ସ୍ୱାସ୍ଥ୍ୟବିଭାଗ ତରଫରୁ ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ
ଚିକିଟୀ : ସ୍ଥାନୀୟ ଚିକିଟୀ ପେଣ୍ଠ ସ୍ଥିତ ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ଜନରାଜ୍ୟ ଦିବସ ପୂର୍ବାହ୍ନ ରେ କରବାଲୁଆ ପି ଏଚ୍ ସି ତରଫରୁ ଆୟୋଜିତ ଚିକିଟୀ ମେଡିକାଲ ଷ୍ଟାଫ ସହ ପାତ୍ରପୁର ମେଡିକାଲ ଷ୍ଟାଫ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଏହି!-->…