ସୁକୁମା ପୋଲିସକୁ ସଫଳତା : ଏନକାଉଣ୍ଟରରେ ୧୬ ମାଓବାଦୀ ମୃତ
ମାଲକାନଗିରି : ଅତିଶୀଘ୍ର ସମାପ୍ତ ହେବ ମାଓବାଦୀ କାର୍ଯ୍ୟକଳାପ ଏହି ଭଳି ଏକ ଖବର କିଛି ଦିନ ତଳେ ଗୃହମନ୍ତ୍ରୀ ଅମିତ ସାହାଙ୍କ ବୟାନ ରୁ ସ୍ୱଷ୍ଟ ହେବାକୁ ଲାଗିଛି । ଗତ ତିନିମାସ ଭିତରେ ୧୦୦ରୁ ଉର୍ଦ୍ଧ୍ବ ମାଓବାଦୀ ଙ୍କ ମୃତ୍ୟୁ ଖବର ଓ ମାଓବାଦୀ ଙ୍କ ଶୀର୍ଷ ନେତ୍ତୃତ୍ୱ ଙ୍କୁ ଲେଖାଯାଇଥିବା!-->…