ନୟାଗଡ଼ ଜିଲ୍ଲାରେ କାମ ହୋଇପାରୁନି ୧୨୦୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପ…
ନୟାଗଡ଼: ଗ୍ରାମାଞ୍ଚଳର ବିକାଶ ପାଇଁ ପୂର୍ବ ବିଜେଡି ସରକାର " ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନା ପ୍ରଣୟନ କରିଥିଲେ ।ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରାଯାଇଥିଲା ।ଏହି ପ୍ରକଳ୍ପ ମଧ୍ୟରେ କମ୍ୟୁନିଟି ସେଣ୍ଟର, ଧର୍ମାନୁଷ୍ଠାନ ଉନ୍ନତିକରଣ ପ୍ରଭୃତି ରହିଥିଲା ।!-->…