ୟୁଟ୍ୟୁବରଙ୍କ ପାକିସ୍ତାନୀ ଗୁପ୍ତଚର ଲିଙ୍କ୍‌ ପ୍ରସଙ୍ଗରେ ତଦନ୍ତ କରୁଛି ଏନ୍ଆଇଏ: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର: କୌଣସି ବି ପରିସ୍ଥିତିରେ ପାକିସ୍ତାନୀ ଗୁପ୍ତଚରଙ୍କୁ ଛଡ଼ାଯିବନି। ଯେତେ ଯାହାର ଲିଙ୍କ୍ ଥିବ, ସବୁ ବାହାରିବ। ଏଥିଲାଗି ଏନ୍ଆଇଏ ୟୁଟ୍ୟୁବରଙ୍କ ପାକିସ୍ତାନୀ ଗୁପ୍ତଚର ଲିଙ୍କ୍‌ ପ୍ରସଙ୍ଗରେ ତଦନ୍ତ କରୁଛି। ଯାହାର ଲିଙ୍କ୍‌ ବାହାରିବ ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ।…

ଏକସଙ୍ଗେ ଆସୁଛି ଦୁଇ ଲଘୁଚାପ

ଭୁବନେଶ୍ବର: ମେ’ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି। ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ଥିବା ବେଳେ ୨୨ ମେ’ ବେଳକୁ ଏହା ଲଘୁଚାପର ରୂପ ନେବ। ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ ବୋଲି…

ଯୁବତୀ କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ : ବ୍ୟବହୃତ ଅଟୋ ଜବତ…

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ଜଣେ ଯୁବତୀକୁ ଅଟୋ ରେ ଘରକୁ ଛାଡିବାକୁ କହି ଜୋର ଜବରଦସ୍ତ ନେଇ ତିନି ଜଣ ସାଙ୍ଗ ୭ ଦିନ ଏକ ଭଡା ଘରେ ରଖି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ର ଅଭିଯୋଗ ଆଧାରରେ ପୁଲିସ ତିନିଜଣ ଯୁବକ କୁ ଗିରଫ କରିବା ସହ ଝିଅ କୁ…

ନବରଙ୍ଗପୁର :କଳା ବଜାରୀ କଲେ କଠୋର କାଯ୍ୟନୁଷ୍ଠାନ ନେବ ଜିଲ୍ଲା କୃଷି ବିଭାଗ…

ନବରଙ୍ଗପୁର : ତା ୧୮.୫.୨୦୨୫:ଜିଲ୍ଲା କୃଷି ବିଭାଗ ତରଫରୁ ରବିବାର ୧୭.୫.୨୦୨୫ ତାରିଖ ଦିନ ଉମରକୋଟ ଡି.ଏନ.କେ ସ୍ଥିତ ବଙ୍ଗୀୟ ଭବନ ରେ ଉମରକୋଟ, ରାଇଘର,ଝରୀଗାଁ ଏବଂ ଚନ୍ଦାହାଣ୍ଡି, ର ୧୭୦ ଜଣ ସରକାରୀ ସ୍ୱୀକୃତି ପ୍ରାପ୍ତ ସାର ଓ ବିହନ ବିକ୍ରେତା ଙ୍କୁ ନେଇ ଏକ ବୈଠକ କରାଯାଇଥିଲା।ଉକ୍ତ…

ପ୍ରସ୍ତୁତି ଚାଲିଛି ବିଜେପି ର ରେକର୍ଡ କାର୍ଡ଼ : ଆସିକା ନିର୍ବାଚନ ମଣ୍ଡଳୀ ର ସ୍ଥାନ କେଉଁଠି…??

ବ୍ରହ୍ମପୁର: ଗତ ସାଧାରଣ ନିର୍ବାଚନ ରେ ପରିବର୍ତ୍ତନ ର ସ୍ୱର ସୁନାମୀ ଭଳି ଚାଲିଥିଲା। ଆସିକା ସାଂସଦ ଓ ବିଧାୟକ ପଦଵୀ ବିଜେପି ହାତକୁ ପ୍ରଥମ ଥର ଯାଇଥିଲା। ଆସନ୍ତା ମାସରେ ରାଜ୍ୟରେ ବିଜେପି ସରକାର ହେବାର ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ନିର୍ବାଚନ ପରେ ଆସିକା ବିଧାନସଭା ନିର୍ବାଚନ…

ଗଞ୍ଜାମ ଜିଲ୍ଲାରେ ପଥର ମାଫିଆ ସକ୍ରିୟ ଲଣ୍ଡା ହେଉଛି ପାହାଡ଼…..!

ଜିଲ୍ଲାରେ ମାଳ ମାଳ କ୍ରସର ୟୁନିଟ... ଖଣି ବିଭାଗ ଚଢ଼ାଉ କରିବ କେବେ...?? ପ୍ରଶାସନ ବଟି ନେଇ ସାଜିଛି ଧୃତରାଷ୍ଟ୍ର.. ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଥିବା ପାହାଡ଼କୁ ମାଫିଆ ମାନେ ଲଣ୍ଡା କରି ଚାଲିଛନ୍ତି। ଏହି ସବୁ ବେଆଇନ କାର୍ଯ୍ୟ ପ୍ରଶାସନର ନାକ ତଳେ…

ଆସିକା ସାଂସଦଙ୍କ ହିଞ୍ଜିଳି ଗସ୍ତ ଥାନା ପରିଦର୍ଶନ ସହ ମନ୍ଦିର ବାର୍ଷିକତ୍ସୋଵରେ ଯୋଗଦେଲେ

ହିଞ୍ଜିଳିକାଟୁ : ଆସିକା ଲୋକସଭା ସାଂସଦ ଅନିତା ଶୁଭ ଦର୍ଶିନୀ ରବିବାର ହିଞ୍ଜିଳି ଗସ୍ତରେ ଆସିଥିଲେ। ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ପରିଦର୍ଶନ କରିଥିଲେ। ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ସମସ୍ତ କର୍ମଚାରୀ ସାଂସଦଙ୍କୁ ପୁଷ୍ପଗୁଚ୍ଛ ଦେଇ ପାଛୋଟି ନେଇଥିଲେ। ସାଂସଦ…

ପୂର୍ବ ଶତୃତାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ : କାତି, ଠେଙ୍ଗା ଓ କୋଡିରେ ଆକ୍ରମଣ, ୫ ଆହତ : ଥାନାରେ ୨…

ହିଞ୍ଜିଳିକାଟୁ : ପୂର୍ବ ଶତୃତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି । ଉଭୟ ପରିବାର ସଦସ୍ୟଙ୍କ ମଧ୍ୟରେ କାତି, ଠେଙ୍ଗା ଓ କୋଡିରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଛି । ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପରିବାରର ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା…