିନଥିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି ନୂଆପଡା ଉପନିର୍ବାଚନରେ ମତଦାନ ପାଇଁ ଅନ୍ୟ କୌଣସି ଜିଲାରୁ ଇଭିଏମ୍‌ ଆସିନାହିଁ । ଗତକାଲି ବିଜେଡି ପକ୍ଷରୁ

ଟ୍ରକ୍ ଚକା ତଳେ ଚାପି ହୋଇଗଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଭୁବନେଶ୍ୱର: ପାହାଳ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟିରେ ସ୍ଵାମୀ ସ୍ତ୍ରୀ କଟକରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ବେଳେ ପାହାଳ ଓଭରବ୍ରିଜ ଉପରେ ବସ ସାଇଡ୍ ମାରିବାରୁ ଉଭୟ ଟ୍ରକ୍ ଚକା ତଳେ ଚାପି ହୋଇଯାଇଥିଲେ । ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ

ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବେ ରାଷ୍ଟ୍ରପତି !

ଭୁବେନଶ୍ବର: ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଚଳିତ ମାସ ଶେଷରେ ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି । ଏନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ରାଷ୍ଟ୍ରପତି ଶୀତ ଅଧିବେଶନରେ ବିଧାନସଭାକୁ ସମ୍ବୋଧନ କରିବେ ।

ରାଈକିଆ ଗ୍ରାମ ପଞ୍ଚାୟତରେ ବିଡିଓଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣି

ରାଈକିଆ : କନ୍ଧମାଳ ଜିଲ୍ଲା ରାଈକିଆ ବ୍ଲକ ଅନ୍ତର୍ଗତ ରାଈକିଆ ଗ୍ରାମ ପଞ୍ଚାୟତ ସଭାଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ସବ୍ୟସାଚୀ ସାହୁ ସୋମବାର ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ବିଭିନ୍ନ ୱାର୍ଡରୁ ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତକରଣ ସମସ୍ୟା ଏବଂ ଜମି ବିବାଦ

ଜାତୀୟ ଫସଲ ଯୋଜନାରେ ଉତ୍ପାଦନ ବୃଦ୍ଧି କରି ଚାଷୀଙ୍କୁ ଆତ୍ମନିର୍ଭର କରିବା ସରକାରଙ୍କ ଲକ୍ଷ୍ୟ: କେନ୍ଦ୍ର କୃଷି ମନ୍ତ୍ରୀ

କଟକ: ଜାତୀୟ ଫସଲ ଯୋଜନାରେ କୃଷିଭିତ୍ତିକ ଉତ୍ପାଦନ ବୃଦ୍ଧି କରି ଚାଷୀମାନଙ୍କୁ ଆତ୍ମନିର୍ଭର କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ସୋମବାର କଟକ ବିଦ୍ୟାଧରପୁରସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ କୃଷି ଓ

ବିଶ୍ୱନାଥ ଆଜ୍ଞାଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ସ୍ଵେଛାକୃତ ରକ୍ତଦାନ ଶିବିର…

ବାଲିଗୁଡା : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ବନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ସମିତି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି

ସମବାୟ ସମ୍ପାଦକ ଓ ସଭାପତିଙ୍କ ବନ୍ଧୁ ମିଳନ : କୃଷକମାନଙ୍କ ଅଧିକାର, ସମିତିର ବିକାଶ ପାଇଁ ଏକଜୁଟ ପାଇଁ ଆହ୍ୱାନ

ବ୍ରହ୍ମପୁର : ରାଜ୍ୟ ସମବାୟ ବିଭାଗ ଦ୍ୱାରା ପରିଚାଳିତ ପ୍ରାଥମିକ କୃଷି ସେବା ସମବାୟ ସମିତି ( ପାକ୍ସ ) କୃଷକ ମାନଙ୍କ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ନିଭାଇ ଥାନ୍ତି । କୃଷି ଉତ୍ପାଦିତ ସାମଗ୍ରୀର କ୍ରୟ, ବିକ୍ରୟ, ସହ  ବିଭିନ୍ନ ପ୍ରକାର ସାର ରିହାତି ଦରରେ  ଯୋଗାଇ କୃଷକ

ସମ୍ବେଦନଶୀଳ ବୁଥ୍‌ରେ ସୁରକ୍ଷା କଡ଼ାକଡ଼ି କରିବାକୁ ଦାବୀ କଲା ବିଜେଡି

ଭୁବନେଶ୍ବର: ଆସନ୍ତାକାଲି ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ସରିଛି । କିନ୍ତୁ ଏହାରି ଭିତରେ ନିର୍ବାଚନ ଅଧଇକାରୀଙ୍କ ନିକଟକୁ ଅଭିଯୋଗ ଆଣିଛି ବିରୋଧି ବିଜୁ ଜନତା ଦଳ । ସମ୍ବେଦନଶୀଳ ବୁଥ୍‌ରେ ସୁରକ୍ଷା କଡ଼ାକଡ଼ି କରିବାକୁ

ଜଙ୍ଗଲରେ ଶିଶୁ କନ୍ୟାକୁ ଛାଡ଼ିଲା ମା’

ଝାରସୁଗୁଡ଼ା : ମା’ ମୁଁ ଝିଅ ବୋଲି କଣ ମୋତେ ବାପା ମା’ର ସ୍ନେହ ମିଳିବନି ? କଣ ମୋର ଏ ଦୁନିଆକୁ ଆସିବା ଭୁଲ ହୋଇଗଲା ? ମୁଁ କାହିଁକି ତମ ପାଇଁ ଅଲୋଡ଼ା ହୋଇଗଲି ? ମୋତେ ୧୦ ମାସ ଗର୍ଭରେ ରଖି ଏତେ କଷ୍ଟ ପାଇବା ପରେ ମୁହଁ ଫେରାଇ ନେଲ କେମିତି ? ମୋର ଭୁଲ ବା କଣ ? ହୁଏତ ଏ ଶିଶୁଟି