Sign in
Sign in
Recover your password.
A password will be e-mailed to you.
ଗଡ଼ଗଡିଆ ଘାଟରୁ ପାଣି ଉଠାଇ ପାରିବେନି କାଉଡିଆ, ଲାଗିଲା କଟକଣା
କଟକ: ମହାନଦୀରେ ପ୍ରବଳ ସ୍ରୋତ ଜାରି ରହିଛି। ୮ ଲକ୍ଷ ୨୦ହଜାର କ୍ୟୁସେକ୍ ବନ୍ୟା ଜଳ ପ୍ରତି ସେକେଣ୍ଡ ପିଛା ପ୍ରବାହିତ ହେଉଛି। କଟକ ଜିଲ୍ଲା ପ୍ରଶାସନ ଆହୁରି ୪୮ ଘଣ୍ଟା ପାଇଁ କଡ଼ା ସତର୍କ ସୂଚନା ସହ କଟକଣା ଜାରି ରଖିଛି। ଗଡ଼ଗଡିଆ ଘାଟ କାଉଡ଼ି ଯାତ୍ରା ଲାଗି ଖୁବ ପ୍ରସିଦ୍ଧ, କିନ୍ତୁ!-->…
ସରକାରଙ୍କ ପକ୍ଷରୁ ଲିଜ ଦେବାରେ ଅବହେଳା ଯୋଗୁଁ ରାଜସ୍ୱ ଓ ଖଣି ବିଭାଗର ପୁଷ ମାସ….!
ଜିଲ୍ଲାରେ ମାଳ ମାଳ କ୍ରସର ଚାଲିଛି ଖଣି ବିଭାଗ ର ଆଶ୍ରିବାଦ ରେ..
ମାଲାମାଲ ହେଉଛନ୍ତି, ମାଫିଆ ଓ ବାବୁ ମାନେ ….!ବ୍ରହ୍ମପୁର: ନୂତନ ସରକାର ଆସିବାର ଦୁଇ ବର୍ଷରୁ ଅଧିକ ହେଲାଣି ବାଲି ଓ ପଥର ଖାଦାନ ଗୁଡିକର ଲିଜ ହୋଇନାହିଁ। ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ପଥର ଖାଦାନ ଓ ବାଲି!-->!-->!-->!-->!-->…
ପ୍ରଧାନମନ୍ତ୍ରୀଙ୍କ ମର୍ଫଡ୍ ଫଟୋ ସେୟାର ଅଭିଯୋଗରେ ମେଟାର ଭାରତ ମୁଖ୍ୟଙ୍କ ବିରୋଧରେ ମାମଲା
ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମର୍ଫଡ ରିଲ ଏବଂ ଆପତ୍ତିଜନକ ବିଷୟବସ୍ତୁ ସେୟାର କରିଥିବା ଅଭିଯୋଗରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ମେଟା ଇଣ୍ଡିଆ ମୁଖ୍ୟ ଅରୁଣ ଶ୍ରୀନିବାସ ମଧ୍ୟ ସାମିଲ ରହିଛନ୍ତି । ଏହି ଅଭିଯୋଗରେ ହାଇଦ୍ରାବାଦ ସାଇବର!-->…
SCO ଶିଖର ସମ୍ମିଳନୀକୁ ପାକିସ୍ତାନରୁ ମୋଦୀଙ୍କୁ ନିମନ୍ତ୍ରଣ, ଗସ୍ତକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ : ପାକିସ୍ତାନ ସାଂଘାଇ ସହଯୋଗ ସଂଗଠନ (SCO) ୨୦୨୭ ଆୟୋଜନ କରିବ। SCO ଶିଖର ସମ୍ମିଳନୀ ୨୦୨୭ର ଆୟୋଜକ ଭାବରେ, ପାକିସ୍ତାନ ଆନୁଷ୍ଠାନିକ ଭାବରେ ସୂଚିତ କରିଛି ଯେ ସେ ଏହି ଶିଖର ସମ୍ମିଳନୀକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବ।!-->…
ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା !
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କୁ ନେଇ ରାଜନୈତିକ ମହଲରେ ଏବେ ସରଗରମ ଚର୍ଚ୍ଚା । ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ Xର ପ୍ରୋଫାଇଲରେ ହୋଇଥିବା ପରିବର୍ତ୍ତନ ପରେ ସେ ବିଜେପି ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ଚାଲିଛି ।!-->…
ଭୁଶୁଡ଼ିଲା ୪ ମହଲା କୋଠା : ୯ ମୃତ, ଫସି ରହିଛନ୍ତି ଅନେକ ଲୋକ
ମୁମ୍ବାଇ : ମୁମ୍ବାଇର ଭିୱାଣ୍ଡିରେ ଏକ ଚାରି ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣା ସମ୍ପର୍କରେ ଖବର ପାଇ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି!-->…
କୋଇଲା ଖଣିରେ ବିସ୍ଫୋରଣ, ୩୨ ଶ୍ରମିକ ମୃତ
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଏକ କୋଇଲା ଖଣି ଭିତରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ ଅତି କମରେ ୩୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହାଛଡ଼ା ଆହୁରି ୧୦ ଜଣ ଶ୍ରମିକ ଭୂମି ତଳେ ଫସି ରହିଥିବା ଜଣାପଡ଼ିଛି । ଅଧିକାରୀମାନଙ୍କ କହିବା ଅନୁସାରେ, ସେମାନେ ଅତ୍ୟନ୍ତ!-->…
BSF କ୍ୟାମ୍ପରେ ପଶିଲା ବନ୍ୟା ପାଣି, ଛାତ ଉପରେ ଆଶ୍ରୟ ନେଲେ ଯବାନ
ନୂଆଦିଲ୍ଲୀ: ଲଗାତାର ମୁଷଳଧାରାରେ ବର୍ଷା ଯୋଗୁଁ ନାରାୟଣପୁର ଜିଲ୍ଲାର ଆବୁଝମାଦ ଅଞ୍ଚଳରେ ସ୍ଥିତି ଆହୁରି ଖରାପ ହୋଇଛି। ନଦୀ ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଗାଁ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ସମୟରେ ନକ୍ସଲ ପ୍ରଭାବିତ ବାଲେବେଡା ବିଏସଏଫ ଶିବିର ମଧ୍ୟ ବୁଡ଼ି!-->…
ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅବଧି
ନୂଆଦିଲ୍ଲୀ: କୃଷକମାନଙ୍କୁ ଖୁସି ଖବର ଦେଲେ କେନ୍ଦ୍ର ସରକାର।ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ ଯୋଜନା) ଯୋଜନାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଅର୍ଥାତ୍ 2030-31 ପର୍ଯ୍ୟନ୍ତ ବୃଦ୍ଧି କରି ସରକାର।
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ!-->!-->!-->…
ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍
ହୀରାକୁଦ : ଉପର ମୁଣ୍ଡରେ ପ୍ରବଳ ବର୍ଷା । ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ । ପୂର୍ବରୁ ୧୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା । ହୀରାକୁଦର ଆଉ ୮ଟି ଗେଟ ଖୋଲିଲା । ବର୍ତ୍ତମାନ ୨୨ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ। ସନ୍ଧ୍ୟା ମଧ୍ୟରେ ୨୨ ଗେଟ୍!-->…