ଆର.ଦାମଦର ପଲ୍ଲୀ ଜୁଆ ଆଡ୍ଡା ରେ ଛୁରା ମାଡ଼ ଘଟଣା ରେ ଦୁଇ ଅପରାଧୀ ଗିରଫ :ହତ୍ୟା ଘଟଣା ପରେ ବି କମିନା ଟଙ୍କା କୁ ଭାଗ…
ବ୍ରହ୍ମପୁର: ଧରାକୋଟ ଥାନା ଅନ୍ତର୍ଗତ ଆର.ଦାମଦର ପଲ୍ଲୀ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ଜୁଆ ଆଡ୍ଡା ଚାଲିଥିବା ସମ୍ପର୍କରେ ଜିଲ୍ଲା ଏସ.ପି ଙ୍କ ସମେତ ଧରାକୋଟ ଥାନାରେ ଅଭିଯୋଗ ହୋଇଥିଲା। ସେପ୍ଟେମ୍ବର ମାସ ୨୦ ତାରିଖ ଦିନ ଜୁଆ ଆଡ୍ଡା ସମ୍ପର୍କ ରେ ଅଭିଯୋଗ ପରେ ଯଦି ପୋଲିସ ଉକ୍ତ ଜୁଆ!-->…