ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୋଗ

ଯାଜପୁର : ଧର୍ମଶାଳାରେ ରାଜନୈତିକ ହିଂସା । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୋଗ । ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣ ଅଭିଯୋଗ। ଆଜି ନିର୍ବାଚନମଣ୍ଡଳୀର ଆରୁହା ପଞ୍ଚାୟତରେ ଚାଲିଥିବା ହିଙ୍ଗୁଳା ଯଜ୍ଞ…

ମୁଁ ପଶ୍ଚିମବଙ୍ଗ ସରକାରଙ୍କ ମୁଖପାତ୍ର ନୁହେଁ: ଓୱେସି

କୋଲକାତା: କେନ୍ଦ୍ର ସରକାରଙ୍କ ୱକଫ୍‌ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଚାଲିଥିବା ୱକଫ୍‌ ବିରୋଧୀ ଆନ୍ଦୋଳନ ଭୟଙ୍କର ହିଂସାର ରୂପ ନେଇଛି। ପଶ୍ଚିମବଙ୍ଗରେ ୱାକଫ ଆଇନ ବିରୋଧରେ ଘଟିଥିବା ହିଂସାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୁର୍ଶିଦାବାଦ, ୨୪ ପ୍ରଗଣା, ମାଲଦା…

ରାମ ମନ୍ଦିର ଆଗରୁ ଶିଶୁ ପୁତ୍ର ଚୋରି ଅଭିଯୋଗ; ପୋଲିସର ତନାଘନା

ଭୁବନେଶ୍ବର: ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଛି । ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଶିଶୁକୁ ଝାମ୍ପି ନେଲେ ଦୁର୍ବୃତ୍ତ । ରାମ ମନ୍ଦିର ପାଖରୁ ରାତି ୩ଟା ବେଳେ ଦୁର୍ବୃତ୍ତ ମାନେ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ…

ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ, ନିଜକୁ ପୋଲିସ କହି ୮ଲକ୍ଷ ୭୫ହଜାର ଠକି ନେଲେ ମହିଳା

ଭୁବନେଶ୍ୱର : ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ । ବନ୍ଧୁତ୍ବ ଆଳରେ ଟଙ୍କା ଠକିଥିବା ମହିଳା ଗିରଫ । ନିଜକୁ ପୋଲିସ କହି ୮ଲକ୍ଷ ୭୫ହଜାର ଠକେଇ ଅଭିଯୋଗରେ ସଂଯୁକ୍ତା ଭୂୟାଁଙ୍କୁ ଗିରଫ କଲା ଭୁବନେଶ୍ବର ସାଇବର ଥାନା ପୋଲିସ । ଅନ୍ଧାରୁଆ ଗାଁର ବିଷ୍ଣୁ ପ୍ରସାଦ ମୁଦୁଲିଙ୍କ ସହ ଫେସବୁକ୍ ରେ…

ଶ୍ରୀମନ୍ଦିର ପତିତପାବନ ବାନା ନେଇ ଉଡିଗଲା ଚିଲ !

ପୁରୀ: ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ। ପୁରୀ ଶ୍ରୀ ମନ୍ଦିରରେ ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପତିତପାବନ ବନା ଧରି ଏକ ଚିଲ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି…

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁର୍ଷ୍କମ ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ

ହିଞ୍ଜିଳିକାଟୁ : ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିନେବା ସହ ବଳପୂର୍ବକ ଦୁର୍ଷ୍କମ କରିବା ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ନିର୍ଯ୍ୟାତନା ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ- ୨୮୮/୨୫ ରେ ଏକ ମାମଲା…

୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ : ଯାତ୍ରା ସାରି ମନ୍ଦିର ଫେରିଲେ ମା ‘ଦକ୍ଷିଣକାଳୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୦୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ୧୩ ତାରିଖ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା' ଦକ୍ଷିଣ କାଳୀ…

ୱାକ୍‌ଫ ବିଲ୍ ପାସ୍‌ ହେବାପରେ ମଧ୍ୟପ୍ରଦେଶରେ ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ; ୨୦ ବର୍ଷର ମଦ୍ରାସା ଉପରେ ଚାଲିଲା…

ଭୋପାଳ: ଦେଶରେ ୱାକ୍‌ଫ ଆଇନ କାର୍ଯ୍ୟକାରୀ ହେବାପରେ ମଧ୍ୟପ୍ରଦେଶରେ ପ୍ରଥମ ଥର ପାଇଁ କୌଣସି ବେଆଇନ ମଦ୍ରାସା ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିକଟରେ ବିଜେପି ରାଜ୍ୟ ସଭାପତି ବିଷ୍ଣୁ ଦତ୍ତ ଶର୍ମା ଅଭିଯୋଗ କରିଥିଲେ ଯେ, ସରକାରୀ ଜମିରେ ଏକ ବେଆଇନ ମଦ୍ରାସା ନିର୍ମାଣ…

ଓଡ଼ିଆ ପକ୍ଷନେଇ ପାରମ୍ପରିକ ଖାଦ୍ୟ ଦିବସ

ମାଲକାନଗିରି : ଓଡ଼ିଆ ପକ୍ଷ ପାଳନର ୧୩ ତମ ଦିବସକୁ ପାରମ୍ପରିକ ଖାଦ୍ୟ ଦିବସ ଭାବେ ପାଳନ କରାଯାଇଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଇ ଏହି ଦିବସକୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ…

ଅବକାରୀ ବିଭାଗକୁ ସଫଳତା ଗଞ୍ଜେଇ ସହ ଅଟୋ ଜବତ

ମାଲକାନଗିରି : ରବିବାର ଦିନ ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଅବକାରୀ ଥାନା ର କର୍ମଚାରୀ ମାନେ ପେଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ଗୋଟିଏ ଅଟୋ ରୁ ୧୦୦ କେଜି ଗଞ୍ଜେଇ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା l ଏହି ମାମଲା…