ବ୍ରହ୍ମପୁରରେ MSME ସମୀକ୍ଷା ବୈଠକ : ପ୍ରତି ବ୍ଲକରେ ଶିଳ୍ପ ସ୍ଥାପନ ଲକ୍ଷ୍ୟ, ନିଷ୍କ୍ରିୟ ଜମି ମାଲିକଙ୍କ ବିରୋଧରେ…
ବ୍ରହ୍ମପୁର ସ୍ୱତନ୍ତ୍ର ସର୍କିଟ ହାଉସର ସମ୍ମିଳନୀ କକ୍ଷରେ ଆଜି ମତ୍ସ୍ୟ ଓ ପଶୁସମ୍ପଦ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ!-->…