ବାଲି ମାଫିଆମାନଙ୍କ ଦ୍ୱାରା ବଡ଼ ନଦୀବନ୍ଧକୁ କାଟି ଚୋରା ରେ ଚାଲିଛି ବାଲିଚାଲାଣ….!
ଜଳ ସମ୍ପଦ ବିଭାଗ ଓ ପ୍ରଶାସନ ଜଳକା….!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବହୁ ନଦୀ ବନ୍ଧକୁ କାଟି ବାଲି ମାଫିଆ ମାନେ ଚୋରା ବାଲି ଚାଲାଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ଭଞ୍ଜନଗର ଜଳ ସେଚନ ବିଭାଗ ଅଧିନ ରେ ଥିବା ଗବନଳା ନିକଟରେ ଥିବା ବଡ଼ ନଦୀର ବନ୍ଧକୁ ବାଲି ମାଫିଆ ମାନେ କାଟି!-->!-->!-->…