ଗାଙ୍ଗପୁର ପୋଲିସ ଦ୍ୱାରା ଡକାୟତି ଯୋଜନା ପଣ୍ଡ : ମାଡି ବସିଲା ପୋଲିସ ୫ ଗିରଫ ମାରଣାସ୍ତ୍ର ଜବତ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ପୋଲିସ କୁ ମିଳିଛି ବଡ଼ ସଫଳତା। ଆଗକୁ ପାର୍ବଣ ଋତୁ ରହିଥିବା ବେଳେ ଅପରାଧତତ୍ତ୍ୱ ମାନେ ବଡ଼ ବଡ଼ ଅପରାଧ କରିବା ଓ ଡକାୟତି ଛିନନ୍ତାଇ ଭଳି ଘଟଣା ଘାଟେଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଗତ ସୋମବାର ରାତ୍ରରେ ଗାଙ୍ଗପୁର ପୋଲିସ ପକ୍ଷରୁ!-->…