ପର୍ଯ୍ୟଟନସ୍ଥଳୀର ବିକାଶ, ଚାରାରୋପଣ ଓ ବନସୁରକ୍ଷା ପ୍ରତି ଗୁରୁତ୍ୱ ଦେଵାକୁ ମତ ରଖିଲେ ନୂତନ ଖଣ୍ଡିୟ ବନ ଅଧିକାରୀ
ମାଲକାନଗିରି : ମାଲକାନଗିରିରେ ନୂତନ ଖଣ୍ଡୀୟ ବନ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଶ୍ରୀ ସାଇ କିରଣ ଡି.ଏନ। ସେ ପୂର୍ବରୁ ଶିମିଳିପାଳରେ କାର୍ଯ୍ୟରତ ଥିଲେ। ଜିଲ୍ଲାରେ ତାଙ୍କର କାର୍ଯ୍ୟରେ ଯୋଗଦାନ ପରେ ଆଜି ଜିଲ୍ଲା ବନବିଭାଗ କାର୍ଯ୍ୟାଳୟ ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ!-->…