ରାଷ୍ଟ୍ରପତି ଭବନ ଠାରେ ଲାଞ୍ଜିଆ ସଉରାଙ୍କ ନୂଆଖାଇ ଭେଟଘାଟ

ରାୟଗଡା: ନୂଆଖାଇ ଭେଟଘାଟ ଅବସରରେ ରାୟଗଡ଼ା ଜିଲା ଗୁଣୁପୁର ବ୍ଲକ୍ ପୁଟାସିଂ ଅଞ୍ଚଳରୁ ବିଶେଷ ଭାବେ ଅନୁନ୍ନତ ଜନଜାତି (ପିଭିଟିଜି) ଲାଞ୍ଜିଆ ସଉରାଙ୍କ ଏକ ୧୫ ଜଣିଆ ସାଂସ୍କୃତିକ ଦଳ ରାଷ୍ଟ୍ରପତି ଭବନରେ ହୋଇଥିବା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ରାଷ୍ଟ୍ରପତି ଭବନରୁ ଆସିଥିବା ନିମନ୍ତ୍ରଣ

ପୀତବାସ ପଣ୍ଡା ହତ୍ୟା ମାମଲା: ଆଉ ଏକ ମାମଲାରେ ଛନ୍ଦିହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରେ ଭିତରୁ ଫୋନରେ ଧମକ ଦେବା ନେଇ ଜେଲରୁ ମୁକୁଳିଥିବା ବିଜେଡି ଜିଲ୍ଲା ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନାମରେ ଆଉ ଏକ ମାମଲା ରୁଜୁ ହୋଇଛି।ଉକ୍ତ ହତ୍ୟା ମାମଲାର ସାକ୍ଷୀ ଲଳିତ

ଶଙ୍ଖନଦୀରେ ବୁଡ଼ି ୩ ଶିଶୁକନ୍ୟାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଜଣେ ନାବାଳକ

ବୀରମିତ୍ରପୁରରୁ : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ସଳଙ୍ଗାବାହାଲ ପଞ୍ଚାୟତର ମାଝାଟୋଲୀ ଏବଂ ଡିପାପୋଡା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ/ଜଳ ଦୁର୍ଘଟଣା ଘଟିଯାଇଛି। ଆଜି ସକାଳ ପ୍ରାୟ ୭ଟା ସମୟରେ ହାଫିନ୍ଦର ସାହୁଙ୍କ ପୁଅ ପ୍ରତାପ ସାହୁ (୯), ରାଜକୁମାର ସାହୁଙ୍କ ଝିଅ

ଗଣେଶ ବିସର୍ଜନ ପାଇଁ ବେଙ୍ଗାଲୁରୁରେ ମଦକୁ ନା

ବେଙ୍ଗାଲୁରୁ: ଗଣେଶ ଚତୁର୍ଥୀ ବିସର୍ଜନ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ମଦ ବିକ୍ରୟ ଉପରେ ଜାରି ହେଲା କଟକଣା। ସହରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ମଦ ବିକ୍ରୟ ଉପରେ କଟକଣା ଲାଗୁ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ନିଷେଧାଦେଶ

ପୁରୁଣା ମାମଲାରୁ ଖିଅ ଖୋଜିବ ; ୩ ରାଜ୍ୟରେ ତଦନ୍ତ କରିବ ଏସଟିଏଫ୍‌

ଭୁବନେଶ୍ବର/ଚନ୍ଦନେଶ୍ୱର : ଭୋଗରାଇରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ତଦନ୍ତ ଯେତିକି ବଢ଼ୁଛି, ସେତିକି ନୂଆ ଚିତ୍ର ଓ ଚରିତ୍ର ସାମ୍ନାକୁ ଆସୁଛନ୍ତି। ଓରାଙ୍ଗଉଟାନ ଚାଲାଣରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍‌ର ହାତ ଥିବା ସ୍ପଷ୍ଟ ହେବା ପରେ ୩ ରାଜ୍ୟ ପୁଲିସର ସହାୟତା ନେବାକୁ

କଟକ ଦେଖିବ ଭୟଙ୍କର ଜଳ ସଂକଟ

କଟକ: କଟକକୁ ମାଡ଼ି ଆସୁଛି ବଡ଼ ବିପଦ। ଏପଟସେପଟ ହୋଇ କଟକର ଦୁଇ ପାର୍ଶ୍ବରେ ମହାନଦୀ ଓ କାଠଯୋଡ଼ି ବୋହି ଯାଇଥିଲେ ହେଁ କଟକରେ ଭୀଷଣ ଜଳ ସଂକଟ ଦେଖାଦେବ। ପିଇବା ପାଣି ପାଇଁ କଟକବାସୀ ହନ୍ତସନ୍ତ ହେବେ। ବେଳ ହୁଁ ସାବଧାନ ନ ହେଲେ ଏପରି ସ୍ଥିତି ବେଶୀ ଦୂର ନୁହେଁ। ରେଭେନ୍ସା ବିଶ୍ବବିଦ୍ୟାଳୟର

ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଡ଼କାୟତି ଘଟଣାରେ ୫ ଗିରଫ

ବାଲିଆପାଳ: ଚଳିତ ମାସ ୮ ତାରିଖ ଦିନ ଦ୍ୱିପ୍ରହରରେ ବାଲିଆପାଳ ବ୍ଲକ ଅନ୍ତର୍ଗତ ଖାପରାପଦା ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ହୋଇ ଥିବା ସଶାସ୍ତ୍ର ଡକାୟତିରେ ସଂପୃକ୍ତ ୫ ଜଣ ଡ଼କାୟତଙ୍କୁ ବାଲିଆପାଳ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏନେଇ ବୁଧବାର ସନ୍ଧ୍ୟାରେ ବାଲିଆପାଳ ଥାନାରେ

ବିପଦ ବେଳେ ମଣିଷକୁ ଉଦ୍ଧାର କରିବ ଅସରପା!

ଅସରପାକୁ ମଣିଷ ସବୁବେଳେ ଘୃଣା କରେ । ଏଗୁଡିକ ଘରେ ବଢିଗଲେ ଘରେ ରହିବା କଷ୍ଟକର ହୋଇପଡ଼େ । ତେଣୁ ଅସରପାଙ୍କୁ ମାରିବାକୁ ଏବେ ବଜାରରେ ବିଭିନ୍ନ ପ୍ରକାର ରାସାୟନିକ ଔଷଧ ବିକ୍ରି ହେଉଛି । ଏଭିଳିକି ସେମାନଙ୍କ ବଂଶ ନିପାତ କରିବାକୁ କିଛି ସଂସ୍ଥା ମଧ୍ୟ ଗଢି ଉଠିଛନ୍ତି । କିନ୍ତୁ ଏବେ ସମୟ

ଝିରମ ଗଣସଂହାର: ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ବସ୍ତର : ପ୍ରାୟ ୧୩ ବର୍ଷ ତଳେ ଛତିଶଗଡ଼ ବସ୍ତର ଜିଲା ଝିରମ ଘାଟି ଅଂଚଳରେ ନକ୍ସଲ ଆକ୍ରମଣରେ ୨୯ ଜଣଙ୍କ ପ୍ରାଣହାନୀ ଘଟିଥିଲା । ବୁଧବାର ଜଗଦଲପୁରସ୍ଥିତ ସ୍ୱତନ୍ତ୍ର ଏନଆଇଏ କୋର୍ଟ ହତ୍ୟାକାଣ୍ଡରେ ସମ୍ପୃକ୍ତ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଏହି ନରସଂହାରରେ ଛତିଶଗଡ଼ର ଛାମୁଆ

ଅନନ୍ତ ନାଗ ୨୦୨୪ ବର୍ଷ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନୀତ ହେବେ

ଅଭିନେତା ଅନନ୍ତ ନାଗ ୨୦୨୪ ବର୍ଷ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନୀତ ହେବେ । ଦାଦା ସାହେବ ଫାଲ୍‌କେ ପୁରସ୍କାର ଚୟନ କମିଟି ପକ୍ଷରୁ ଏକ ପ୍ରେସ ବିବୃତିରେ ଏକଥା କୁହାଯାଇଛି । ଆସନ୍ତା ସେପ୍‌ଟେମ୍ବର ୨୨ ତାରିଖ, ଗୁଜୁରାଟର ଏକତାନଗରରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ଜାତୀୟ