ନୟାଗଡ :ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା…
ନୟାଗଡ଼: ଚିକିତ୍ସା ଅବହେଳାରୁ ପ୍ରସବ କରି ନପାରି ଗର୍ଭବତୀ ମହିଳା ଏବଂ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଛି । ପୋଲିସ ମେଡିକାଲ ପରିସରରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ସହ ତଦନ୍ତ ଆରମ୍ଭ କରିଛି ଟାଉନ!-->!-->!-->…