ଡବଲ ଇଞ୍ଜିନ ସରକାର ସହ ସାମିଲ ହେଲେ ପୋଲିସ, କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଲେ ସବୁ ବର୍ଗରୁ ନିନ୍ଦା…..!
କଂଗ୍ରେସ ପକ୍ଷରୁ ନାରୀ ମାନଙ୍କୁ ସୁରକ୍ଷା ଦାବୀ କରି ବିଧାନସଭା ଘେରାଉ…..!
ବ୍ରହ୍ମପୁର : ଡବଲ ଇଞ୍ଜିନ ସରକାର ରାଜ୍ୟରେ ଆସିବା ପରେ ଆଇନ ଶୃଙ୍ଖଳା ସାରା ରାଜ୍ୟରେ ବିଗିଡ଼ି ଯାଇଛି। ରାଜ୍ୟରେ ମହିଳା ମାନେ ସୁରକ୍ଷିତ ନାହାନ୍ତି। ନାବାଳିକା ମାନେ ଛୁଆ ଜନ୍ମ କରୁଛନ୍ତି। ନାରୀ ମାନଙ୍କୁ!-->!-->!-->…