ଓଡିଶା ସରକାର ଙ୍କ ଭୁ-ବନ୍ଦୋବସ୍ତ ନେଇ ନୂଆ ନିର୍ଦ୍ଦେଶନାମା ଜନସାଧାରଣ ପାଇଁ ଲଲିପପ ନାଁ ଧୂଆଁବାଣ….! Nisarta News Jul 1, 2025 0 ଆସିକା ଜନସାଧାରଣ ଜଳକା...
ଆଞ୍ଚଳିକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା Nisarta News Jun 30, 2025 0 ଛତ୍ରପୁର: ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ସୋମବାର ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତାଙ୍କ!-->…
ଆଞ୍ଚଳିକ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ଘଟଣା, ଜଣେ ଗିରଫ Nisarta News Jun 30, 2025 0 ହିଞ୍ଜିଳିକାଟୁ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ଯୁବକଙ୍କ ମିଳିତ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିଲେ। ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ସୋମବାର ଜଣେ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ଆଙ୍କୋରଡା କାଳୁଆସାହିର ଟୁନା!-->…
ଆଞ୍ଚଳିକ ଗୋରୁ ବୋଝେଇ ଗାଡ଼ି ଜବତ, ୪ ଗୋରୁ ଉଦ୍ଧାର, ଜଣେ ଗିରଫ Nisarta News Jun 30, 2025 0 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଅଞ୍ଚଳରୁ ବେଆଇନ ଭାବେ ଗାଇଗୋରୁ ଚାଲାଣ କରାଯାଉଥିବା ବେଳେ ରବିବାର ଭୋର ସମୟରେ ସ୍ଥାନୀୟ ଥାନା ତଥା ହିଞ୍ଜିଳି ଥାନା ପୋଚିଲିମା ଆଇଟିଆଇ ରାସ୍ତା ନିକଟରୁ ଏକ ଗୋରୁ ବୋଝେଇ ଟାଟା ଏସିଇ(ଓଡ଼ି୦୭ କେ ୫୯୭୦)କୁ ହିଞ୍ଜିଳି ପୁଲିସ ଜବତ କରିଛି । ବାଳକଙ୍କ ସମେତ ଜଣେ!-->…
ଆଞ୍ଚଳିକ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା Nisarta News Jun 30, 2025 0 ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଅନ୍ତର୍ଗତରେ ଥିବା ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ତୁଲାଇ ଆସୁଥିବା ଦୈତାରୀ ପରିଡ଼ା ସୋମବାର ୩୦ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଶିକ୍ଷକ!-->…
ଆଞ୍ଚଳିକ ସୁନ୍ଦରଗଡ଼ରେ ‘ଧରତୀ ଆବା’ ଅଭିଯାନ : ହିତାଧିକାରୀଙ୍କୁ ମିଳିଲା ବିଭିନ୍ନ ସରକାରୀ ସହାୟତା Nisarta News Jun 30, 2025 0 ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ 'ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ' ମାଧ୍ୟମରେ ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ସହାୟତା ବଣ୍ଟନ କରାଯାଇଛି । ଜୁନ୍ ୧୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଉଭୟ ବ୍ଲକର!-->…
ଆଞ୍ଚଳିକ ତେନ୍ତୁଳିଖଣ୍ଟି ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର Nisarta News Jun 30, 2025 0 ନବରଙ୍ଗପୁର : ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି!-->…
ଆଞ୍ଚଳିକ ମାନସିକ ଭାରସାମ୍ୟ ହରାଇ ବିଷପିଇ ମହିଳାଙ୍କ ଆତ୍ମହତ୍ୟା Nisarta News Jun 30, 2025 0 ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଧରମପଲ୍ଲୀ ଗ୍ରାମରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୁଚନା ମୁତାବକ ରବିବାର ସକାଳ ପ୍ରାୟ ୧୦ ଟା ବେଳେ ଏହି ଗ୍ରାମର କାଲି ମାଡକାମି ନାମକ ଜଣେ ମହିଳା ଅଚାନକ ବିଷ ପିଇ ଦେଇଥିଲା।!-->…
ଦେଶ ବିଜେପିରୁ ଟି.ରାଜା ସିଂହଙ୍କ ଇସ୍ତଫା Nisarta News Jun 30, 2025 0 ହାଇଦ୍ରାବାଦ : ତେଲେଙ୍ଗାନାର କଠୋରପନ୍ଥୀ ନେତା ଏବଂ ଗୋଶାମହଲ ବିଧାୟକ ଟି. ରାଜା ସିଂହ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ତେଲେଙ୍ଗାନା ବିଜେପି ନେତୃତ୍ୱ ସହିତ ତାଙ୍କର ଗତ କିଛି ଦିନ ଧରି ବିବାଦ ଚାଲିଥିଲା। ରାଜ୍ୟ ବିଜେପି ସଭାପତି ପଦ ପାଇଁ ଏନ. ରାମଚନ୍ଦ୍ର ରାଓଙ୍କ ନାମ ଉପରେ!-->…
ଓଡିଶା ଯୁଗ୍ମ ନିର୍ଦେଶକଙ୍କ ଘରେ ଚଢ଼ାଉ, ୬୩ ଏକର ଜମି ସହ ବିପୁଳ ସମ୍ପତ୍ତି ଠାବ Nisarta News Jun 30, 2025 0 ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗ ଯୁଗ୍ମ ନିର୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଦୟାନିଧିଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଛନ୍ତି। ୬୩ ଏକର ଜମି, ୫୫ ଲକ୍ଷର ଜମାରାଶି ସାଙ୍ଗକୁ!-->…