Sign in
Sign in
Recover your password.
A password will be e-mailed to you.
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିସରରେ ଭୁବନେଶ୍ୱର ଆଇ ବି ଏମ ପକ୍ଷରୁ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ୨୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ ଭୁବନେଶ୍ୱର ରୁ ଆସିଥିବା ମାଷ୍ଟରଟ୍ରେନର ସୁଦିପ୍ତ!-->…
ଆସିକା ଏସ୍ଡ଼ିପିଓ ଙ୍କ ନେତୃତ୍ୱ ରେ ଜୋର ଦାର ଚଢ଼ାଉ : ଗଞ୍ଜାମ ଜିଲ୍ଲାର ମିନି ଶିବକାଶୀ ନଳବଣ୍ଟା ରୁ ବିପୁଳ ପରିମାଣର…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କଡରେ ନଳବଣ୍ଟା ଗ୍ରାମ। ଏହି ଗ୍ରାମର ବାଣର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ମଧ୍ୟ ରହିଛି। ନଳବଣ୍ଟା ଗ୍ରାମରେ ଅଧିକାଂଶ କରି ପିଲାରୁ ବୁଢ଼ା ସମସ୍ତେ ବର୍ଷ ତମାମ ବିଭିନ୍ନ କିସମର ବାଣ ପ୍ରସ୍ତୁତ କରନ୍ତି।!-->…
ପ୍ରେସ୍ ନାଁରେ ବାଲି ଚାଲାଣ ,ନମ୍ବରବିହୀନ ‘ପ୍ରେସ୍’ ଟ୍ରାକ୍ଟର ଜବତ…
ପ୍ରଶାସନ କଣ ନେଉଛି ପଦକ୍ଷେପ...??
ମାଲକାନଗିରି, ୩୦ ଜୁଲାଇ: ପ୍ରେସ୍ ନାଁର ଦୁରୁପଯୋଗ କରି ଚୋରା ବାଲି ଚାଲାଣର ଅଭିଯୋଗରେ କାଲିମେଳା ପୋଲିସ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି। କାଲିମେଳା ଥାନାଠାରୁ ପ୍ରାୟ ୮ କି.ମି. ଦୂରରେ ଏମ୍ଭି-୩୩ ଗ୍ରାମ ନିକଟରେ ଚଢ଼ାଉ ବେଳେ ଏହି!-->!-->!-->…
ବଲୁଚିସ୍ତାନରେ ୬ ଅପହୃତ ଶ୍ରମିକଙ୍କୁ ହତ୍ୟା, ବିଏଲ୍ଏ ନେଇଛି ହତ୍ୟାକାଣ୍ଡର ଦାୟିତ୍ବ
ଇସ୍ଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଅପହରଣ କରାଯାଇଥିବା ୬ ଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଛି। ନିଷିଦ୍ଧ ବିଦ୍ରୋହୀ ସଂଗଠନ ବଲୋଚ ଲିବରେସନ ଆର୍ମି (ବିଏଲ୍ଏ) ଏହି ହତ୍ୟାକାଣ୍ଡର ଦାୟିତ୍ବ ନେଇଛି। ସଂଗଠନ ଦାବି କରିଛି ଯେ, ଏହି ଶ୍ରମିକମାନେ ପାକିସ୍ତାନ ସୁରକ୍ଷା!-->…
ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଦାୟୀ ନୁହେଁ ବୀମା କମ୍ପାନୀ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:ଦୁର୍ଘଟଣା କ୍ଷତିପୂରଣକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି ଦୁର୍ଘଟଣା ସମୟରେ ଗାଡ଼ି ଚାଳକଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଏ କିମ୍ବା ଲାଇସେନ୍ସର ନବୀକରଣ ହୋଇନଥାଏ,ତେବେ କ୍ଷତିପୂରଣ ଦେବା ପାଇଁ ବୀମା କମ୍ପାନୀକୁ ବାଧ୍ୟ କରାଯାଇପାରିବ!-->…
ପଥର ବ୍ୟବସାୟୀଙ୍କ ପରିଚାଳକଙ୍କ ଘରୁ ୨୮ କୋଟି ନଗଦ ସହ ୧୫ କିଲୋ ସୁନା ଜବତ
କଲକାତା : ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ପୁଲିସ ଏବଂ କେନ୍ଦ୍ରୀୟ ବାହିନୀର ମିଳିତ ଅଭିଯାନ ଏକ ବଡ଼ ସଫଳତା ହାସଲ କରିଛି। ପଳାତକ ପଥର ବ୍ୟବସାୟୀ ଟୁଲୁ ମଣ୍ଡଳଙ୍କ ପରିଚାଳକ ଏବଂ ଶାଳକ ମିନାର ମଣ୍ଡଳଙ୍କ ଘରୁ ୨୮.୫ କୋଟି ଟଙ୍କା ନଗଦ ଏବଂ ୧୫ କିଲୋ ସୁନା ଜବତ କରାଯାଇଛି। ପୁଲିସ ମିନାର!-->…
ମୀନାକ୍ଷୀ ମନ୍ଦିର ଜମି ଆତ୍ମସାତ ଅଭିଯୋଗରେ ୧୯ ଜଣଙ୍କ ବିରୋଧରେ ମାମଲା
ମଦୁରାଇ: ତାମିଲନାଡୁର ମଦୁରାଇସ୍ଥିତ ପ୍ରସିଦ୍ଧ ମୀନାକ୍ଷୀ ମନ୍ଦିରର ମୂଲ୍ୟବାନ ଜମିକୁ ଜାଲିଆତି ମାଧ୍ୟମରେ ହସ୍ତାନ୍ତର କରାଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାରେ ମଦୁରାଇ ସିଟି ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁସାରେ,!-->…
ଇଂଲଣ୍ଡରେ ବର୍ଷାର ପରିମାଣ ଶୂନ୍ୟ, ଦେଶର ଅଧା ଅଞ୍ଚଳ ମରୁଡି ଘୋଷିତ
ଲଣ୍ଡନ : ଇଂଲଣ୍ଡର ଅଧାରୁ ଅଧିକ ଅଞ୍ଚଳକୁ ମରୁଡ଼ି ଘୋଷଣା କରାଯାଇଛି। ଚଳିତ ଜୁଲାଇ ମାସରେ ଦେଶରେ ବର୍ଷାର ପରିମାଣ ବହୁତ କମ୍ ବା ଶୂନ୍ୟ ରହିଥିବାରୁ ସରକାର ଏହି ଘୋଷଣା କରିଛନ୍ତି। ବ୍ରିଟେନ ସରକାର ଓ ପରିବେଶ ଏଜେନ୍ସିର କହିବା ଅନୁଯାୟୀ ଦେଶର ୫୧.୪% ଅଞ୍ଚଳରେ ମରୁଡି ଘୋଷଣା କରାଯାଇଛି।!-->…
ଅପହଞ୍ଚ ଇଲାକାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍
ଘରେ ଘରେ ପହଞ୍ଚୁଛି ସ୍ୱାସ୍ଥ୍ୟସେବା
ଦକ୍ଷିଣ ଓଡ଼ିଶାର ୪୦୦ରୁ ଊର୍ଦ୍ଧ୍ୱ ଜନଜାତି ଗାଁରେ ପ୍ରାୟ ୯ହଜାର ରୋଗ ନିଦାନ ପରୀକ୍ଷା
ଲ୍ୟାବ ଅନ୍ ହ୍ୱିଲ୍ସ ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଆସିଛି ସୁଧାର
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ!-->!-->!-->!-->!-->!-->!-->…
ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପଛରେ ଚାଲିବ ଅସ୍ଥାୟୀ ଗୋଶାଳା
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପଛପାଖରେ ଥିବା ଖାଲି ପରିସରରେ ଅସ୍ଥାୟୀ ଗୋଶାଳା ଚାଲୁ କରାଯିବ। ଏନେଇ ବୁଧବାର ଓଡ଼ଗାଁ ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ପ୍ରକାଶ ଚନ୍ଦ୍ର ପଣ୍ଡିତ!-->…