ମହିଧରପଡ଼ା ମେଡିକାଲ୍ ପରିସରରୁ ନବଜାତ ଶିଶୁ କନ୍ୟା ଉଦ୍ଧାର
ଭୁବନେଶ୍ବର : ନଖରା ନିକଟସ୍ଥ ମହିଧରପଡ଼ା ମେଡିକାଲ୍ ପରିସରରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ମେଡିକାଲ୍ ପରିସରରେ ଥିବା ଏକ ଗଛ ମୂଳରୁ ସ୍ଥାନୀୟ ଲୋକେ ଆଜି ଏହି ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି । କିଏ ଏହି ଶିଶୁକନ୍ୟାକୁ ଛାଡି ଦେଇଯାଇଥିବା ଅନୁମାନ କରାଯାଉଛି, ତେବେ!-->…