ଲଗାଣ ବର୍ଷାରେ ଭୁଶୁଡ଼ିଲା ରେତ ଡ୍ୟାମ କେନାଲ ହୁଡ଼ା
ଭବାନୀପାଟଣା : କଳାହାଣ୍ଡିରେ ଗତ ୨ ଦିନର ଲଗାଣ ବର୍ଷାରେ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ସଦର ବ୍ଲକ୍ ଦେପୁର ନିକଟରେ ରେତ ଡ୍ୟାମର ମୁଖ୍ୟ କେନାଲ ତ ପ୍ରାୟ ୨୦ ଫୁଟ ହୁଡ଼ା ଭାଙ୍ଗି ଯାଇଛି। ଫଳରେ ପ୍ରାୟ ୬୦ ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମି ଜଳମଗ୍ନ ହେଇ ବିଲରେ ଥିବା ଫସଲ ନଷ୍ଟ ହେଇଛି।!-->…