ବାଲିଗୁଡା :ଶୁଖିଲା ଗଛର ଡାଳ ପଡି ଓକିଲ ଗୁରୁତର…

ବାଲିଗୁଡା, କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ମଧ୍ୟରେ ରହିଥିବା କୋର୍ଟ ମାର୍କେଟ ରେ ଶୁଖିଲା ଆମ୍ବ ଗଛ ଡାଳ ପଡି ଜଣେ ବରିଷ୍ଠ ଓକିଲ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଘଟଣା ରୁ ପ୍ରକାଶ ଯେ, ପଣସପଡି ସାହିରୁ କୋର୍ଟ କୁ ଯିବା ପାଇଁ ନିଜ ବାଇକ ରେ ବାହାରିଥିଲେ ବରିଷ୍ଠ ଓକିଲ…

ନୟାଗଡ଼ରେ ମା ବୈଷ୍ଣୋଦେବୀ ଙ୍କ ମନ୍ଦିର : ଫେବୃଆରୀ ୨ ତାରିଖରେ ହେବ ମାଆଙ୍କର ପ୍ରାଣ ପ୍ରତିଷ୍ଠା…

ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରଧା ପୁର ପଞ୍ଚୟତ ଚାରଖୋଲ ଗ୍ରାମ ଜାମୁକୋଣ ପାହାଡ ଉପରେ ମା ବୈଷ୍ଣୋଦେବୀ ଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ଫେବୃଆରୀ ୨ ତାରିଖରେ ମାଆଙ୍କର ପ୍ରାଣ ପ୍ରତିଷ୍ଠା ସହିତ ଶକ୍ତିଯଜ୍ଞ ଅନୁଷ୍ଠିତ ହେବ । ଜମ୍ମୁ…

ଚାଷୀଙ୍କ ପାଇଁ ଅଲୋଡ଼ା ଆସିକା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର :କାର୍ଯ୍ୟାଳୟ ବାହାରେ ଖୋଲା ଭିତରେ ବନ୍ଦ……!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା କୃଷି ଜିଲ୍ଲା ଅଧୀନରେ ସୋରଡ଼ା, ଶେର ଗଡ଼, ଧରାକୋଟ ଓ ଆସିକା ବ୍ଲକ ଅନ୍ତର୍ଭୁକ୍ତ ରହିଛି। ଆସିକା ବାବନପୁର ଠାରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କେବଳ ଫଳକ ରେ ରହିଯାଇଛି। ସୂଚନା ପରାମର୍ଶ ଦେବାକୁ ଥିବା ବାବୁ ଏଠାକୁ ପ୍ରତିଦିନ ଆସନ୍ତି…

ଓର୍କେଲ ପୋଲିସକୁ ମିଳିଛି ସଫଳତା : ୨୪କିଲୋ ଗଞ୍ଜେଇ ସହ ବାଇକ ଜବତ ୨ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ଭାବେ ବାହାର ରାଜ୍ୟକୁ କିଛି ମାଫିଆଙ୍କ ଦ୍ୱାରା ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି। ସେମାନଙ୍କ ନିକଟରୁ ୨୪କିଲୋ ଗଞ୍ଜେଇ ଓ ଗୋଟିଏ ବାଇକ ଜବତ କରିବା ସହ ଘଟଣାରେ…

କରପଡା ଗ୍ରାମରେ ଭାଗବତ ସପ୍ତାହର ସମାପନ ଉତ୍ସବ

ଛତ୍ରପୁର : ଆଜି ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମରେ ଭବ୍ୟତାର ସହିତ ଭାଗବତ ସପ୍ତାହ ସମାହିତ ହୋଇଛି l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ର ମୁଖ୍ୟ ପ୍ରବକ୍ତା ଭାବେ ଶ୍ରୀକୃଷ୍ଣ ଚୈତନ୍ୟ ମିଶନର ଆଚାର୍ଯ୍ୟ ତଥା ଗୁରୁ ତ୍ରିଦଣ୍ଡି ସ୍ୱାମୀ ଶ୍ରୀମଦ ଭକ୍ତି ବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜ…

ସମଗ୍ର ଶିକ୍ଷା ଅଭିଯାନ ସପୋର୍ଟ ଷ୍ଟାଫମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ

ନୟାଗଡ଼: ବିଭିନ୍ନ ଦାବି ନେଇ ଆକାଉଟାଣ୍ଟ କମ୍ ସପୋର୍ଟ ଷ୍ଟାଫ ଏମଆଇଏସ କମ୍ ପ୍ଲାନିଂ କୋ- ଅର୍ଡିନେଟର ରାଜ୍ୟ ସଂଘର ଆହ୍ବାନ କ୍ରମେ ବୁଧବାର ଠାରୁ ଭୁବନେଶ୍ଵର ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦିଆଯିବାକୁ ସ୍ଥିରୀକୃତ ହେଇଥିଲା ବେଳେ ଗତ୨୬ ତାରିଖ ରେ ରାଜ୍ୟ ସଂଘ…

ଭୁବନେଶ୍ବରରେ ମୋହନ ଭାଗବତ

ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭାଗବତ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ରାଜ୍ୟରେ ବିଜେପି ସଭାପତିଙ୍କ ନାମ ଘୋଷଣା ହେବା ପୂର୍ବରୁ ତାଙ୍କର…

ପ୍ରଦର୍ଶନୀରେ ଟୁଲକିଟ ଓ ଯନ୍ତ୍ରାଂଶ ବିତରଣ କଲା କେଭିଆଇସି

କଟକ: ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ଖଦି ଓ ଗ୍ରାମୋଦ୍ୟୋଗ କମିସନ (କେଭିଆଇସି)ଙ୍କ ପକ୍ଷରୁ ଗ୍ରାମୋଦ୍ୟୋଗ ବିକାଶ ଯୋଜନା (ଜିଭିବାଇ) ଯୋଜନା ଅନ୍ତର୍ଗତ କଟକସ୍ଥିତ ଜବାହରଲାଲ ଇନଡୋର ଷ୍ଟାଡିୟମରେ ହିତାଧିକାରୀମାନଙ୍କୁ ଯନ୍ତ୍ରାଂଶ ଓ ଟୁଲକିଟ ବଂଟନ…

ଆମେରିକାରେ ବିମାନ ଓ ସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚିଲା

ଓ୍ବାସିଂଟନ : ଆମେରିକାର ଓ୍ବାସିଂଟନ ନିକଟରେ ହୋଇଥିବା ଯାତ୍ରୀବାହୀ ବିମାନ ଓ ସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚିଛି । ଉଭୟ ବିମାନ ଓ ହେଲିକପ୍ଟରରେ ଥିବା ସମସ୍ତ ଯାତ୍ରୀ ଓ ସେନା କର୍ମଚାରୀ ମୃତ୍ୟୁବରଣ କରିଛନ୍ତି ।ୱାଶିଂଟନ ଡିସି ଡିସି ଅଗ୍ନିଶମ ଏବଂ ଇଏମଏସ ମୁଖ୍ୟ…

ଆମ ଭୋଟ ସବୁ କୁଆଡେ ଗଲା: ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରର ଏମଏନଏସ ବା ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ନିର୍ବାଚନ ପରେ ନିରବତା ଭାଙ୍ଗିଛନ୍ତି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଛନ୍ତି। ନିର୍ବାଚନ ପରେ ମହାରାଷ୍ଟ୍ରରେ ଅନେକ ପ୍ରଶ୍ନ ଉଠିଛି ବୋଲି ସେ କହିଛନ୍ତି।…