ସୀମାନ୍ତରେ ଯବାନଙ୍କ ଗୁଳିରେ କୁଖ୍ୟାତ ମାଓ ନେତା ସୁଧାକର ନିହତ…
ମାଲକାନଗିରି,୫|୬ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ଗୁଳି ବିନିମୟରେ କୁଖ୍ୟାତ ମାଓ ନେତା ତଥା ମାଓ ସଙ୍ଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ଓରଫ ବାଲକ୍ରୀଷ୍ଣା ନିହତ। ସୁଧାକର ଉପରେ ଛତିଶଗଡରେ ୪୦ ଲକ୍ଷର ଇନାମ ରହିଥିବା ବେଳେ ବିଭିନ୍ନ!-->…