ଆମ୍ବୁଲାନ୍ସରୁ ୨୦୦ କେଜି ଗଞ୍ଜେଇ ଜବତ, ୨ ମହାରାଷ୍ଟ୍ର ଯୁବକ ଗିରଫ
ମାଲକାନଗିରି : ମାଲକାନଗିରିରୁ ମହାରାଷ୍ଟ୍ରକୁ ଆମ୍ବୁଲାନ୍ସ ଯୋଗେ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରୁଥିବା ବେଳେ କାଲିମେଳା ପୋଲିସ ବଡ ଧରପକଡ କରିଛି । ଏହି ଘଟଣାରେ ୨୦୦ କେଜି ଗଞ୍ଜେଇ ସହ ଗୋଟିଏ ଆମ୍ବୁଲାନ୍ସ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ବୁଧବାର ରାତିରେ କାଲିମେଳା!-->…