ଶ୍ରେଷ୍ଠ ପଞ୍ଚାୟତ ଭାବେ ରାଇକିଆ ପଞ୍ଚାୟତ ପୁରସ୍କୃତ

ରାଇକିଆ : କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ଠାରେ ଜାତୀୟ ପଞ୍ଚାୟତ ଦିବସ ପାଳନ ଅବସରରେ ରାଇକିଆ ଗ୍ରାମ ପଞ୍ଚାୟତକୁ ଗ୍ରେଡ଼-ସି ଭାବେ ମନୋନୀତ କରାଯାଇ ପୁରସ୍କୃତ କରାଯାଇଛି। ଏହି ଅବସରରେ ଫୁଲବାଣୀ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଇକିଆ…

ଶ୍ରୀନଗରର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା : ଦାରିଙ୍ଗବାଡ଼ି ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବାଲିଗୁଡା : ଶ୍ରୀନଗରର ପହଲଗାମରେ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିବା ଓ ଏଥିରେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହ ଏକାଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ପ୍ରରିପ୍ରେକ୍ଷୀରେ ଦେଶରେ ଚାରିଆଡ଼େ ଶୋକର ଛାୟା ଦେଖିବାକୁ ମିଳିଥିବା ବେଳେ…

ଦୋକାନ ବଜାର ଆଡକୁ ମାଡିଗଲା ଟାଟା ଆଇଚର ଗାଡି : ୧୦ ଆହତ, ୫ ଗୁରୁତର

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବଜାର ରେ ବଡ଼ ଦୁର୍ଘଟଣା ଘଟାଇଲା ଟାଟା ଆଇଚର ଗାଡି | ବେପରୁଆ ଗାଡି ଚଳାଇ ଚଢ଼ିଗଲା ଦୋକାନ ବଜାର ଆଡକୁ,ଲୋକଙ୍କ ହୋ ହାଲ୍ଲା ପାଟିତୁଣ୍ଡ ଭିତରେ ଘଟଣା ସ୍ଥଳରୁ ଗାଡି ଟି ଫେରାର ହୋଇଯାଇଥିଲା |ପ୍ରତ୍ୟକ୍ଷଦର୍ଶୀ ଙ୍କ ସୂଚନା…

୩ ବର୍ଷରେ ୫ ଲକ୍ଷ ଲୋକଙ୍କୁ ମିଳିବ ଘର: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ମାସରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର। ୩ ବର୍ଷରେ ୫ ଲକ୍ଷ ଲୋକଙ୍କୁ ମିଳିବ ଘର। ଏନେଇ ଆଜି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦ୍ୱୟ ଗୃହ ଯୋଜନାରେ ଆଉ ଲକ୍ଷେ…

କାଳ ସାଜିଲା କାଳବୈଶାଖୀ : ଗଛ ଚାପିଦେଲା ଅଟୋ, ଦୁଇ ମୃତ

ବଲାଙ୍ଗୀର : ରାସ୍ତାରେ ଯାଉଥିବା ଅଟୋରିକ୍ସାକୁ ଚାପିଦେଲା ନିମ୍ବ ଗଛ | ଦୁଇଜଣ ମୃତ | ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଆଠଗାଁ ରାସ୍ତାର କଂସବାହାଲ ଛକ ଠାରେ | ଅଟୋରେ ଡ୍ରାଇଭର ଓ ଜଣେ ଯାତ୍ରୀ ଆସୁଥିବା ସମୟରେ ହଠାତ ଜୋରରେ ପବନ ବହିଥିଲା | ଏବଂ ରାସ୍ତା କଡରେ ଥିବା ଏକ ବଡ ନିମ୍ବ…

ରାଜ୍ୟରେ ଗଠିତ ହେଲା ୪୬ଟି ସିଭିଲ୍‌ ଜଜ୍ କୋର୍ଟ

ଭୁବନେଶ୍ବର: ରାଜ୍ୟରେ ଗଠିତ ହୋଇଛି ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍) । ଏହି କୋର୍ଟ ଗୁଡିକ ହେଲା, ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋରୋ, ବାହାନଗା ଓ ଜଳେଶ୍ୱର, ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା, ରାୟଗଡ଼ା ଜିଲ୍ଲାର ରାୟଗଡା,…

ପାକିସ୍ତାନୀ ଦେଶ ଛାଡ଼ିବା ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହା

ଏପ୍ରିଲ ୨୭ରେ ସମସ୍ତ ପାକିସ୍ତାନୀଙ୍କ ଭିଜା ରଦ୍ଦ ହେବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାର ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନୀମାନଙ୍କୁ ଭାରତ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ଏହି ନିର୍ଦେଶକୁ କିପରି କଡ଼ାକଡ଼ି ପାଳନ କରାଯିବ ସେ ନେଇ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା…

ସ୍ବାଭିମାନ ଅଞ୍ଚଳରୁ ମାଓ ଡ଼ମ୍ପ ଉଦ୍ଧାର, ବିଭିନ୍ନ ସ୍ଥାନରେ ସର୍ଚ୍ଚ ଓପେରସନ ଜାରି

ମାଲକାନଗିରି : ସ୍ବାଭିମାନ ଅଞ୍ଚଳରୁ ମାଓ ଡ଼ମ୍ପ ଉଦ୍ଧାର । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଂଚଳର କେନ୍ଦୁଗୁଡା ଏବଂ ସଲଗାଓଁପୁଟ ଜଙ୍ଗଲରେ ମାଓ ଡ଼ମ୍ପ ଉଦ୍ଧାର କରିଛନ୍ତି ବିଏସଏଫ୍ ଯବାନ । ଗୁଇନ୍ଦା ବିଭାଗ ସୂଚନା ପାଇ ୧୭୭ ବିଏସଏଫ ବାଟାଲିୟନ ପକ୍ଷରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଓପେରସନ…

ନିଜ ପରିବାରକୁ ଗୋପନରେ ବିଦେଶ ପଠାଇଲେ ପାକ୍ ସେନାମୁଖ୍ୟ

ଇସ୍ଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନ ସେନା ଆତଙ୍କିତ ହୋଇପଡ଼ିଛି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ନିଜ ପରିବାରକୁ ବିଦେଶ ପଠାଇ ଦେଇଛନ୍ତି। ସୁତ୍ରକୁ ଉଦ୍ଧାର କରି ଏବିପି ନ୍ୟୁଜର ଏକ ରିପୋର୍ଟ ଅନୁସାରେ,…

ପୂର୍ବ ଭାରତରେ ପ୍ରଥମ; ଏମ୍ସ ଭୁବନେଶ୍ୱରରେ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସୁବିଧା ଆରମ୍ଭ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା । ଏହି ସୁବିଧା ପ୍ରଚଳନ ସହିତ ଏମ୍ସ ଭୁବନେଶ୍ବର ଓଡ଼ିଶା ସମେତ ସମ୍ପୂର୍ଣ୍ଣ ପୂର୍ବ ଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ହେବାର ଗୌରବ ଲାଭ କରିଛି । ଏଥିସହିତ ପ୍ରଯୁକ୍ତିବିଦ୍ୟା ସହ…