ବ୍ଲକ ସମିତି ବୈଠକ ବର୍ଜନ ସହ ପ୍ରଶାସନ ବିରୋଧରେ ଗର୍ଜିଲେ ସରପଞ୍ଚ ଓ ସମିତି ମେମ୍ବର
ମାଲକାନଗିରି : ଜିଲ୍ଲା ପଡିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ବ୍ଲକର ଆଠଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଣିବାର ଦୁଇ ମାସ ବିତିବାକୁ ବସିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷ୍ୟରୁ ଅନାସ୍ଥା ଭୋଟ ଗ୍ରହଣ ପାଇଁ କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି!-->…