ଶିଶୁର ବିକାଶରେ ମାଆର ଭୂମିକା
ଫୁଲବାଣୀ : ବାଲ ରକ୍ଷା ଭାରତର ଉଦ୍ୟମରେ ଖଜୁରୀପଡା ସମ୍ମନିତ ଶିଶୁ ବିକାଶ କେନ୍ଦ୍ରରେ ଏକ ମାତୃକମିଟି ବୈଠକ ଆୟୋଜନ କରାଯାଇଛି। ବୈଠକରେ ପ୍ରାକ ବିଦ୍ୟାଳୟର ଶିଶୁଙ୍କ ମାଆ, ଅଙ୍ଗନବାଡି କର୍ମୀ, ଆଇ ସି ଡି ଏସ ର ପରିଦର୍ଶିକା ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ!-->…