ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀ ମାଡ଼ରେ ଟଳି ପଡ଼ିଲା ସ୍ତ୍ରୀ

ଧାମରା: ପାରିବାରିକ କଳହର କରୁଣ ପରିଣତି, ମଦ୍ୟପ ସ୍ୱାମୀ ମାଡ଼ରେ ଟଳି ପଡ଼ିଲା ସ୍ତ୍ରୀ। ଏମିତି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଥାନା ପାଇକିରାପୁରରେ। ଏହି ଗ୍ରାମର ବାସିନ୍ଦା ବିଜୟ ପତି ଓ ତାଙ୍କ ସ୍ତ୍ରୀ କମଳିନୀ ପତି ଏବଂ ତାଙ୍କର ତିନୋଟି ଛୋଟ ପିଲା। ବିଜୟ

ବେଆଇନ ବାଣ ଗଚ୍ଛିତ ଅଭିଯୋଗ ପରେ ଗୋଦାମ  ହେଲା ସିଲ୍‌: ଲକ୍ଷାଧିକ ଟଙ୍କାର ବାଣ ଜବତ

​ପାରଳାଖେମୁଣ୍ଡି: ବେଆଇନ ଭାବେ ବିପୁଳ ପରିମାଣର ବାଣ ଗଚ୍ଛିତ ରଖିବା ଅଭିଯୋଗରେ ପାରଳାଖେମୁଣ୍ଡି ପୁଲିସ ଏକ ଗୋଦାମ ଉପରେ ଚଢ଼ାଉ କରି ତାହାକୁ ସିଲ୍‌ କରିଛି। ଚଢ଼ାଉ ବେଳେ ପ୍ରାୟ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ ହୋଇଥିବା ବେଳେ ଗୋଦାମ ମାଲିକଙ୍କୁ ଅଟକ ରଖି ପୁଲିସ ପଚରାଉଚରା

ସମ୍ବଲପୁରରେ ସ୍ଥାପିତ ହେଲା ନୂତନ ଡିପ୍‌ଲର୍ ରାଡାର୍, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଥମ

​ସମ୍ବଲପୁର: ପାଣିପାଗର ସଠିକ୍ ଓ ଆଗୁଆ ପୂର୍ବାନୁମାନ କରିବା ଲକ୍ଷ୍ୟରେ ସମ୍ବଲପୁର ଜମଦାରପାଲି ରୋଡ୍ ସ୍ଥିତ ମଧୁପୁରଠାରେ ଏକ ନୂତନ ଡପଲର୍ ପାଣିପାଗ ରାଡାର୍ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଆଧୁନିକ

ପୁରୀ ସମୁଦ୍ରର ଓଟାରୁଣୀ ସ୍ରୋତରୁ ଦୁଇ ନାବାଳକ ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀ ବେଳାଭୂମିରେ ଗାଧୋଉଥିବା ସମୟରେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ନାବାଳକ ପର୍ଯ୍ୟଟକ। ସମୁଦ୍ରର ପ୍ରଖର ସ୍ରୋତରେ ଭାସି ବୁଡ଼ିଯାଉଥିବା ବେଳେ ଲାଇଫ୍‌ଗାର୍ଡମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ଉଭୟଙ୍କ ଜୀବନ ବଞ୍ଚାଇଛନ୍ତି। ​ଉଦ୍ଧାର ହୋଇଥିବା ଦୁଇ ନାବାଳକ

୧୧ ଟଙ୍କା ମୂଲ୍ୟର ଆଇଭି ସେଟ୍‌ ୩୨୫ ଟଙ୍କାରେ ବିକ୍ରି; କେନ୍ଦ୍ରକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କଲେ ତୁକାରାମ ମୁଣ୍ଢେ

ମୁମ୍ବାଇ: ମହାରାଷ୍ଟ୍ରରେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ରୋଗୀଙ୍କୁ ସାମାନ୍ୟ ସିରିଞ୍ଜ ଓ ଔଷଧ କିପରି ଚଢ଼ା ଦରରେ ବିକ୍ରି ହେଉଛି ସେ ଉପରେ ହସ୍ତକ୍ଷେପ କରିବାକୁ‌ କେନ୍ଦ୍ର ସରକାରଙ୍କୁ ମହାରାଷ୍ଟ୍ର ଏଫଡିଏ କମିଶନର ତୁକାରାମ ମୁଣ୍ଢେ କହିଛନ୍ତି।ବଜାରରେ ବିକ୍ରି ହେଉଥିବା

କଟକ କଂଗ୍ରେସକୁ ବଡ଼ ବଳ: ଦଳକୁ ଫେରିଲେ ପୂର୍ବତନ କର୍ପୋରେଟର ରମଜାନ ଖାନ୍

କଟକ: କଟକ କଂଗ୍ରେସ ସଂଗଠନକୁ ମିଳିଛି ବଡ଼ ସଫଳତା। ବିଜେଡି ଛାଡ଼ି ପୁଣି ଥରେ କଂଗ୍ରେସ ଶିବିରକୁ ଫେରିଛନ୍ତି ପୂର୍ବତନ କର୍ପୋରେଟର ରମଜାନ ଖାନ୍। ରାଜ୍ୟ କଂଗ୍ରେସ ପ୍ରଭାରୀ ଲାଲଜି ଦେଶାଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏକ ସ୍ଵତନ୍ତ୍ର ମିଶ୍ରଣ ପର୍ବରେ ସେ

ନିଜ ସରକାରଙ୍କୁ କାଠଗଡ଼ାରେ ଠିଆ କଲେ ୩ ସାଂସଦ, ବିକାଶମୂଳକ କାର୍ଯ୍ୟର ମାନ ଓ ଗତିକୁ ନେଇ ଉଠାଇଲେ ପ୍ରଶ୍ନ

ଭୁବନେଶ୍ଵର: ଓଡ଼ିଶାରେ ବିଭିନ୍ନ ବିକାଶମୂଳକ ତଥା ଭିତ୍ତିଭୂମି କାର୍ଯ୍ୟର ଗତି ମନ୍ଥର | ଚାଲିଥିବା ଏବଂ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି| ଏ ଅଭିଯୋଗ ଆଉ କେହି ନୁହେଁ ବରଂ ଆଣିଛନ୍ତି ଶାସକ ଦଳର ତିନି ସାଂସଦ | ଖୋଦ୍ ଶାସକ ଦଳର ସାଂସଦମାନେ ନିଜ ସରକାରଙ୍କ

ମୋବାଇଲରେ ଉଚ୍ଚସ୍ୱରରେ କଥା ହେବାକୁ ନେଇ ବୋମାମାଡ଼ ; ବଡ଼ ଭାଇ ମୃତ, ସାନ ଗୁରୁତର

ଭୁବନେଶ୍ବର ୧୬।୯: ମୋବାଇଲକୁ ନେଇ ମର୍ଡର। ଭାଇକୁ ବୋମା ଫିଙ୍ଗିଲା ଭାଇ। ବଡ଼ ଭାଇ ମୃତ, ସାନ ଗୁରୁତର। ଘରେ ଥିଲା ହାତବୋମା। ସାମାନ୍ୟ ବଚସାରୁ ଘଟିଛି ବୋମାମାଡ଼। ରାତିରେ ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ମହୁଲ ଗାଁରେ ହଠାତ୍ ଶୁଣାଗଲା ବିସ୍ଫୋରଣର ଶବ୍ଦ। କିଛି ସମୟ ମଧ୍ୟରେ ସାମ୍ନାକୁ

ସୃଷ୍ଟି ହେଲାଣି ଘୂର୍ଣ୍ଣିବଳୟ, ୨୪ ବେଳକୁ ଛୁଇଁପାରେ ଉପକୂଳ ; ପୁରୀରୁ ଜଗତସିଂହପୁର ଯାଏଁ ବାତ୍ୟା ଭୟ

ଭୁବନେଶ୍ବର ୧୬।୯: ସାବଧାନ ମାଡ଼ି ଆସୁଛି ବାତ୍ୟା ! ୨୪ ତାରିଖ ବେଳକୁ ଉପକୂଳ ଛୁଇଁପାରେ। ପୁରୀରୁ ଜଗତସିଂହପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା। ସେପ୍ଟେମ୍ବରରେ ରାଜ୍ୟରେ ବାତ୍ୟା ସମ୍ଭାବନା କମ୍ ଥାଏ। ତଥାପି ବାତ୍ୟା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡାଇ ଦେବ ନାହିଁ। ଏମିତି ପୂର୍ବାନୁମାନ