ମେଟାଲ୍ ବୋଝେଇ ଟିପ୍ଟର ସହ କାର୍ ଧକ୍କା, ମଦ୍ୟପ କାର୍ ଚାଳକ ଗିରଫ
ହିଞ୍ଜିଳିକାଟୁ, ୨୪।୫ : ଶୁକ୍ରବାର ବିଳମ୍ବିତ ରାତିରେ ୫୯ ନ° ଜାତୀୟ ରାଜପଥ ତଥା ସ୍ଥାନୀୟ ପୈାରାଞ୍ଚଳ ଆରଏମସି ଛକ ନିକଟରେ ଏକ ମେଟାଲ୍ ବୋଝେଇ ଟିପ୍ପର ସହ ଏକ କାର ଧକ୍କା ଘଟିଛି। ଦୂର୍ଘଟଣାରେ କାର୍ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ କାର ଗାଡିର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ନଷ୍ଟ!-->…