ବାତ୍ୟା କିମ୍ବା ଅବପାତ ଆଶଙ୍କା ନାହିଁ : ଆଇଏମ୍ଡି ଡିଜି
ଭୁବନେଶ୍ଵର : ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି। କହିଛନ୍ତି ବାତ୍ୟା କିମ୍ବା ଅବପାତ ନାହିଁ। ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। ଲଘୁଚାପ ଯୋଗୁଁ!-->…