ରେପୋ ହାର ହ୍ରାସ, ଶସ୍ତା ହେଲା ଗୃହ ଋଣ

ନୂଆଦିଲ୍ଲୀ: କମିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ରେଟ୍‌। ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ୬% ରହିଥିବା ବେଳେ ତାହା ହ୍ରାସ ପାଇ ଏବେ ୫.୫ ପ୍ରତିଶତରେ ପହଞ୍ଚିଛି। ରେପୋ ଦର ପୂର୍ବରୁ ୬ ପ୍ରତିଶତ ଥିଲା । ଏବେ ୫.୫…

କାଗଜ ଚାଷରେ କୃଷି ବିକାଶ : ଚାଷୀଙ୍କ ପାଖରେ ପହଞ୍ଚୁନି କୃଷି ବିଭାଗ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ କାଗଜ ଚାଷରେ କୃଷି ବିକାଶ । ଚାଷୀ ବିହନ ଠାରୁ ସାର ଚିନ୍ତାରେ ନିଜ ଜମିରେ କଇଁକଇଁ କାନ୍ଦୁଥିବା ବେଳେ କୃଷି ବିଭାଗର ବଡ଼ପଣ୍ଡା ମାନେ ଚାଷୀଙ୍କ ନାମରେ ଆସୁଥିବା ନାନା ସହାୟତା ହାସଲ କରିବାରେ ବ୍ୟସ୍ତ ।ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କରୁଥିବା ସମସ୍ତ…

ବର୍ଷା ପୂର୍ବରୁ ଡ୍ରେନ୍‍ ସମସ୍ୟାର ହେବ ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ବର୍ଷା ପୂର୍ବରୁ ଡ୍ରେନ୍‍ ସମସ୍ୟାର ହେବ ସମାଧାନ। ସେହିଭଳି ଇସ୍କନରେ ବର୍ଷା ଜଳ ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ନିଆଯିବ ପଦକ୍ଷେପ। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି ବର୍ଷା ଜଳ ନିଷ୍କାସନ…

ଓଡିଶା ରକ୍ତଦାତା ମହାସଂଘର ରକ୍ତଦାନ ଶିବିର

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଆଖିରେ ରଖି ଓଡିଶା ରକ୍ତଦାତା ମହାସଂଘ ପକ୍ଷରୁ ଦୁର୍ଗା ପୂଜା ମଣ୍ଡପ ରୁଚିକା ବଜାର ଭୁବନେଶ୍ୱର ଠାରେ ରୋଟାରୀ କ୍ଳବ୍ ବରମୁଣ୍ଡା ସହିଯୋଗ ରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଅଛି। ଉକ୍ତ ଶିବିର ରେ ରୋଟାରୀ କ୍ଲବ ସଦସ୍ୟ ଓ ଜେବି ନିର୍ମାଣ…

ଆଗାମୀ ୪ଦିନ ପାଇଁ ରାଜ୍ୟକୁ ବିଜୁଳି ଘଡଘଡିର ଭୟ, ଜାରି ହେଲା ୟଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଗାମୀ ୪ଦିନ ପାଇଁ ରାଜ୍ୟକୁ ବିଜୁଳି ଘଡଘଡିର ଭୟ । ଜାରି ହେଲା ୟେଲୋ ୱାର୍ଣ୍ଣିଂ । ବିଜୁଳି ଘଡଘଡି ସହ ପବନର ବେଗ ୩୦ରୁ ୪୦କିଲୋମିଟର ରହିପାରେ । ଆସନ୍ତାକାଲି ଅର୍ଥାତ ୭ ତାରିଖରେ ରାଜ୍ୟରେ ବିକ୍ଷିପ୍ତ ଭାବରେ ବିଜୁଳି ଘଡଘଡିର ଆଶଙ୍କା ଥିବା ନେଇ ଆକଳନ କରିଛି ପାଣିପାଗ…

ଗଞ୍ଜାମ ଜିଲ୍ଲା ଅବକାରୀ ଗୋଇନ୍ଦା ବିଭାଗକୁ ପୁଣି ମିଳିଛି ବଡ଼ ସଫଳତା…

ବେଆଇନ ଗଂଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ ବ୍ରହ୍ମପୁର : କନ୍ଦମାଳ ଜିଲ୍ଲା ସୀମନବାଡି ଗାଁ ରୁ ବଡ଼ଗଡ଼ ଥାନା ହରିପୁର ଗାଁ କୁ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ। କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଅବକାରୀ ଗୁଇନ୍ଦା ପକ୍ଷରୁ ବଡ଼ଗଡ଼ ଥାନା…

ଶିବସେନା ୟୁବିଟି ସହ ଏମଏନଏସ ମେଣ୍ଟ ନେଇ ବଡ ବୟାନ ଦେଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ଉଦ୍ଧବ ଠାକରେ ରାଜ ଠାକରେଙ୍କ ଦଳ ସହିତ ମେଣ୍ଟ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଶିବସେନା ୟୁବିଟି ମୁଖ୍ୟ ଆଜି କହିଛନ୍ତି ଯେ ମହାରାଷ୍ଟ୍ରର ହୃଦୟରେ ଯାହା ଅଛି ତାହା ଘଟିବ। ସେ କହିଛନ୍ତି ଯେ ଆମର ଓ ଶିବସୈନିକଙ୍କ ହୃଦୟରେ କୌଣସି ଦ୍ୱନ୍ଦ୍ୱ ନାହିଁ। ସେମାନଙ୍କ (ଏମଏନଏସ)…

ବିକଶିତ କୋଟିଆ ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍‍

ଭୁବନେଶ୍ୱର: କୋଟିଆକୁ ବିକଶିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଏନେଇ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠି ହେବ ବେଳେ ଏଥିରେ ବିଭିନ୍ନ ବିଭାଗର…

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩୦, ସକ୍ରିୟ ୨୩

ଭୁବନେଶ୍ୱର : ରାଜ୍ୟରେ ଗତକାଲି ସୁଦ୍ଧା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଁଚିଛି । ଏବେ ୨୩ଟି କେଶ ସକ୍ରିୟ ଥିବାବେଳେ ୭ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ଆକ୍ରାନ୍ତ ଘରେ ରହି ଚିକିତ୍ସତ ହେଉଛନ୍ତି । କୋଭିଡ ନେଇ କେନ୍ଦ୍ର ସହ ଆଲୋଚନା ହୋଇଛି । କେନ୍ଦ୍ର ପକ୍ଷରୁ କଣ…

ଅପରେସନ ସିନ୍ଦୂରକୁ ମନେ ରଖିବ ପାକିସ୍ତାନ : ଚେନାବ ସେତୁକୁ ଉଦଘାଟନ କରି କହିଲେ ମୋଦୀ

ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଜୁନ୍ ୬, ୨୦୨୫) ଜମ୍ମୁ ଏବଂ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ସେତୁର ଉଦଘାଟନ କରିଛନ୍ତି। ଏହି ସେତୁ ଚେନାବ ନଦୀ ଉପରେ ନିର୍ମିତ ଏବଂ ଏହାକୁ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଭାବରେ ବିବେଚନା କରାଯାଉଛି। ଏହି ସେତୁ…