୫୬ ବର୍ଷର ପରମ୍ପରା : କଳସ ଯାତ୍ରାରୁ ଆରମ୍ଭ ହେଲା ବାଲିଗୁଡାର ପ୍ରସିଦ୍ଧ ନବରାତ୍ର ଦୂର୍ଗାପୂଜା
ବାଲିଗୁଡା : ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆବାହନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଶ୍ରୀଶ୍ରୀ ମା' ପାଟଖଣ୍ଡା ଦୂର୍ଗାପୂଜା!-->…