ବନ୍ୟା ଘେରରେ କେନ୍ଦ୍ରାପଡ଼ା ଜିଲ୍ଲାର ୭ ବ୍ଲକ; ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି ୮ ମେଡିକାଲ ଟିମ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ରଘୁରାମ ଆର ଆୟର ସୂଚନା ଦେଇଛନ୍ତି । ଜିଲାର ୩୮ଟି ପଞ୍ଚାୟତର ୭୫ଟି ଗାଁ ବନ୍ୟା ପାଣିରେ ପ୍ରଭାବିତ ହୋଇଥିବ ସେ କହିଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ ପ୍ରଭାବିତ

ଏମକେସିଜି ପିଜି ପରୀକ୍ଷା ବିବାଦ: ପ୍ରଶ୍ନପତ୍ର ଲିକ୍ ନୁହେଁ ମାଲ୍‌ପ୍ରାକ୍ଟିସ୍ ବୋଲି ସ୍ପଷ୍ଟ କଲେ କୁଳପତି

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜରେ ଅନୁଷ୍ଠିତ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ପରୀକ୍ଷା ବିବାଦ ନୂଆ ମୋଡ଼ ନେଇଛି। ଗତ ୨୭ ତାରିଖରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇନାହିଁ, ବରଂ ଏହା ଏକ ‘ମାଲ୍‌ପ୍ରାକ୍ଟିସ’ (ଅସାଧୁ

ମୁଣ୍ଡଳୀରେ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ: ଆଗକୁ ନାହିଁ ବନ୍ୟା ଭୟ

କଟକ: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। କେବଳ ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ଥିବା ସେ କହିଛନ୍ତି। ତଥାପି ମୁଣ୍ଡଳୀଠାରେ ବର୍ତ୍ତମାନ ଜଳ ପ୍ରବାହ ସ୍ଥିର ରହିଥିବାବେଳେ ଆଗକୁ ପାଣି ପରିମାଣ କମିବ ବୋଲି ଜଳ ସମ୍ପଦ ବିଭାଗ

ଭୁଲ ପାଠ୍ୟପୁସ୍ତକ ପ୍ରତ୍ୟାହାର ଦାବିରେ ଅଭିଭାବକ ମହାସଂଘର ଅନଶନ

ଭୁବନେଶ୍ୱର: ଭୁଲ ପାଠ୍ୟପୁସ୍ତକ ପ୍ରତ୍ୟାହାର ଏବଂ ଶିକ୍ଷାର ଅଧିକାର (RTE) ଆଇନର ପରିସର ବୃଦ୍ଧି ଦାବିରେ ଆଜିଠାରୁ ଅନଶନ ଆରମ୍ଭ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏହି ଆନ୍ଦୋଳନରେ ସାମିଲ ହେବାକୁ ସଂଗଠନ ସମସ୍ତ ସଦସ୍ୟ ଓ RTE ଅଭିଭାବକଙ୍କୁ ଆହ୍ୱାନ କରିଛି। ସଂଗଠନର ପ୍ରଥମ ଦାବି

ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତିକୁ ନେଇ ଲାଞ୍ଚ, ଠିକା ସଂସ୍ଥା ବିରୋଧରେ ଅଭିଯୋଗ ଆଣିଲେ ଆଶାୟୀ । ପ୍ରମାଣ ମିଳିଲେ ହେବ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ପାରାମେଡିକାଲ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଞ୍ଚ କାରବାରର ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ନିଯୁକ୍ତି ଦାୟିତ୍ୱ ପାଇଥିବା ଏକ ଘରୋଇ ସଂସ୍ଥା ଆଶାୟୀ ପ୍ରାର୍ଥୀଙ୍କଠାରୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା

ନଦୀରେ ପାଣି, ମାଫିଆ ମାନଙ୍କ ହାତରେ ପାହାଡ଼ ପାହାଡ଼ ବାଲି ଷ୍ଟକ ପ୍ରଶାସନ କରୁଛି କ’ଣ ?

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅଧିକାଂଶ ନଦୀ ଗୁଡିକରେ ବର୍ଷା ଜଳ ପ୍ରବାହିତ ହେଉଛି। ବର୍ଷା ଦିନ ପୂର୍ବରୁ ଚୋରା ବାଲି ମାଫିଆ ମାନେ ଖୋଲା ସ୍ଥାନରେ ପାହାଡ଼ ଭଳି ବାଲି ଷ୍ଟକ କରି ମହଜୁଦ ରଖିଛନ୍ତି। ବାଲି ଅଭାବ ଦର୍ଶାଇ ଚଢ଼ା ଦରରେ ବାଲି ବିକ୍ରି ହେଉଛି। ଏପଟେ ସରକାର ଅକ୍ଟୋବର ମାସ

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ରେ କାର୍ଯ୍ୟରତ ଯୁବ ଅଧ୍ଯାପକ ଦ୍ୱୟଙ୍କୁ ଭବ୍ଯ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ମହାବିଦ୍ୟାଳୟର ଇତିହାସ ଅଧ୍ଯାପକ ମାନସ ରଂଜନ ପ୍ରଧାନ ଖଡିଆଳ ସ୍ୱୟଂଶାସିତ ମହାବିଦ୍ଯାଳୟ କୁ ଓ ଅର୍ଥନୀତି

ଯୁବ-ଛାତ୍ର ବିଜେଡି ଓ ଅଭିଭାବକଙ୍କ ପକ୍ଷରୁ ଶିକ୍ଷା ଅଧିକାର ସମାବେଶ : ହଜାର ହଜାର ଛାତ୍ର ଛାତ୍ରୀ ଆନ୍ଦୋଳନରେ ସାମିଲ

ନୟାଗଡ଼ : ପାଠ୍ୟ ପୁସ୍ତକରେ ମାତ୍ରାଧିକ ତୃଟିକୁ ନେଇ ଉଭୟ ବିରୋଧି ଯୁବ ଓ ଛାତ୍ର ବିଜୁ ଜନତା ଦଳ ଆହ୍ୱାନରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ କରାଯାଇଛି ।ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପଠାଣି ସାମନ୍ତ ପ୍ରେକ୍ଷାଳୟ ଦୁର୍ଗାମଣ୍ଡପଠାରେ ଏକ

ନିଖୋଜ ୨ ନାବାଳିକା ଉଦ୍ଧାର, ପରିବାର ଲୋକଙ୍କୁ ହସ୍ତାନ୍ତର

ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ନିଖୋଜ ହୋଇଥିବା ୨ ଜଣ ନାବାଳିକାଙ୍କୁ ପୋଲିସ ଭିନ୍ନ ଭିନ୍ନ ସ୍ଥାନରୁ ଉଦ୍ଧାର କରିଛି। ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଉଭୟଙ୍କୁ ସେମାନଙ୍କ ପରିବାର ଲୋକଙ୍କ ଜିମା ଦିଆଯାଇଛି। ଓଡ଼ଗାଁ ଥାନା ନିଖୋଜ

ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବ୍ୟାଟେରିଚାଳିତ ତିନିଚକିଆ ଯାନ ପ୍ରଦାନ

ଭିନ୍ନକ୍ଷମ କ୍ରୀଡ଼ାବିତ ନିକୁ ପ୍ରଧାନ ଓ ରଞ୍ଜନା ନାହକଙ୍କୁ ମିଳିଲା ନିଓମୋସନ୍ ବାଇକ୍ ଛତ୍ରପୁର, ୩୧ /୦୭ / ୨୬ : ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାର ୧୮ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ସହାୟକ ଯାନ ଓ ଉପକରଣ ବିତରଣ କରାଯାଇଛି। ଏହି ବିତରଣ ଉତ୍ସବରେ